Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଆଇ ୱାଣ୍ଟ ଟୁ ଟକ୍’ର ଟ୍ରେଲର ରିଲିଜ…

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଇ ୱାଣ୍ଟ ଟୁ ଟକ୍' ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶୋଜିତ୍ ସିରକାର। ଏହା ଏକ ଅତ୍ୟନ୍ତ ଭାବପ୍ରବଣ କାହାଣୀ ଭଳି ମନେହେବ। ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର…

ମନୋଜ ବାଜପେଇଙ୍କ ଏହି ଫ୍ଲପ୍ ଫିଲ୍ମରେ କେତେ ଥିଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପାରିଶ୍ରମିକ?

ମୁମ୍ବାଇ: ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ଗଣନା କରାଯାଏ । ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଛନ୍ତି । ଏହି ଅବଧି ମଧ୍ୟରେ ସେ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରଗୁଡ଼ିକ…

ବିରାଟ @ 36: ପ୍ରଥମେ ଦୋସ୍ତି, ପରେ ଲଭ, ଆଉ ତାପରେ ଲୁଚିଛପି କରିଥିଲେ ବିବାହ

ମୁମ୍ବାଇ; ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ l ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର ହେଉଛନ୍ତି କୋହଲି । ଆଉ ଆଜି ହେଉଛି ବିରାଟଙ୍କ ଜନ୍ମଦିନ l…

ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ…

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସ ଦ୍ବାରା ସୁରକ୍ଷା ବୃଦ୍ଧି କରାଯାଇଥିବା ସତ୍ତ୍ବେ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ପ୍ରକ୍ରିୟା ବନ୍ଦ ହେଉନାହିଁ । ପୁଣିଥରେ ତାଙ୍କୁ ହତ୍ୟା ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ…

କଣ ମାଧୁରୀଙ୍କ ସଫଳ ବ୍ୟବାହିକ ଜୀବନର ରାଜ୍, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକା ମାଧୁରୀ ଦୀକ୍ଷିତ ନେନେଙ୍କ ବିବାହକୁ ଇତି ମଧ୍ୟରେ 25 ବର୍ଷ ବିତିଗଲାଣି l ଦୀର୍ଘ 25 ବର୍ଷର ତାଙ୍କର ସଫଳ ବୈବାହିକ ଜୀବନକୁ ନେଇ ଅଭିନେତ୍ରୀ ନିଜର ମନକଥା ସେୟାର କରିଛନ୍ତି l ଏକ ସୁଖୀ ଏବଂ ସଫଳ ପାର୍ଟନର ପାଇବା ସହଜ ନୁହେଁ ବୋଲି ସ୍ୱୀକାର କରିଛନ୍ତି ମାଧୁରୀ l…

‘ବେବି ଜନ୍‌’ର ଟିଜର ଆଉଟ୍: ଫ୍ୟାନ୍ସଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଭେଟି

ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ…

ମିଥୁନଙ୍କ ପୂର୍ବପତ୍ନୀ ତଥା ‘ମର୍ଦ’ ଫିଲ୍ମ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କର ଦେହାନ୍ତ

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କର ଦେହାନ୍ତ ହୋଇଛି । ହେଲେନା ଆମେରିକାରେ ରହୁଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଦେହାନ୍ତ ଖବର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…

୪୦ ଦିନରେ ୪ଟି ବଡ ଚଳଚ୍ଚିତ୍ର: ବକ୍ସ ଅଫିସରେ କରିବ ଧମାଲ

ମୁମ୍ବାଇ: ୨୦୨୪ର ଶେଷ ଦୁଇ ମାସ ସିନେମା ପ୍ରେମୀଙ୍କ ପାଇଁ ବହୁତ ଚମତ୍କାର ହେବାକୁ ଯାଉଛି। ନଭେମ୍ବର ୨ରେ ଅଜୟ ଦେବଗାନଙ୍କ ମଲ୍ଟି ଷ୍ଟାରର ଆକ୍ସନ୍ ଥ୍ରୀଲର ସିଙ୍ଗହମ୍ ଏଗେନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଭୟଙ୍କର କମେଡି ଭୁଲ ଭଲୈୟା-3 ବଡ ପରଦାରେ ଆସିଛି। ଉଭୟ ଚଳଚ୍ଚିତ୍ର ମଧ୍ୟ ବମ୍ପର…

ଓଟିଟିରେ କେବେ ମୁକ୍ତିଲାଭ କରିବ ଲୋକପ୍ରିୟ ଚଳଚ୍ଚିତ୍ର ‘ଭୁଲ ଭଲୈୟା-୩’ ?

ମୁମ୍ବାଇ: ବକ୍ସ ଅଫିସ୍‌ରେ ଏହି ଦିପାବଳୀରେ ଦମଦାର ଚଳଚ୍ଚିତ୍ର ରିଲଜ ହୋଇଛି। ଯାହାକୁ ନେଇ ସିନେ ପ୍ରେମୀ ଉତ୍ସାହିତ ଅଛନ୍ତି। ଅଜୟ ଦେବଗାନଙ୍କ 'ସିଙ୍ଗହମ୍ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭଲୈୟା- 3' ବଡ ପରଦାରେ ଏକାଠି ରିଲିଜ ହୋଇଛି। ଏହି ଦୁଇଟି ଚଳଚ୍ଚିତ୍ରର ବର୍ତ୍ତମାନ…

ଏକା ଥିବା ବେଳେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଫିଲ୍ମ ଦେଖିବା ପ୍ରାୟ ସମସ୍ତଙ୍କ ପସନ୍ଦ l କିନ୍ତୁ ଫିଲ୍ମ କୁ ନେଇ ସମସ୍ତଙ୍କ ରୁଚି ଅଲଗା ପ୍ରକାର l କିଏ କମେଡି ଫିଲ୍ମ ଦେଖିବାକୁ ପସନ୍ଦ କରେ ତ କିଏ ଆକ୍ସନ ଫିଲ୍ମ l ସେହିପରି କେତେକ ଲୋକଙ୍କୁ ହରର ଫିଲ୍ମ ଦେଖିବାକୁ ଭଲ ଲାଗେ l ସେଥିମଧ୍ୟ କେତେକ ଲୋକ ଅଛନ୍ତି ଯେଉଁମାନେ ହରର…