Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପକୁ ବୟକଟ କରିପାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ଭାରତ ବୟକଟ କରିପାରେ । ଏସିଆନ କ୍ରିକେଟ କାଉନସିଲ ଓ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଧ୍ୟରେ ଉପୁଜିଥିବା ମତଭେଦକୁ ଏହାର ମୂଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । ଜୁଲାଇ ୨୪ରେ ଏସିସିର ବାର୍ଷିକ ବୈଠକ ଢ଼ାକାରେ ହେବାକୁ ବିସିସିଆଇ ବିରୋଧ କରୁଛି ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟର ଲୋକପ୍ରିୟ ଖେଳାଳି ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟି୨୦ ମ୍ୟାଚ ଖେଳିବା ପରେ ସେ ଅବସର ନେବେ ବୋଲି ଆଗୁଆ ଘୋଷଣା କରିଛନ୍ତି । ସାବିନା ପାର୍କରେ ଜୁଲାଇ ୨୦ ଓ ୨୨ରେ ଏହି ମ୍ୟାଚ ଖେଳାଯିବ ।…

କାଲିସ, ପଂଟିଂ, ଡ୍ରାଭିଡଙ୍କୁ ପଛରେ ପକାଇବେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଲର୍ଡସ ଟେଷ୍ଟରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚରେ ଜ୍ୟାକ୍ସ କାଲିସ, ରିକି ପଂଟିଂ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ରୁଟଙ୍କ ନିକଟରେ…

ଡ୍ୟୁକ ବଲ ବିବାଦ: ତଦନ୍ତ ପାଇଁ ରାଜି ହେଲା କମ୍ପାନୀ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟରେ ଡ୍ୟୁକ ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ବଲ ସଙ୍ଗେ ସଙ୍ଗେ ନରମ ହୋଇ ଯାଇଥିବାରୁ ଏହା ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଏବେ ଏହି ଡ୍ୟୁକ ବଲକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବଲକୁ ପରୀକ୍ଷଣ ପାଇଁ ନେବା ସହ ତଦନ୍ତ ପାଇଁ ରାଜି…

ବୁମରାହ-ଷ୍ଟାର୍କ ମଧ୍ୟରେ କିଏ ଶ୍ରେଷ୍ଠ

ନୂଆଦିଲ୍ଲୀ: ବର୍ତମାନ ସମୟରେ ଦୁଇ ପେସ ବୋଲର ଭାରତର ଯଶପ୍ରୀତ ବୁମରାହ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଉଭୟଙ୍କୁ ମହାନ ବୋଲର ଶ୍ରେଣୀରେ ରଖାଯିବା କିଛି ବଡ କଥା ନୁହେଁ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଷ୍ଟାର୍କ ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିଛନ୍ତି ।…

ବିିସିସିଆଇର ଆୟ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମିଛୁଟାରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ସବୁଠାରୁ ଧନୀ ଭାବେ କୁହାଯାଏ ନାହିଁ । ନିକଟରେ ଗତ ବର୍ଷର ହିସାବ କରାଯାଇଥିଲା । ଏଥିରେ ବିସିସିଆଇର ଆୟ ୯୭୪୧.୭ କୋଟି ଟଙ୍କା ହୋଇଥିବା ଜଣାପଡିଛି । ଜୟ ଶାହ ବିସିସିଆଇର ଦାୟିତ୍ୱ ଗ୍ରହଣ କରିବା ପରେ ଏହାର ଆୟ ବୃଦ୍ଧି ପାଇଛି ।…

ଜାଡେଜାଙ୍କୁ ନେଇ ଏମାନଙ୍କ ଉପରେ ରାଗିଗଲେ ଗମ୍ଭୀର

ଲଣ୍ଡନ: ଜୁଲାଇ ୨୩ରୁ ମାଂଚେଷ୍ଟରରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଖେଳାଯିବ । ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କ ଆକର୍ଷଣୀୟ ବ୍ୟାଟିଂ ସତ୍ୱେ ଭାରତ ମ୍ୟାଚ ଜିତି ପାରି ନ ଥିଲା । ଜାଡେଜା ଅତ୍ୟଧିକ ରକ୍ଷାତ୍ମକ ଶୈଳୀରେ ଖେଳିବାରୁ ଭାରତ ହାରିଲା…

୪ର୍ଥ ଟେଷ୍ଟରେ ବୁମରାହ ଖେଳିବେ କି ନାହିଁ ହେଲା ସ୍ପଷ୍ଟ

ମାଂଚେଷ୍ଟର: ଜୁଲାଇ ୨୩ରୁ ମାଂଚେଷ୍ଟରର ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଏବେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ଭାରତ ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ହୋଇ ପଡିଛି । ଟିମ ଇଣ୍ଡିଆର ମୂଖ୍ୟ ଷ୍ଟ୍ରାଇକ…

ବେଙ୍ଗାଲୁରୁ ଦଳାଚକଟାରେ ଆରସିବି ଦୋଷୀ, ହାଇକୋର୍ଟରେ ଦାଖଲ ସରକାରୀ ରିପୋର୍ଟରେ ବଡ଼ ଖୁଲାସା…..

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟା ଘଟଣା ସହିତ ଜଡିତ ହାଇକୋର୍ଟରେ ଦାଖଲ କର୍ଣ୍ଣାଟକ ସରକାରଙ୍କ ରିପୋର୍ଟରେ ଗମ୍ଭୀର ତ୍ରୁଟି ଏବଂ ଭୁଲ ପରିଚାଳନାକୁ ସୂଚିତ କରିଛନ୍ତି। ଦଳାଚକଟା ପାଇଁ ଆରସିବିକୁ ଦାୟୀ କରିଛନ୍ତି। ଯେଉଁ କୋହଲିଙ୍କ ଏକ ଭିଡିଓ ଅପିଲ ବି ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ…

ରୋହିତ, କୋହଲିଙ୍କ ଅବସର: ସ୍ପଷ୍ଟ ହେଲା ବିସିସିଆଇର ଭୂମିକା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି ଘୋଷଣା ପ୍ରଶଂସକଙ୍କୁ ନିରାଶ କରିଥିଲା । ପଛରେ ଗୁଜବ ଉଠିଥିଲା ଯେ, ଏମାନଙ୍କୁ ଅବସର ନେବା ପାଇଁ ବିସିସିଆଇ ପରୋକ୍ଷରେ ଚାପ…