Latest Odisha News

BREAKING NEWS

Browsing Category

ଖେଳ

ସ୍ୱସ୍ତିକ,ଶୁଭ୍ରାଂଶୁଙ୍କ ଶତକ : ଓଡିଶା ନିକଟରେ ବିଜୟ ସୁଯୋଗ

ଭୁବନେଶ୍ୱର: ସ୍ୱସ୍ତିକ ସାମଲ ଓ ଶୁଭ୍ରାଂଶୁ ସେନାପତିଙ୍କ ଶତକ ବଳରେ ଚଳିତ ରଣଜୀ ଟ୍ରଫି କ୍ରିକେଟରେ ନାଗାଲାଣ୍ଡକୁ ହରାଇବା ପାଇଁ ଓଡିଶା ନିକଟରେ ବିଜୟ ସୁଯୋଗ ଉପନୀତ ହୋଇଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ନାଗାଲାଣ୍ଡ ୧ ୱିକେଟ ବିନିମୟରେ ୪୧ ରନ କରିଛି । ଅନ୍ତିମ ଦିବସରେ ଓଡିଶାକୁ…

ମରିବାକୁ ଚାହୁଁଛି ଖବର ସମ୍ପୂର୍ଣ୍ଣ ମିଛ, ଯୁବରାଜ ମୋର ଦାୟିତ୍ୱ ନେଉଛନ୍ତି : ଯୋଗରାଜ

ଚଣ୍ଡୀଗଡ: ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂଙ୍କୁ ନେଇ ଏକ ଖବର ନିକଟରେ ଚର୍ଚ୍ଚାର କାରଣ ସାଜିଥିଲା । ଏଥିରେ ଯୋଗରାଜ ଦୁଃଖରେ କହିଥିଲେ, ପତ୍ନୀ ଓ ପିଲାମାନେ ପାଖରେ ନାହାନ୍ତି । ଖାଇବା ପାଇଁ ପର ଉପରେ ନିର୍ଭର କରୁଛି । ମୁଁ ଏବେ ମୃତ୍ୟୁକୁ ଅପେକ୍ଷା କରିଛ । ଯୋଗରାଜ କହିଛନ୍ତି ମୋ ବୟାନକୁ…

ଗିଲଙ୍କୁ ବିମାନରେ ବସିବାକୁ ମନା କଲେ ଡାକ୍ତର

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ନଭେମ୍ବର ୨୨ରୁ ଏହି ମ୍ୟାଚ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଏହି ଟେଷ୍ଟରେ ଖେଳିବା ନେଇ ସସ୍ପେନ୍ସ ଲାଗି ରହିଛି । ରିପୋର୍ଟ ମୁତାବକ…

କୁଚ ବେହାର ଟ୍ରଫିରେ ଚମତ୍କାର ବ୍ୟାଟିଂ କଲେ ସେହ୍ୱାଗଙ୍କ ପୁଅ

ନୂଆଦିଲ୍ଲୀ: ଚଳିତ କୁଚ ବେହାର କ୍ରିକେଟ ଟୁର୍ଣ୍ଣାମେଂଟରେ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଦିଲ୍ଲୀ ଟିମ ପକ୍ଷରୁ ଖେଳୁଛନ୍ତି । ବିହାର ବିପକ୍ଷ ମ୍ୟାଚରେ ଆର୍ଯ୍ୟବୀର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ…

ଆଫ୍ରିଦୀଙ୍କ ଘରେ ନୈଶ ଭୋଜି ଖାଇବା ପରେ ଦୁଇ ଶ୍ରୀଲଙ୍କା କ୍ରିକେଟର ଅସୁସ୍ଥ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଟିମ ଏବେ ପାକିସ୍ତାନ ଗସ୍ତରେ ରହିଛି । ନଭେମ୍ବର ୧୨ରେ ଇସଲାମବାଦରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏହା ପରେ ଶ୍ରୀଲଙ୍କାର କେତେକ ଖେଳାଳି ଖେଳିବାକୁ ମନା କରିଥିଲେ । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଓ ଅସିଫ ମୁନୀର ସୁରକ୍ଷା ଦାୟିତ୍ୱ ନେବା ପରେ ଏହି…

Barabati India-South Africa T20 match: ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଡିସେମ୍ବର୧ରୁ ଟି-୨୦ ମ୍ୟାଚର ଅନଲାଇନ…

କଟକ:ବାରବାଟୀ(Barabati)ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ(India VS South Africa T20) ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା । ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍‌…

ରଣଜୀ ଟ୍ରଫି:ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ, ଓଡିଶା ୧୩୦ ରନରେ ଅଗ୍ରଣୀ

ଭୁବନେଶ୍ୱର: ସ୍ଥାନୀୟ କିଟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନାଗାଲାଣ୍ଡ ବିପକ୍ଷରେ ଓଡିଶା ୧୩୦ ରନର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୭୫ ରନ କରି ଅଲଆଉଟ ହୋଇଥିଲା । ଅନୀଲ ପରିଡା ଶତକ(୧୧୮) ହାସଲ କରିଥିବା ବେଳେ…

ଶାସ୍ତ୍ରୀ, ଡ୍ରାଭିଡଙ୍କ ତୁଳନାରେ ବହୁତ ପଛରେ ପଡିଛନ୍ତି ଗମ୍ଭୀର

ନୂଆଦିଲ୍ଲୀ: ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ନିକଟରୁ ହାରିବା ପରେ ଭାରତୀୟ କ୍ରିକେଟ ଟିମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ଭାରତକୁ ବ୍ୟାକଫୁଟକୁ ଠେଲି ଦେଉଛି । ଦିନିକିଆ ଓ ଟି୨୦ରେ ଟିମ ଇଣ୍ଡିଆ ସ୍ଥିତି ଭଲ ରହିଥିବା ବେଳେ…

ଆରସିବି ଟିମକୁ କିଣି ପାରନ୍ତି କାନ୍ତାରା ନିର୍ମାତା

ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପୂର୍ବରୁ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ନେଇ ଏକ ବଡ ଖବର ସମ୍ମୁଖକୁ ଆସିଛି । ମିନି ନିଲାମ ପୂର୍ବରୁ କାନ୍ତାରା ଫିଲ୍ମର ନିର୍ମାତା ହୋମବେଲ ଫିଲ୍ମସ ଆରସିବିକୁ ନେଇ ଆଗ୍ରହ ପ୍ରକାଶ କରିଛି । ଟିମର ମାଲିକାନା ରାଇଟ୍ସ…

ଡାକ୍ତରଖାନାରୁ ଛୁଟି ପାଇଲେ ଗିଲ, ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ରହିଛି ସନ୍ଦେହ

କୋଲକାତା: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ସୁସ୍ଥ ହୋଇଛନ୍ତି ଏବଂ ଡାକ୍ତରଖାନାରୁ ତାଙ୍କୁ ଛୁଟି ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ସେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେ ପ୍ରଥମ…