Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଠକେଇ ମାମଲାରେ ଛନ୍ଦି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର୍ ରେମୋ ଡି’ସୁଜା

ମୁମ୍ବାଇ: ଠକେଇ ମାମଲାରେ ଛନ୍ଦି ହେଲେ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା । ମହାରାଷ୍ଟ୍ରର ଥାନେରେ ଉଭୟଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଉଭୟଙ୍କ ବିରୋଧରେ ଏକ ଡ୍ୟାନ୍ସ ଗ୍ରୁପ ଠାରୁ ୧୧.୯୬ କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି…

ବିଲବୋର୍ଡ କାନାଡାର କଭର ପେଜରେ ଦିଲଜିତ୍, ପ୍ରଥମ ଭାରତୀୟ ଭାବେ ରେକର୍ଡ

ମୁମ୍ବାଇ: ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ବିଲବୋର୍ଡ କାନାଡାର କଭରରେ ସ୍ଥାନ ପାଇଛନ୍ତି। ସେ ପ୍ରଥମ ଭାରତୀୟ କଳାକାର ଭାବେ ଇତିହାସ ସୃଷ୍ଟି କରିଛନ୍ତି। ପତ୍ରିକାର ପ୍ରଥମ ମୁଦ୍ରଣ ସଂସ୍କରଣରେ ଦିଲଜିତଙ୍କ ଦିଲ୍-ଲୁମିନିଟି ଭ୍ରମଣରୁ ସ୍ୱତନ୍ତ୍ର ବିଷୟବସ୍ତୁ ପ୍ରଦର୍ଶିତ ହେବ।…

ଇତିହାସରେ ପ୍ରଥମ: ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ନକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି କ୍ରେଜ୍ । ଡିସେମ୍ବର ୬ରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏହା ପୂର୍ବରୁ ଫିଲ୍ମଟି ରୋଜଗାର କରିଛି ୯୦୦ । ନଭେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର କାମ ଶେଷ ହେବା ପରେ ଆରମ୍ଭ ହେବ…

ହ୍ୟାଣ୍ଡପମ୍ପ ପରେ ପଙ୍ଖା; ସନ୍ନି ଦେଓଲଙ୍କ ଫିଲ୍ମ ‘ଜାଟ’ର ପୋଷ୍ଟର ରିଲିଜ

ମୁମ୍ବାଇ: ୧୯ ଅକ୍ଟୋବରରେ ଆକ୍ସନ୍ ସୁପରଷ୍ଟାର୍ ସନ୍ନି ଦେଓଲ୍ ନିଜ ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସନ୍ନି ଦେଓଲ ନିଜର ଅପକମିଂ ଚଳଚ୍ଚିତ୍ର 'ଜାଟ'ର ପୋଷ୍ଟର ରିଲିଜ କରିଛନ୍ତି। ଯେଉଁଥିରେ ତାଙ୍କ ଡେଞ୍ଜରିୟସ୍ ଲୁକ୍ ଦେଖିବାକୁ ମିଳିଛି। ଗୋପୀଚାନ୍ଦ ମାଲିନେନି 'ଜାଟ'ର…

ପୁଣି ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଲେ ସଲମାନ ଖାନ୍, କଣ ରହିଛି ଏହାର ବିଶେଷତା ?

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଅନେକ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି ଧମକ। ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ସଲମାନ ଖାନଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ…

‘ସ୍ତ୍ରୀ-୨’କୁ ନେଇ ବଡ଼ ଖୁଲାସା: ଫିଲ୍ମର ସଫଳତାକୁ ନେଇ ଶ୍ରଦ୍ଧା ଭାଙ୍ଗିଲେ ନୀରବତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ତାଙ୍କ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି। 'ସ୍ତ୍ରୀ-୨'ର ବଡ ସଫଳତା ପରେ ଶ୍ରଦ୍ଧା ଇନଷ୍ଟାଗ୍ରାମରେ ତୃତୀୟ ସର୍ବାଧିକ ଅନୁସରଣକାରୀ ହୋଇଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସ୍ତ୍ରୀ-୩' ପାଇଁ ଖବରରେ ଅଛନ୍ତି।…

ପ୍ରଥମ ଥର କରୱା ଚଉଥ୍ ପାଳିବେ ବଲିଉଡର ଏହି ୭ ଅଭିନେତ୍ରୀ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର ୨୦ ଅର୍ଥାତ ଆସନ୍ତାକାଲି ପଡୁଛି କରୱା ଚଉଥ୍ l ବିବାହିତା ମହିଳାମାନେ ତାଙ୍କ ସ୍ୱାମୀଙ୍କ ପାଇଁ ଶୁଭମନାସୀ ଉପାସ କରିବେ l ରାତିରେ ଚନ୍ଦ୍ରଙ୍କ ଦର୍ଶନ କରିବା ପରେ ସ୍ୱାମୀଙ୍କ ହାତରୁ ପାଣି ପି ଉପାସ ଖୋଲିବେ ବିବାହିତ l କେବଳ ସାଧାରଣ ମହିଳାମାନେ ନୁହେଁ ବରଂ…

ନିଜ ସ୍ୱାମୀଙ୍କ ସହ ୫ ଥର ବିବାହ କରିଛନ୍ତି ଏହି ଅଭିନେତ୍ରୀ, ଲାଇମ୍ ଲାଇଟରେ ଅଛନ୍ତି ଦମ୍ପତି

ମୁମ୍ବାଇ: ବାଲାଜୀ ଟେଲିଫିଲ୍ମର ଏକତା କପୁରଙ୍କ ଦ୍ୱାରା ନିର୍ମିତ ୨୦୦୯ର ସବୁଠାରୁ ଲୋକପ୍ରିୟ ଟିଭି ସିରିଏଲ୍ 'ପବିତ୍ର ରିସ୍ତା' ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଙ୍କିତା ଲୋଖଣ୍ଡେ। ସେ ତାଙ୍କ କୋ-ଷ୍ଟାର ତଥା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ…

ଭୁଲ ଭୁଲୈୟା ୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଅନୀସ-କାର୍ତିକ ଯୋଡି

ମୁମ୍ବାଇ: ଭୁଲ ଭୁଲୈୟା ୨ର ସଫଳତା ପରେ ନିର୍ଦ୍ଦେଶକ ଅନୀସ ବଜମୀ ଓ ଅଭିନେତା କାର୍ତିକ ଆର୍ଯ୍ୟନ ପୂନର୍ବାର ଏକତ୍ର ହୋଇଛନ୍ତି । ରିପୋର୍ଟ ମୁତାବକ ଭୁଲ ଭଲୈୟା ୩ର ସଫଳତା ନେଇ ଉଭୟ ନିଶ୍ଚିତ ଥିବାରୁ ଏହାର ପରବର୍ତୀ ସଂସ୍କରଣ ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭୁଲ ଭୁଲୈୟା…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଏତଲା

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ପ୍ରଦେଶ ଛାତ୍ର କଂଗ୍ରେସ । ବୁଦ୍ଧାଦିତ୍ୟ ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ…