Latest Odisha News

BREAKING NEWS

Browsing Category

ଖେଳ

ରୋହିତ, କୋହଲି ଅଷ୍ଟ୍ରେଲିଆ ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

ଆଡିଲେଡ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ଦିିନିକିଆ ସିରିଜ ଅଭିଯାନ ଶେଷ ହୋଇଛି । ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରାୟତଃ ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ । ରୋହିତଙ୍କ ଶତକ ଏବଂ କୋହଲିଙ୍କ…

ସମାଲୋଚକଙ୍କୁ ରୋକୋଙ୍କ କଡା ଜବାବ: ଅନ୍ତିମ ଦିନିକିଆ ଜିତିଲା ଭାରତ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲାରେ ରୋହିତ ଶର୍ମର୍ାଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୯ ୱିକେଟରେ ସହଜ ବିଜୟ ହାସଲ କରିଛି । ଦୁଇ ସିନିୟର ବ୍ୟାଟ୍ସମ୍ୟାନ ପୂନର୍ବାର ଟିମ ଇଣ୍ଡିଆ ପାଇଁ କେତେ ଜରୁରୀ ତାହା ପ୍ରମାଣିତ…

୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ

ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା କୁହାଯାଉଛି। ଖେଳାଳି ମାନେ ହୋଟେଲ ରାଡିସନ୍ ବ୍ଲୁ ରୁ ଏକ କାଫେକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ନେଇ ସୂଚନା…

ଗମ୍ଭୀରଙ୍କ ସମ୍ମାନ ରଖିଲେ ହର୍ଷିତ ରାଣା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସାମିଲ କରିବା ନେଇ କୋଚ ଗୌତମ ଗମ୍ଭୀରଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏପରିକି ଗମ୍ଭୀର ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ହର୍ଷିତ ତାଙ୍କ…

ଫ୍ଲିଂଟଫ କହିଲେ ମୁଁ ସୀମା ଅତିକ୍ରମ କରିଥିଲି, ବ୍ରଡଙ୍କ ଉପରେ ରାଗ ଶୁଝାଇଲେ ଯୁବରାଜ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ୧୮ ବର୍ଷ ପରେ ୨୦୦୭ ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ କରିଥିବା ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯୁବିଙ୍କ ସହ ହୋଇଥିବା ଯୁକ୍ତିତର୍କରେ ମୁଁ ସୀମା ଅତିକ୍ରମ କରିଥିଲି । ଏଥିରେ ଯୁବି ରାଗି ଯାଇଥିଲେ । ସେ ସବୁ ରାଗ…

ଏସିଆ କପ ଟ୍ରଫି ଦୁବାଇରୁ ପଂହଚିଲା ଆବୁଧାବି, ଖେଳୁଛନ୍ତି ନକଭି

ଦୁବାଇ: ଏସିଆକପ ଟ୍ରଫିକୁ ଏସୀୟ କ୍ରିକେଟ କାଉନ୍ସିଲର ହେଡକ୍ୱାର୍ଟର ଦୁବାଇରୁ ଆବୁଧାବିକୁ ଅଣାଯାଇଛି । ବିସିସିଆଇ ଜନୈକ ଅଧିକାରୀ ଏସିସି ମୂଖ୍ୟାଳୟରେ ପଂହଚିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ । ଅଧିକାରୀଜଣଙ୍କ ଏ ସମ୍ପର୍କରେ ପଚାରିବାରୁ ଷ୍ଟାଫ କହିଥିଲେ ଟ୍ରଫି ଏସିସି ଚିଫ ମୋହସିନ…

ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ସିଡନୀରେ ଖେଳାଯିବ । ପ୍ରଥମ ୨ଟି ମ୍ୟାଚରେ ହାରି ଟିମ ଇଣ୍ଡିଆ ସିରିଜ ହାତଛଡା କରିଛି । ଏବେ ସମ୍ମାନ ବଂଚାଇବା ପାଇଁ ଖେଳିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ଐତିହାସିକ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ । ୨ଟି…

ଭାରତରେ ହେବାକୁ ଥିବା ଜୁନିୟର ବିଶ୍ୱକପ ହକିରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଜୁନିୟର ବିଶ୍ୱକପ ହକି ଭାରତରେ ଆୟୋଜିତ ହେବ । ରିପୋର୍ଟ ମୁତାବକ ପାକିସ୍ତାନ ଏହି ପ୍ରତିଯୋଗିତାରୁ ଓହରିଯାଇଛି । ଆନ୍ତର୍ଜାତୀୟ ହକି ମହାସଂଘ ଶୁକ୍ରବାର ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପାକିସ୍ତାନ ବଦଳରେ କେଉଁ ଦଳ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିବେ ତାହା ଖୁବ…

ତୃତୀୟ ଦିିନିକିଆ, ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ

ଆଡିଲେଡ: ଭାରତ ବିପକ୍ଷ ତୃତୀୟ ଦିନିକିଆ ଓ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ ତାର ଦଳ ଘୋଷଣା କରିଛି । ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମୁକାବିଲା ସିଡନୀରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ମାର୍ନସ ଲାବୁଶେନଙ୍କ ରିଲିଜ…

ମହିଳା ବିଶ୍ୱକପ କ୍ରିକେଟ: ଅଦ୍ଭୁତ ସଂଯୋଗ ଟିମ ଇଣ୍ଡିଆ ଫାଇନାଲ ଖେଳିବ ନିଶ୍ଚିତ !

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ଭାରତ ଯେବେ ବି ନ୍ୟୁଜିଲାଣ୍ଡକୁ ହରାଇଛି ଫାଇନାଲରେ ପ୍ରବେଶ କରିଛି । ଅବଶ୍ୟ ଏହା ସଂଯୋଗ । ମାତ୍ର ଏହି ସଂଯୋଗ ଭାରତୀୟ କ୍ରିକେଟପ୍ରେମୀଙ୍କ…