Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Mrunal Dhanush Wedding Rumours: ଧନୁଷଙ୍କ ସହ ବିବାହ ଗୁଜବ ମଧ୍ୟରେ ଏମିତି ଭିଡ଼ିଓ ପୋଷ୍ଟ କଲେ ମୃଣାଲ…

ମୁମ୍ବାଇ: ସାଉଥରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ମୃଣାଲ ଠାକୁରଙ୍କ ସାଉଥ୍ ସୁପରଷ୍ଟାର ଧନୁଷଙ୍କୁ ବିବାହ କରିବାର ଗୁଜବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତଥାପି, ଅଭିନେତ୍ରୀଙ୍କ ନିକଟତର ଜଣେ ବ୍ୟକ୍ତି ଏହି ଗୁଜବଗୁଡ଼ିକୁ ମିଥ୍ୟା ବୋଲି କହି ସ୍ପଷ୍ଟ କରିଛନ୍ତି ଯେ ମୃଣାଲଙ୍କ…

Rajkummar Rao Baby Girl: ନିଜ ଝିଅକୁ ମାତା ପାର୍ବତୀଙ୍କ ନାମ ଦେଇଛନ୍ତି ରାଜକୁମାର ରାଓ ଏବଂ ପତ୍ରଲେଖା, ଏମିତି…

ମୁମ୍ୱାଇ: ବଲିଉଡର ଅନ୍ୟତମ ପ୍ରିୟ ଦମ୍ପତି, ରାଜକୁମାର ରାଓ ଏବଂ ତାଙ୍କ ପତ୍ନୀ, ପତ୍ରଲେଖା, ୨୦୨୫ ମସିହାରେ ସେମାନଙ୍କର ଚତୁର୍ଥ ବିବାହ ବାର୍ଷିକୀରେ ଏକ କନ୍ୟାକୁ ସ୍ୱାଗତ କରିଥିଲେ, ଯାହା ସେମାନଙ୍କର ଆନନ୍ଦକୁ ଦ୍ୱିଗୁଣିତ କରିଥିଲା। ଏବେ, ସେମାନଙ୍କ କନ୍ୟାର ଜନ୍ମର ଦୁଇ ମାସ ପରେ,…

ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ

ମୁମ୍ବାଇ: ରଣବୀର ସିଂଙ୍କ ଧୂରନ୍ଧର ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏହାର ଦ୍ୱିତୀୟ ପାର୍ଟ ମାର୍ଚ୍ଚ ୧୯ରେ ରିଲିଜ ହେବ । ରଣବୀରଙ୍କୁ ଡନ ୩ ଫିଲ୍ମ ପାଇଁ ସାଇନ କରାଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଶାହାରୁଖଙ୍କ ବଦଳରେ ଫରହାନ ଅଖତାର…

ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…

ମୁମ୍ବାଇ: ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଓ ପ୍ରଭାସ ଏବଂ ତୃପ୍ତି ଡିମିରି ଅଭିନୀତ ଫିଲ୍ମ "ସ୍ପିରିଟ୍" ର ରିଲିଜ ଡେଟ୍ ଘୋଷଣା ହୋଇଯାଇଛି। ତେବେ ୨୦୨୬ର ପ୍ରଥମ ଦିନ ଅର୍ଥାତ୍ ନବବର୍ଷ ଦିନ, ନିର୍ମାତାମାନେ ଏହାର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ। ତେବେ ପୋଷ୍ଟରରେ ପ୍ରଭାସ ଏବଂ…

ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…

ମୁମ୍ବାଇ: "ସନ୍ ଅଫ୍ ସରଦାର ୨" ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ମୃଣାଲ ଠାକୁର ସାଉଥ୍ ସୁପରଷ୍ଟାର ଧନୁଷଙ୍କ ସହ ନିଜ ସମ୍ପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ତେବେ ଏନେଇ ଯେତେବେଳେ ମୃଣାଲଙ୍କୁ ପଚରା ଯାଇଥିଲା, ସେ ଧନୁଷଙ୍କୁ କେବଳ ଜଣେ "ଭଲ ବନ୍ଧୁ" ବୋଲି…

ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହୀରୋ ସିଦ୍ଧାର୍ଥ ମାଲହୋତ୍ରାଙ୍କ ୪୦ତମ ଜନ୍ମ ଦିବସ ଅବସରରେ ତାଙ୍କର ଆଗାମୀ ଫିଲ୍ମ ବନର ଫାଷ୍ଟ ଲୁକ ଜାରୀ କରାଯାଇଛି । ସିଦ୍ଧାର୍ଥଙ୍କ ଏହା ପୂର୍ବରୁ ୨୦୨୫ରେ ରିଲିଜ ହୋଇଥିବା ପରମସୂନ୍ଦରୀ ଫିଲ୍ମ ବକ୍ସ ଅଫିସରେ ସେଭଳି କିଛି ଖାସ ବ୍ୟବସାୟ କରିପାରି ନ ଥିଲା ।…

Honey Singh Apologises: ଭୁଲ୍ ମାଗିଲେ ହନି ସିଂହ

ନୂଆଦିଲ୍ଲୀ: ହାତ ଯୋଡ଼ି କ୍ଷମା ମାଗିଲେ ହନି ସିଂହ ଦିଲ୍ଲୀ କନସର୍ଟରେ କହିଥିଲେ ଅଶ୍ଳୀଳ ଭାଷା ଫ୍ୟାନ୍ସ ଭଡକିବା ପରେ ମାଗିଲେ ଭୁଲ୍ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାପର୍ ଏବଂ ଗାୟକ ୟୋ ୟୋ ହନି ସିଂହ ଏବେ ପୁଣି ଖବରର ଶୀର୍ଷରେ। ଏବେ ପୁଣି ଥରେ,…

ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେ ଅଭିନୀତ ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନାହିଁ । ଏହି ଫିଲ୍ମ ପ୍ଲପ ହେବା ପରେ କାର୍ତିକ ମେକର୍ସଙ୍କୁ ୧୫ କୋଟି ଟଙ୍କା ଫେରସ୍ତ କରିଛନ୍ତି । ଏହି ଫିଲ୍ମର ବଜେଟ ୯ ୦ କୋଟି ଟଙ୍କା ଥିବା…

ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନଙ୍କ ନାଁରେ ଖାଉଟି ଅଦାଲତରେ ଏତଲା ରୁଜୁ

କଳାହାଣ୍ଡି: ଅଡୁଆରେ ବଲିଉଡ ଅଭିନେତା ସାଲମାନ ଖାନ ଓ ହ୍ରିତିକ ରୋଶନ । ମୃଦୁ ପାନୀୟ ମାଉଣ୍ଟେନ ଡିଉ ବିଜ୍ଞାପନକୁ ନେଇ ଫିଲ୍ମ ପେପ୍ସିକୋ ବିଜ୍ଞାପନ କାଉନ୍ସିଲ ବିରୋଧରେ ମାମଲା ରୁଜୁ ହୋଇଛି । କଳାହାଣ୍ଡି ଜିଲ୍ଲାରର ଖାଉଟି ଅଦାଲତରେ ଖରିଆରର ବାସିନ୍ଦା ଦୀପକ ଦୁବେ ଏହି ଅଭିଯୋଗ ଜରିଛନ୍ତି ।…

The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..

ଭୁବନେଶ୍ବର: ରଜରେ ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଦ ମିଲେଟ ଡାଏରୀ' । ମକର ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ପଦ୍ମଜା ହୋଟେଲରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଦ ମିଲେଟ୍ ଡାଏରୀ’ର ଟିଜର । ‘ଫିଲ୍ମର ଟିଜର ରିଲିଜ କରି ଫିଲ୍ମ ଘୋଷଣା କରାଯାଇଛି । ଏହା ସହ ଫିଲ୍ମର ଷ୍ଟାରକାଷ୍ଟ ଓ…