Latest Odisha News

BREAKING NEWS

Browsing Category

ଖେଳ

ବେଙ୍ଗାଲୁରୁ ଦଳାଚକଟାରେ ଆରସିବି ଦୋଷୀ, ହାଇକୋର୍ଟରେ ଦାଖଲ ସରକାରୀ ରିପୋର୍ଟରେ ବଡ଼ ଖୁଲାସା…..

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟା ଘଟଣା ସହିତ ଜଡିତ ହାଇକୋର୍ଟରେ ଦାଖଲ କର୍ଣ୍ଣାଟକ ସରକାରଙ୍କ ରିପୋର୍ଟରେ ଗମ୍ଭୀର ତ୍ରୁଟି ଏବଂ ଭୁଲ ପରିଚାଳନାକୁ ସୂଚିତ କରିଛନ୍ତି। ଦଳାଚକଟା ପାଇଁ ଆରସିବିକୁ ଦାୟୀ କରିଛନ୍ତି। ଯେଉଁ କୋହଲିଙ୍କ ଏକ ଭିଡିଓ ଅପିଲ ବି ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ…

ରୋହିତ, କୋହଲିଙ୍କ ଅବସର: ସ୍ପଷ୍ଟ ହେଲା ବିସିସିଆଇର ଭୂମିକା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି ଘୋଷଣା ପ୍ରଶଂସକଙ୍କୁ ନିରାଶ କରିଥିଲା । ପଛରେ ଗୁଜବ ଉଠିଥିଲା ଯେ, ଏମାନଙ୍କୁ ଅବସର ନେବା ପାଇଁ ବିସିସିଆଇ ପରୋକ୍ଷରେ ଚାପ…

ଓଲ୍ଡ ଟ୍ରାଫେଡରେ କିପରି ରହିଛି ଟିମ ଇଣ୍ଡିଆର ପ୍ରଦର୍ଶନ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୪ର୍ଥ ମ୍ୟାଚ ଜୁଲାଇ ୨୩ରୁ ମାଂଚେଷ୍ଟରର ଓଲ୍ଡଟ୍ରାଫେଡରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଓଲ୍ଡଟ୍ରାଫେଡରେ ଭାରତକୁ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ଟିମ…

ୱେଷ୍ଟଇଣ୍ଡିଜ କ୍ରିକେଟର ଉନ୍ନତି ପାଇଁ ୩ ମହାନ ଖେଳାଳିଙ୍କୁ ଡାକିଲା ବୋର୍ଡ

କିଙ୍ଗଷ୍ଟନ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ୨୭ ରନରେ ଅଲଆଉଟ ହେବା ୱେଷ୍ଟଇଣ୍ଡିଜ କ୍ରିକେଟରେ ହଇଚଇ ସୃଷ୍ଟି କରିଛି । ବିଶ୍ୱ କ୍ରିକେଟରେ ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର । ଏହା ପରେ କ୍ରିକେଟ ୱେଷ୍ଟଇଣ୍ଡିଜ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜ…

ଚତୁର୍ଥ ଟେଷ୍ଟରେ କରୁଣ ନାୟାରଙ୍କ ସ୍ଥାନରେ ସାମିଲ ହୋଇ ପାରନ୍ତି ସାଈ ସୁଦର୍ଶନ

ମାଂଚେଷ୍ଟର: ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି କରୁଣ ନାୟାର ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ୮ ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । ୩ଟି ଟେଷ୍ଟ ଖେଳା ଯାଇଥିବା ବେଳେ କରୁଣ ସେଭଳି ଭଲ ପ୍ରଦର୍ଶନ କରିପାରି…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଜୋ ରୁଟ ଏକ ନମ୍ବର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ନିଜ ଦେଶର ହ୍ୟାରୀ ବ୍ରୁକଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ଶତକ ହାସଲ କରିବା ରୁଟଙ୍କୁ ଫାଇଦାରେ ରଖିଥିଲା…

ସାଇନାଙ୍କ ପରେ ଦିବ୍ୟା ମଧ୍ୟ ପତିଙ୍କଠାରୁ ହେଲେ ଅଲଗା

ନୂଆଦିଲ୍ଲୀ: ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପରେ ଏବେ ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ । ସୋସିଆଲ ମିଡିଆରେ ପୋଷ୍ଟ କରି ଦିବ୍ୟା ଏ ସମ୍ପର୍କରେ ଜଣାଇଛନ୍ତି । ଏହା ମୋ ଜୀବନର ଏକ କଠିନ ନିଷ୍ପତି ଥିଲା । ଭାବନାତ୍ମକ ଭାବେ…

୨୦୨୮ ଅଲିମ୍ପିକ୍ସ: କ୍ରିକେଟ କାର୍ଯ୍ୟସୂଚୀ ଘୋଷିତ

ଲସ ଆଞ୍ଜେଲ୍ସ: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯିବାକୁ ଯାଉଛି । ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଏହା ଖେଳାଯିବ । ମଙ୍ଗଳବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ପୋମାନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଜୁଲାଇ ୧୨ରୁ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ । ପଦକ…

୧୨ ବର୍ଷ ହେଲା ରନ ପିଛା କରିବାରେ ଟିମ ଇଣ୍ଡିଆର ରେକର୍ଡ ଖରାପ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ରନ ପିଛା କରି ଜିତିବା ଏବେ ଟିମ ଇଣ୍ଡିଆ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ସଚିନ ତେନ୍ଦୁଲକର ଅବସର ନେବା ପରେ ଭାରତ ୨୬ ଟେଷ୍ଟରେ ରନ ଚେଜ କରି ମାତ୍ର ୨ଟିରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି । ନିଶ୍ଚିତ ଭାବେ ଏହି ରେକର୍ଡ ଗ୍ରହଣୀୟ ନୁହେଁ । ଟିମ…

୮ ବର୍ଷ ପରେ ଇଂଲଣ୍ଡ ଦଳକୁ ଫେରିଲେ ଏହି ଖେଳାଳି

ଲଣ୍ଡନ: ଲର୍ଡସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଇଂଲଣ୍ଡ ୨୨ ରନରେ ଭାରତକୁ ପରାସ୍ତ କରି ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ୨-୧ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ସ୍ପିନର ଶୋଏବ ବଶୀର ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ଇଂଲଣ୍ଡ ଦଳରେ ଲିୟାନ ଡାୱସନଙ୍କୁ ଦଳରେ ସାମିଲ କରାଯାଇଛି । ୮…