Latest Odisha News

BREAKING NEWS

Browsing Category

ଖେଳ

ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବନିମ୍ନ ସ୍କୋର କଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଟେଷ୍ଟ କ୍ରିକେଟରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ଦଳ ଦ୍ୱିତୀୟ ଇନିଂସରେ ୨୭ ରନରେ ଅଲଆଉଟ ହୋଇ ଯାଇଥିଲା । ଏହା ଟେଷ୍ଟ କ୍ରିକେଟର ଦ୍ୱିତୀୟ ସର୍ବନିମ୍ନ ସ୍କୋର । ନ୍ୟୁଜିଲାଣ୍ଡ ଏବେ ବି ଏହି ଅଲୋଡା…

ବ୍ୟର୍ଥ ହେଲା ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ, ୨୨ ରନରେ ଜିତିଲା ଇଂଲଣ୍ଡ

ଲଣ୍ଡନ: ଏଠାରେ ଅନୁଷ୍ଠିତ ରୋମାଂଚକ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୨୨ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୨-୧ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ୧୯୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୭୦ ରନରେ ଅଲଆଉଟ ହୋଇ…

ଲର୍ଡସରେ ହଠାତ ବରୁଣ ଆରୋନଙ୍କୁ ମିଳିଲା ଖୁସି ଖବର

ଲଣ୍ଡନ: ଟିମ ଇଣ୍ଡିଆର ପୂର୍ବତନ ପେସ ବୋଲର ବରୁଣ ଆରୋନଙ୍କୁ ଲର୍ଡସରେ ମିିଳିଛି ଖୁସି ଖବର । ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ସେ ଭାଷ୍ୟକାର ଦାୟିିତ୍ୱ ତୁଲାଉଥିବା ବେଳେ ଆଇପିଏଲରୁ ଏକ ଖୁସି ଖବର ପାଇଛନ୍ତି । ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ବୋଲିଂ କୋଚ ଭାବେ…

ୱିମ୍ବେଲଡେନ ଟେନିସ: ସିନରଙ୍କ ୧୩ କୋଟି ଟଙ୍କା କଟିିଯିବ

ଲଣ୍ଡନ: ଇଟାଲୀର ୟାନିକ ସିନର ସ୍ପେନର କାର୍ଲୋସ ଆଲାକରାଜଙ୍କୁ ପରାସ୍ତ କରି ୱିମ୍ବେଲଡେନ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ପ୍ରଥମ ୱିମ୍ବେଲଡେନ ଟାଇଟଲ । ଟାଇଟଲ ଜିତିବା ପରେ ସିନରଙ୍କ ୧୩ କୋଟି ପୁରସ୍କାର ରାଶି କଟିଯାଇଛି । ଆସନ୍ତୁ ଜାଣିବା କଣ ପାଇଁ ଏତେ…

ସ୍ବାମୀ ପରୁପଲ୍ଲୀଙ୍କ ଠାରୁ ବିଚ୍ଛେଦ ଘୋଷଣା କଲେ ସାଇନା, କହିଲେ….

ନୂଆଦିଲ୍ଲୀ: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ଏବେ ବିବାହ ବନ୍ଧନରୁ ମୁକ୍ତ ହେଉଛନ୍ତି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର…

ବିଜୟ ପାଇଁ ଭାରତ ସମ୍ମୁଖରେ ୧୯୩ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ, ସୁନ୍ଦରଙ୍କୁ ୪ ୱିକେଟ

ଲଣ୍ଡନ: ଏଠରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୯୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ୱାଶିଂଟନ ସୁନ୍ଦରଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୯୨ ରନରେ ଅଲଆଉଟ କରି ଦେଇଥିଲା । ଜୋ ରୁଟ ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରିଥିଲେ ।…

ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲେ ରୁଟ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଆଉ ଏକ କୀର୍ତିମାନ ନିଜ ନାମରେ ଯୋଡିଛନ୍ତି । ରୁଟ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୪ର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ୮୦୦୦ ରନ ସଂଗ୍ରହ…

୯ ଥର ଟେଷ୍ଟ କ୍ରିକେଟର ପ୍ରଥମ ଇନିଂସରେ ହୋଇଛି ସମାନ ସ୍କୋର

ଲଣ୍ଡନ: ଲର୍ଡସରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଉଭୟ ଟିମ ପ୍ରଥମ ଇନିଂସରେ ସମାନ ସ୍କୋର କରିଛନ୍ତି । ଟେଷ୍ଟ କ୍ରିକେଟରେ ଓଭରାଲ ୯ ଥର ଏ ଭଳି ସଂଯୋଗ ସୃଷ୍ଟି ହୋଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୮୭ ରନ ଜବାବରେ ଇଂଲଣ୍ଡ ସମାନ ସ୍କୋର କରି ଅଲଆଉଟ ହୋଇ ଯାଇଥିଲା । ୧୯୧୦ରେ…

ରେକର୍ଡ ଟେଷ୍ଟ ଖେଳିବା ପରେ ଦଳରୁ ବାଦ ପଡିଲେ ଏହି ଖେଳାଳି

ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ କ୍ରେଗ ବ୍ରାଥୱେଟଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି । ବ୍ରେଥୱେଟ କ୍ରମାଗତ ଭାବେ ୯୦ ଟେଷ୍ଟ ଖେଳି ରେକର୍ଡ କରିବା ପରେ ଏବେ ବାଦ ପଡିଛନ୍ତି । ତାଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜକର କୌଣସି ଖେଳାଳି ଲଗାତାର ଏତେ ମ୍ୟାଚ ଖେଳି…

ଆର୍ଚ୍ଚରଙ୍କୁ ନେଇ ବଡ ଖୁଲାସା କଲେ ବୁମରାହ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଲର୍ଡସରେ ଖେଳାଯାଉଛି । ଉଭୟ ଟିମ ମଧ୍ୟରେ ତୃତୀୟ ଦିବସ ସୁଦ୍ଧା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବୁମରାହ ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ବଡ…