Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗୋଟିଏ ଦିନରେ ଏହି ଅଭିନେତା ସାଇନ କରିଥିଲେ ୪୭ ଫିଲ୍ମ

ମୁମ୍ବାଇ: ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ କ୍ୟାରିୟରରେ ଅଦ୍ଭୁତପୂର୍ବ ସଫଳତା ଦେଖିଛନ୍ତି । ସେହିପରି କେତେକ କଳାକାର ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳତା ହାସଲ କରିଥିଲେ ମଧ୍ୟ ଧୀରେ ଧୀରେ ହଜି ଯାଇଥିଲେ । ଆପଣମାନେ କେବେ ବିଶ୍ୱାସ କରିବେ କି ଜଣେ ଅଭିନେତା ଗୋଟିଏ ଦିନରେ ୪୭…

ରିଅଲ୍ ଏଷ୍ଟେଟ୍‌ରୁ କୃତି ସାନନଙ୍କ ବମ୍ପର ଲାଭ: ମୁମ୍ବାଇରେ ୪ଟି ଆପାର୍ଟମେଣ୍ଟ ବିକି ସାନନ ପରିବାର କମାଇଲେ ୪.୬ କୋଟି…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କୃତି ସାନନ କେବଳ ସିନେମାରେ ନୁହେଁ, ବରଂ ବ୍ୟବସାୟ ଓ ରିଅଲ୍ ଏଷ୍ଟେଟ୍ ଦୁନିଆରେ ମଧ୍ୟ ନିଜର ଚମତ୍କାର ସଫଳତା ଦେଖାଇଛନ୍ତି। ନିକଟରେ କୃତି ସାନନ, ତାଙ୍କ ଭଉଣୀ ନୁପୁର ସାନନ ଏବଂ ମାଆ ଗୀତା ସାନନ ମୁମ୍ବାଇର ଅନ୍ଧେରୀ ୱେଷ୍ଟ ଅଞ୍ଚଳରେ ଥିବା ସେମାନଙ୍କର ୪ଟି…

ଏଥର ରଜ ବଜାରକୁ ସରଗରମ କରିବାକୁ ମୁକ୍ତିଲାଭ କଲା ୩ଟି ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର: ରଜ ବଜାରକୁ ଏଥର ସରଗରମ କରିବାକୁ ରିଲିଜ ହୋଇଛି ୩ଟି ଓଡିଆ ଚଳଚ୍ଚିତ୍ର । ସୁପରଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅମ୍ଲାନ୍‌ ଓ ଏଲିନାଙ୍କ ‘ଶିକାର’ ଏବଂ ଅର୍ଦ୍ଧେନ୍ଦୁ ଓ ଜସ୍ମିନ୍‌ଙ୍କ ନୂତନ ଚଳଚ୍ଚିତ୍ର ‘ଡାଏରି’ ରିଲିଜ ହୋଇଛି । ଏହି ୩ଟି ଚଳଚ୍ଚିତ୍ର ମଧ୍ୟରେ କଡା ଟକ୍କର…

ଅକ୍ଷୟ କୁମାର ‘ଫ୍ଲପ୍ ଆକ୍ଟର’!

ମୁମ୍ବାଇ: "ୱେଲକମ୍ ଟୁ ଦି ଜଙ୍ଗଲ"ରେ ଅକ୍ଷୟ କୁମାର ଜଣେ ଷ୍ଟ୍ରଗଲ୍ ଆକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଯିଏ ଅନେକ ଫ୍ଲପ୍ ପରେ କମବ୍ୟାକ କରିବାକୁ ଚେଷ୍ଟା କରୁଛନ୍ତି। ଅକ୍ଷୟ କୁମାର ନିକଟରେ ମୁମ୍ବାଇରେ "ୱେଲକମ୍ ଟୁ ଦି ଜଙ୍ଗଲ"ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ସେ…

ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଜାହ୍ନବୀ ଦାବି କରିଥିଲେ ୮ କୋଟି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଏବେ ସମୟ ବହୁତ ଭଲ ଚାଲିଛି। ସାଉଥ୍ ସିନେମା ଜଗତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସେ ଏବେ ସେଠାକାର ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ବୁଚି ବାବୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପେଦ୍ଦି'ରେ…

