Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Kangana Ranaut on 26/11 attack: ୨୬/୧୧ ଆକ୍ରମଣ ବେଳେ ପାର୍ଟି କରୁଥିଲେ କଙ୍ଗନା, ନିଜେ କହିଲେ ସେ ଭୟାନକ ଦିନର…

ମୁମ୍ବାଇ:  ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ "ଭାରତ ଭାଗ୍ୟ ବିଧାତା" ପାଇଁ ଖବରରେ ଅଛନ୍ତି । ଯାହାର ଟ୍ରେଲର ଏହି ନିକଟରେ ମୁକ୍ତିଲାଭ କରିଛି। ଯେଉଁଥିରେ କଙ୍ଗନା ରାଣାୱତ ଜଣେ ନର୍ସ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛି। ଟ୍ରେଲର…

Ranveer Singh gets relief: ରଣଭୀର ସିଂହଙ୍କ ବଡ଼ ବିଜୟ, ପଛଘୁଞ୍ଚା ଦେଲା FWICE, ଶେଷ କଲା ଅସହଯୋଗ ଆନ୍ଦୋଳନ

ନୂଆଦିଲ୍ଲୀ: ଅଭିନେତା ରଣଭୀର ସିଂହଙ୍କୁ ମିଳିଲା ବଡ ବିଜୟ । 'ଡନ୍ ୩' ବିବାଦରେ ବଡ ଆଶ୍ବସ୍ତି । ମେ ୨୫ ରେ, FWICE ରଣଭୀର ସିଂହଙ୍କ ବିରୁଦ୍ଧରେ ଏକ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା। ଫରହାନ୍ ଅଖତରଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଫରହାନ୍ ଦାବି କରିଥିଲେ ଯେ ରଣଭୀର ସିଂହ…

ଲଭ, ସସପେନ୍ସ ଓ ଥ୍ରୀଲରରେ ଭରପୁର ‘ଡାଏରୀ’, ରଜରେ ଦର୍ଶକଙ୍କୁ ଯୋଗାଇବ ମନୋରଞ୍ଜନର ଖୁରାକ

ଭୁବନେଶ୍ୱର: ରଜରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାକୁ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ । ଏହା ଜୁନ୍ ୧୨ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ, ଭୁବନେଶ୍ୱରସ୍ଥିତ ଆଦିଲକ୍ଷ୍ମୀ କନଭେନସନ୍ ଠାରେ ‘ଡାଏରୀ’ର ଅଡ଼ିଓ ଏବଂ ଟିଜର ରିଲିଜ୍ ହୋଇଛି । ସୁଶାନ୍ତ ମଣିଙ୍କ…

Odia movie release in Raja:ଜମିବ ରଜ ବଜାର;ବଡ଼ ପରଦାରେ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର… ନଜର ଆସିବେ ଏହି…

ଭୁବନେଶ୍ବର: ଆସୁଛି ଓଡ଼ିଶାର ଗଣପର୍ବ ରଜ । ଏହି ସମୟରେ ରଜ ବଜାରରେ ନିଆଁ ଲଗେଇବାକୁ ଆସୁଛି ୪ ଓଡ଼ିଆ ଚଳଚ୍ଚିତ୍ର । ଏଥର ରଜରେ ଅନେକ ବିଗ୍ ବଜେଟ୍ ନୂଆ ଫିଲ୍ମ ଆସୁଛି । ଅନୁଭବ ମହାନ୍ତିଙ୍କ ଠାରୁ ଆରମ୍ଭ କରି ସିଦ୍ଧାନ୍ତ ମହାପାତ୍ର,ଅମ୍ଲାନ ଦାସ ଓ ଅର୍ଦ୍ଧେନ୍ଦୁ ଭଳି ଦମଦାର ଷ୍ଟାର ଏଥର ରଜ…

କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ପରଲୋକ, ୮୯ ବର୍ଷ ବୟସରେ ମୁମ୍ବାଇରେ ତ୍ୟାଗ କଲେ ଶେଷ ନିଶ୍ୱାସ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ନିଜର ସୁମଧୁର କଣ୍ଠରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁରଙ୍କ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…

ଫିଲ୍ମ କରିବେ ବୈଭବ ସୂର୍ଯ୍ୟବଂଶୀ, ଏଭଳି ପୋଷ୍ଟ କଲେ ଶେଖର କପୁର

ମୁମ୍ବାଇ: ପ୍ରବୀଣ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ର "ମାସୁମ: ଦି ନ୍ୟୁ ଜେନେରେସନ" ପାଇଁ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ଏ.ଆର. ରହମାନ ଏହି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିବେ। ଏବେ ଶେଖର କପୁର ଯୁବ କ୍ରିକେଟର ବୈଭବ…

ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ସମସ୍ୟା ପୁଣି ଥରେ ବଢ଼ିବା ପରି ମନେ ହେଉଛି । ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ୨୦୦ କୋଟି ଟଙ୍କା ଆଦାୟ ଏବଂ ମନି ଲଣ୍ଡରିଂ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖର, ତାର ସହଯୋଗୀ ଲୀନା ମାରିଆ ପଲ,…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’

ମୁମ୍ବାଇ: ୨୦୨୬ ମସିହାରେ ମୁକ୍ତିଲାଭ କରିବାକୁ ଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, "କୌନ ସହି", ଭାରତୀୟ ଇତିହାସର ସବୁଠାରୁ ସମ୍ବେଦନଶୀଳ ଏବଂ ବିବାଦୀୟ ବୈଚାରିକ ଦ୍ୱନ୍ଦ୍ୱ ମଧ୍ୟରୁ ଗୋଟିଏକୁ ବଡ଼ ପରଦାରେ ଆଣିବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀ ଏବଂ ନାଥୁରାମ ଗଡସେଙ୍କ…

ବୈଭବ ସୂର୍ଯ୍ୟବଂଶୀଙ୍କ ଖୁବ୍ ପ୍ରଶଂସା କଲେ ଅମିତାଭ ବଚ୍ଚନ, କହିଲେ…

ମୁମ୍ବାଇ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଏକ୍ସ ମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି। ଆଇପିଏଲ୍ ୨୦୨୬ ଫାଇନାଲ୍ ପୂର୍ବରୁ ଉଭୟ କ୍ୱାଲିଫାୟର ମ୍ୟାଚ୍‌ରେ ବୈଭବ ତାଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏକ ପୋଷ୍ଟରେ…

ରିଲିଜ୍ ପୂର୍ବରୁ ବିବାଦରେ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’, ନିର୍ମାତାଙ୍କ ବିରୋଧରେ ୪୦୦ କୋଟିର ମାମଲା…

ମୁମ୍ବାଇ: ବଲିଉଡରେ ଫିଲ୍ମକୁ ନେଇ ବିବାଦ କିଛି ନୂଆ ନୁହେଁ, କିନ୍ତୁ ଏଥର ଫିଲ୍ମ ରିଲିଜ୍ ସମୟରେ ସିଧାସଳଖ ମାମଲା ମୁଣ୍ଡ ଟେକିଛି । ବରୁଣ ଧୱନ, ପୂଜା ହେଗଡେ ଏବଂ ମୃଣାଲ ଠାକୁରଙ୍କ ଅଭିନୀତ ଫିଲ୍ମ "ହୈ ଜୱାନୀ ତୋ ଇଶ୍କ ହୋନା ହୈ" ସିନେମା ହଲରେ ଆସିବା ପୂର୍ବରୁ ଆଇନଗତ ସମସ୍ୟାରେ ଫସିଯାଇଛି…