Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏକ ଦଶନ୍ଧି ପରେ ଇଞ୍ଜିନିୟରିଂ ଡିଗ୍ରୀ ପାଇଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: କାର୍ତ୍ତିକ ଆର୍ୟନ ବଲିଉଡର ଜଣେ ଜଣାଶୁଣା ଅଭିନେତା। ନିଜର ଦମଦାର ଆକ୍ଟିଂ ବଳରେ ବଲିଉଡର ଶ୍ରେଷ୍ଠ ଷ୍ଟାରମାନଙ୍କ ମଧ୍ୟରେ ସେ ନିଜର ପରିଚୟ ବନାଇ ପାରିଛନ୍ତି। ତେବେ କାର୍ତ୍ତିକ ଅଭିନେତା ହେବା ପୂର୍ବରୁ ଇଞ୍ଜିନିୟରିଂ ପଢୁଥିଲେ। କିନ୍ତୁ ସେ ଇଞ୍ଜିନିୟର ହେବା ପରିବର୍ତ୍ତେ…

ଅଭିନେତା ଟିକୁ ତଲସାନିଙ୍କୁ ହୋଇଛି ବ୍ରେନ୍‌ ଷ୍ଟ୍ରୋକ୍‌, ସ୍ପଷ୍ଟ କଲେ ପତ୍ନୀ

ମୁମ୍ବାଇ: ବଲିଉଡ ଓ ଗୁଜୁରାଟ ସିନେମାର ଲୋକପ୍ରିୟ ଅଭିନେତା ଟିକୁ ତଲସାନିଆ ହୃଦଘାତର ଶିକାର ହୋଇଛନ୍ତି ବୋଲି ସକାଳେ ଅଭିନେତାଙ୍କୁ ହୃଦଘାତ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ତାଙ୍କ ପତ୍ନୀ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ପତ୍ନୀ ଦୀପ୍ତି କହିଛନ୍ତି,…

ଦୀର୍ଘଦିନ ପରେ ପରଦାକୁ ଫେରୁଛନ୍ତି ହୀନା ଖାନ, କର୍କଟରେ ଥିଲେ ପିଡିତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ରୋଗରେ ପିଡିତ। ସେ ସାହସର ସହିତ ତୃତୀୟ ପର୍ଯ୍ୟାୟ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ଏହା ସତ୍ତ୍ୱେ ମଧ୍ଯ ଅଭିନେତ୍ରୀ କାମ କରିବା ବନ୍ଦ କରିନାହାଁନ୍ତି। ଅଭିନେତ୍ରୀଙ୍କ ଆଗାମୀ ୱେବ୍ ସିରିଜ୍ 'ଗୃହ ଲକ୍ଷ୍ମୀ'ର ଟ୍ରେଲର ରିଲିଜ୍…

ପୁଅ ସହ ସମୟ ବିତାଇବାକୁ ଆପଏଣ୍ଟମେଣ୍ଟ ନେବାକୁ ପଡେ: ଜାଭେଦ ଅଖତର

ମୁମ୍ବାଇ: ସିନେମା ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ହେଉଛନ୍ତି ଜାଭେଦ ଅଖତର। ନିକଟରେ ସେ ଆମେରିକା ଯାଇଥିବା ବେଳେ ତାଙ୍କୁ ପୁଅ ତଥା ଅଭିନେତା ଫରହାନ ଅଖତରଙ୍କ ବିଷୟରେ ପଚରା ଯାଇଥିଲା। ଯାହାକୁ ନେଇ ସେ କିଛି ରୋଚକ ତଥ୍ଯପ୍ରକାଶ କରିଥିଲେ। ତେବେ ସେ ଏହା ମଧ୍ୟ କହିଥିଲେ ଯେ ଫରହାନଙ୍କୁ ଭେଟିବା…

