Latest Odisha News

BREAKING NEWS

Browsing Category

ଖେଳ

ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କଲେ ଅଲରାଉଣ୍ଡର ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ୨୦୧୬ ଜାନୁୟାରୀରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ । ହାର୍ଦ୍ଦିକ ଏହି ଅବସରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । ଏହା ତ କେବଳ…

T20 World Cup 2026: ଟି୨୦ ବିଶ୍ବକପ-୨୦୨୬ ପାଇଁ ସ୍କଟଲାଣ୍ଡ ଟିମ୍‌ ଘୋଷିତ

ନୂଆଦିଲ୍ଲୀ: ସ୍କଟଲାଣ୍ଡ କ୍ରିକେଟ୍ ଆଇସିସି ଟି୨୦- ବିଶ୍ୱକପ୍-୨୦୨୬ ପାଇଁ ଏହାର ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ସ୍କଟଲାଣ୍ଡର ପ୍ରବେଶକୁ ଏଥର ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଏହି ଅପ୍ରତ୍ୟାଶିତ ସୁଯୋଗ ସହିତ, ସ୍କଟଲାଣ୍ଡ ଏବେ ବଡ଼ ମଞ୍ଚରେ…

T20 World Cup: ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନକୁ ନେଇ ନୂତନ ବିବାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ବିଶ୍ୱକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇନଥିବା ବେଳେ ବାଂଲାଦେଶକୁ…

HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ

ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ…

ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂହ ବିନ୍ଦ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରଜିତ ସିଂହ ବିନ୍ଦ୍ରାଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ…

Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…

ନୂଆଦିଲ୍ଲୀ: ୨୬ ଜାନୁଆରୀ ୨୦୨୬ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୫ ଜଣ ପଦ୍ମ ବିଭୂଷଣ, ୧୩ ଜଣ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ…

ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ

ଢ଼ାକା: ବାଂଲାଦେଶ କ୍ରିକେଟ ବୋର୍ଡ ଆଗାମୀ ଟି୨୦ ବିଶ୍ୱକପରୁ ବାଦ ପଡିଛି । ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସାମିଲ କରାଯାଇଛି । ଆଇସିସିର ଏହି ନିଷ୍ପତିକୁ ଏବେ ବିସିବି ମାନିନେଇଛି । ଟି୨୦ ବିଶ୍ୱକପରୁ ବାହାର ହେବା ପରେ ଆଇସିସି ବିରୋଧରେ କୌଣସି ପ୍ରକାରର ଚ୍ୟାଲେଞ୍ଜ ଦେବ ନାହିଁ ବୋଲି…

ମୋହସିନ୍ ନକଭିଙ୍କ ବୟାନକୁ ନେଇ ଆଇସିସିର ଚେତାବନୀ; ଟି-୨୦ ବିଶ୍ୱକପରୁ ବାହାରିଲେ…

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରୁ ବାଂଲାଦେଶକୁ ବାଦ ଦିଆଯିବା ପରେ ପାକିସ୍ତାନ ମଧ୍ୟ ଏଭଳି କରିବାକୁ ଧମକ ଦେଉଛି। ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବା ନେଇ ଆଇସିସି ଘୋଷଣା କରିବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ୍ ନକଭି ଟୁର୍ଣ୍ଣାମେଣ୍ଟ ବର୍ଜନ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହାତ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ବୁଲାୱେରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଟିମ ଇଣ୍ଡିଆ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ…

ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପରୁ ଆଇସିସି ବାଂଲାଦେଶକୁ ବାହାର କରିଦେଇଛି । ସ୍କଟଲାଣ୍ଡକୁ ବାଂଲାଦେଶ ବଦଳରେ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏକ ରିପୋର୍ଟ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ବିଶ୍ୱକପରୁ ଓହରିଯିବା ପାଇଁ ଚିନ୍ତା କରୁଛି । ପିସିବି…