Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତିରୁପତି ଲଡୁ ବିବାଦ; ମୁହାଁମୁହିଁ ହେଲେ ଦୁଇ ସୁପରଷ୍ଟାର

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାର ତିରୁପତି ମନ୍ଦିରର 'ଲଡୁ ପ୍ରସାଦ' ପଶୁ ଚର୍ବି ମିଶ୍ରଣକୁ ନେଇ ବିବାଦ ଲାଗି ରହିଛି। ଗତ କିଛି ଦିନ ହେବ ଏହାକୁ ନେଇ ତର୍କବିତର୍କ ଚାଲିଛି। ଏହାରି ମଧ୍ୟରେ ସାଉଥ୍ ସୁପରଷ୍ଟାରଙ୍କ ବୟାନକୁ ଚର୍ଚ୍ଚା ଜୋର ଧରିଛି। ଅଭିନେତା ତଥା ନିର୍ଦ୍ଦେଶକ ପ୍ରକାଶ…

କେବଳ ପଞ୍ଜାବରେ ରିଲିଜ୍ ହେବ ପାକିସ୍ତାନର ‘ବାହୁବଳୀ’

୨୦୨୨ରେ ରିଲିଜ ହୋଇଥିଲା ଦି ଲିଜେଣ୍ଡ୍ ଅଫ୍ ମୌଲା ଜାଟ୍ । ପାକିସ୍ତାନ ସହ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି ଫିଲ୍ମ । ପାକିସ୍ତାନରେ ବକ୍ସ ଅଫିସ ରେକର୍ଡ ଭଙ୍ଗ କରିଛି । ଲୋକପ୍ରିୟତା ଓ ବକ୍ସ ଅଫିସ ସଫଳତା ଦୃଷ୍ଟିରୁ ଦି ଲିଜେଣ୍ଡ୍ ଅଫ ମୌଲା ଜାଟ୍‌କୁ ଭାରତୀୟ ଫିଲ୍ମ ବାହୁବଳୀ…

ବିବାହର ୮ ବର୍ଷ ପରେ ସ୍ବାମୀଙ୍କଠୁ ଅଲଗା ହେବେ ଉର୍ମିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଅନେକସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ତଥାପି ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ହେଲେ ଏବେ ଜଣାପଡିଛି ଯେ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉର୍ମିଲା ତାଙ୍କ…

ଆଉ ହୀରୋଙ୍କୁ ଅଧିକ ଅର୍ଥ ଦେବେନି କରନ ଜୋହର

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ନିର୍ମାତା କରନ ଜୋହର କହିଛନ୍ତି ଯେ, ସେ ଆଗକୁ ହୀରୋଙ୍କୁ ମନଇଚ୍ଛା ଅର୍ଥ ପ୍ରଦାନ କରିବେ ନାହିଁ । ଯଦି ସେମାନେ ଫିଲ୍ମକୁ ହିଟ କରିବେ ବୋଲି ଗ୍ୟାରେଂଟି ଦେବେନି ତେବେ ସେମାନେ ଦାବୀ କରିଥିବା ଅର୍ଥ ଦେବିନି । ନିକଟରେ ଏ ନେଇ କରଣ ଜୋହର, ଜୋୟା ଅଖତର ସମେତ…

ହାଉସଫୁଲ୍ ୫; ସୁଟିଂ ସେଟର ଫଟୋ ଶେୟାର କଲେ ଚଙ୍କି

ମୁମ୍ବାଇ: ବଡ ପରଦାରେ ଧମାଲ କରିବ ହାଉସଫୁଲ୍ ୫। ଏହାର ସୁଟିଂ ମଧ୍ଯ ଆରମ୍ଭ ହୋଇଯାଇଛି। ଅଭିନେତା ଚଙ୍କି ପାଣ୍ଡେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ହାଉସଫୁଲ୍ ୫'ର ସୁଟିଂ ସେଟରୁ ଫଟୋ ଶେୟାର କରିଛନ୍ତି। ଫ୍ରାନ୍ସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଫଟୋରେ ଡିନୋ ମୋରିଆ, ଚିତ୍ରଙ୍ଗଦା ସିଂ…

ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ

ନୂଆଦିଲ୍ଲୀ: ପ୍ୟାରିସ ଫ୍ୟାଶନ ୱିକରେ ଡେବ୍ୟୁ କରି ଆଲିଆ ଭଟ୍ଟ ପୁଣି ଚର୍ଚ୍ଚାରେ ରହିଛନ୍ତି। ଆଲିଆ ନିକଟରେ L'Oreal ବ୍ରାଣ୍ଡର ଏକ ଅଂଶ ପାଲଟିଛନ୍ତି। ଯାହା ପରେ ସେ ପ୍ରଥମ ଥର ପାଇଁ ଫ୍ୟାଶନ ୱିକରେ ସାମିଲ ହୋଇ ନିଜ ଜଲୱା ଦେଖାଇଛନ୍ତି। ସୋମବାର ଦିନ ଆଲିଆ ଏକ ଷ୍ଟାଇଲିସ୍ ଅନ୍ଦାଜରେ…

ଲାଇଭ କନ୍ସର୍ଟରେ ଗାୟକଙ୍କ ଉପରକୁ ଜୋତା ମାଡ଼ !

ମୁମ୍ବାଇ: ଲାଇଭ କନ୍ସର୍ଟରେ ଗାୟକଙ୍କ ଉପରକୁ ଜୋତା ମାଡ଼। ଲାଇଭ କନ୍ସର୍ଟରେ ଲୋକପ୍ରିୟ ପଞ୍ଜାବୀ ଗାୟକ କରଣ ଔଜଲାଙ୍କ ଉପରକୁ ଜୋତା ଫିଙ୍ଗିଲେ ଜଣେ ବ୍ୟକ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗାୟକ ଷ୍ଟେଜ୍‌ରେ ପରଫମାନ୍ସ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା…

AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ

ଭୁବନେଶ୍ୱର: AI ନିର୍ମିତ ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓ ଲଞ୍ଚ। ମ୍ୟୁଜିକ୍ ଭିଡିଓ "ତୁ କାଇଁ ଲାଗୁଛୁ ମୋତେ" ଲଞ୍ଚ ହୋଇଯାଇଛି |ମ୍ୟୁଜିକ୍ ଭିଡିଓ ୟୁଟ୍ୟୁବରେ ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ଯ ମିଳୁଛି। ଭିଡିଓରେ କୋଲକାତାର ଆଇକନିକ୍ ପାର୍କ ଷ୍ଟ୍ରିଟ୍ ମଧ୍ଯ…

କିଏ ସେ ତୁମ୍ବାଡ ଫିଲ୍ମର ଦେବତା ହସ୍ତର, କ’ଣ ତାଙ୍କ ଅସଲ କାହାଣୀ?

ମୁମ୍ବାଇ: ସୋହମ୍ ଶାହାଙ୍କ ଚଳଚ୍ଚିତ୍ର ତୁମ୍ବାଡ ୨୦୧୮ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ପୁନଃ ରିଲିଜ୍ ପରେ ଅଧିକ ଆଲୋଚନାର କେନ୍ଦ୍ର ପାଲଟିଛି । ଲୋକମାନେ ବିଶେଷ ଭାବରେ ଏହି ଚଳଚ୍ଚିତ୍ରର ହସ୍ତରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଛନ୍ତି । ତେବେ ଜାଣନ୍ତୁ ଏହି…

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: ଉର୍ବଶୀ

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନା ଆଣିଥାନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କଙ୍ଗନା କିଛି ଭୁଲ କଥା କହୁ ନାହାନ୍ତି । ତାଙ୍କର ସାହସ ଅଛି ବୋଲି ସେ ଏ…