ଆଉ କେବେ ରାଜନୀତି ଭିତ୍ତିକ ଫିଲ୍ମ କରିବିନି: କଙ୍ଗନା ରାଣାୱତ

ମୁମ୍ବାଇ: ଫିଲ୍ମ 'ଏମର୍ଜେନ୍ସି'କୁ ନେଇ ଭିନ୍ନଭିନ୍ନ ସମୟରେ ବିବାଦ ଲାଗି ରହିଛି। ଏହା ଜରିଆରେ କଙ୍ଗନା ରାଣାୱତ ଦ୍ୱିତୀୟ ଥର ପାଇଁ ଚଳଚ୍ଚିତ୍ର ପ୍ରଯୋଜନା-ନିର୍ଦ୍ଦେଶନାରେ ପାଦ ଦେଇଥିଲେ। ଏହା ପୂର୍ବରୁ ଅଭିନେତ୍ରୀଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ ମଣିକର୍ଣ୍ଣିକା ଥିଲା। ଫିଲ୍ମ…

ଫରହାନ ବାପା ହେବା ଖବର ଗୁଜବ

ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତାର ବାପା ହେବା ଖବର ଗୁଜବ ବୋଲି ଜଣାପଡିଛି । ଅଭିନେତ୍ରୀ ଶାବନା ଆଜମୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଫରହାନଙ୍କ ଦ୍ୱିତୀୟ ପତ୍ନୀ ଶିବାନୀ ଦାଣ୍ଡେକର ଏବେ ମାଆ ହେବାକୁ ଚାହୁଁ ନାହାନ୍ତି ।…

ପୁଣି ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବେ ଲୋକପ୍ରିୟ ଯୋଡ଼ି ଆଦିତ୍ୟ-ଶ୍ରଦ୍ଧା

ମୁମ୍ବାଇ: ପ୍ରଥମ ଥର ପାଇଁ ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୩ରେ ମୁକ୍ତିଲାଭ କରିଥିବା 'ଆଶିକୀ ୨'ରେ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍ ହେବା ପରଠାରୁ, ଉଭୟ ଷ୍ଟାର ଲୋକଙ୍କ ପ୍ରିୟ ଅନ-ସ୍କ୍ରିନ୍ ଯୋଡ଼ି ପାଲଟି ଯାଇଛନ୍ତି। ତଥାପି, ଏହି ଫିଲ୍ମ ପରେ, ଦୁହେଁ ୨୦୧୭ରେ ଶାଦ…

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ ନେତ୍ରୀ କହିଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ବଳ କହିଛନ୍ତି। କଙ୍ଗନା କହିଛନ୍ତି ଯେ ସେ ଏହି ବିଷୟରେ ବହୁତ ଗବେଷଣା କରିଛନ୍ତି ଏବଂ ଏହା ପରେ ହିଁ ସେ ଏହା କହୁଛନ୍ତି। କଙ୍ଗନା ରଣାୱତ ତାଙ୍କର ନୂତନ ଫିଲ୍ମ 'ଏମର୍ଜେନ୍ସି'ରେ…

‘ଶକ୍ତି ଶାଳିନି’ରେ କିଆରା ଆଡଭାନୀଙ୍କ ଏଣ୍ଟ୍ରି! 

ମୁମ୍ବାଇ: ସୁପରନାଚୁରାଲ କମେଡି ଫିଲ୍ମ 'ଶକ୍ତି ଶାଳିନି' ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ମୁକ୍ତିଲାଭ କରିବ। 'ସ୍ତ୍ରୀ' ଔର 'ଭେଡିଆ'ର ସଫଳତା ପରେ 'ଶକ୍ତି ଶାଳିନି' ହେଉଛି ମ୍ୟାଡକ୍ ଫ୍ରାଞ୍ଚାଇଜର ପଞ୍ଚମ ଫିଲ୍ମ। ତେବେ ରିପୋର୍ଟ ଅନୁଯାୟୀ ଫିଲ୍ମର ଲିଡ୍ ଅଭିନେତ୍ରୀଙ୍କୁ ମଧ୍ୟ ଚୂଡ଼ାନ୍ତ…

ଛାଡପତ୍ର ଖବରକୁ ନେଇ ନୀରବତା ଭାଙ୍ଗିଲେ ଧନଶ୍ରୀ, କହିଲେ- ମୁଁ ବର୍ଷ ବର୍ଷ ଧରି…

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଛନ୍ତି। ତେବେ ଉଭୟଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଥିବା ଚର୍ଚ୍ଚା ଜୋର…