ବଡ଼ ପରଦାକୁ ଫେରୁଛି ‘ତନୁ ୱେଡ୍ସ ମନୁ ୩’: ଚଳିତ ବର୍ଷ ଆରମ୍ଭ ହେବ କଙ୍ଗନା ଓ ମାଧବନଙ୍କ ଫିଲ୍ମର ସୁଟିଂ

ମୁମ୍ବାଇ: ବଲିଉଡ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିନେମା ଜଗତର ବହୁ ପ୍ରତିକ୍ଷିତ ଏବଂ ଅତି ସୁପରହିଟ୍ ସିରିଜ ‘ତନୁ ୱେଡ୍ସ ମନୁ’ର ପାର୍ଟ ଥ୍ରୀ ବା ତୃତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଚଳିତ ବର୍ଷ ହିଁ ଏହି ଚଳଚ୍ଚିତ୍ରର ସୁଟିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି…

ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”

ନୂଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ "ଭାରତ ଭାଗ୍ୟ ବିଧାତା"ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ…

Shikar trailer release:”ଶିକାର”ର ଟ୍ରେଲର ରିଲିଜ;ରଜରେ କ୍ରାଇମ-ଥ୍ରୀଲର- ଆକ୍ସନକୁ ନେଇ…

ଭୁବନେଶ୍ୱର:ରଜରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ "ଶିକାର" । ଏବେ ଏହାର ଟ୍ରେଲର ରିଲିଜ୍ ହୋଇଛି । ଭୁବନେଶ୍ୱର ପ୍ରେସ କ୍ଲବ ଠାରେ କ୍ରାଇମ, ଆକ୍ସନ, ଥ୍ରୀଲରରେ ଭରା ଓଡ଼ିଆ ଚଳଚ୍ଚିତ୍ର ଶିକାରର ଟ୍ରେଲର ରିଲିଜ୍ ହୋଇଛି । ଚଳଚ୍ଚିତ୍ରର ଟ୍ରେଲର ରିଲିଜରେ ପ୍ରଯୋଜକ ସଚ୍ଚିକାନ୍ତ…

Alpha Teaser: ଆଲିଆଙ୍କ ଜବରଦସ୍ତ ଆକ୍ସନ ସାଙ୍ଗକୁ ବବି ଦେଓଲଙ୍କ ହରିୟାଣଭି ଷ୍ଟାଇଲ୍, ତଥାପି ଶରଭରୀଙ୍କ ଝଲକ ନପାଇ…

ମୁମ୍ବାଇ: ୨୦୨୬ର ବହୁ ପ୍ରତିକ୍ଷିତ 'ଆଲଫା'ର ମୁକ୍ତିଲାଭକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ବର୍ଷ ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । ଏହା ୟେସ ରାଜ୍ (YRF) ବ୍ୟାନରର ସ୍ପାଏ ଜଗତରେ ପ୍ରଥମ ମହିଳା-କେନ୍ଦ୍ରିକ ସ୍ପାଏ ଫିଲ୍ମ। ଆଲିଆ ଭଟ୍ଟ, ଶରଭରୀ ୱାଘ, ବବି ଦେଓଲ ଏବଂ…

Deepika Padukone Flaunts Baby Bump: କୁନି ଅତିଥିଙ୍କୁ ସ୍ବାଗତ ପୂର୍ବରୁ ନୂଆ ଘର ପରିଦର୍ଶନ କଲେ ଦୀପିକା-ରଣଭୀର,…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ମାତୃତ୍ୱ ଏବଂ ତାଙ୍କର ଦ୍ୱିତୀୟ ପ୍ରେଗନାନ୍ସି ଉପଭୋଗ କରୁଛନ୍ତି। ଏହି ଯାତ୍ରାରେ ରଣବୀର ସିଂହ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରୁଛନ୍ତି। ସମ୍ପ୍ରତି, ଦୁହେଁ ସେମାନଙ୍କ ନୂତନ ଘରେ ଦେଖାଯାଇଛନ୍ତି। ଦ୍ବିତୀୟ କୁନି…