Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଭିନୟ ବେଳେ ସତରେ ଦେଖିଦେଲେ କି ଭୂତ ? ଲୋମ ଟାଙ୍କୁରା କାହାଣୀ ସେୟାର କଲେ ‘ସ୍ତ୍ରୀ-୨’ର ଅଭିନେତା

ମୁମ୍ବାଇ: ଅଭିନେତା ଅଭିଷେକ ବାନାର୍ଜୀ କମେଡି ଫିଲ୍ମ 'ସ୍ତ୍ରୀ-୨'ରେ ନଜର ଆସିଛନ୍ତି। ଯିଏ ଏହି ଚଳଚ୍ଚିତ୍ରରେ ଜନାର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ର ମାଧ୍ୟମରେ ଅଭିଷେକ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଆଜି ଆମେ ଆପଣଙ୍କ ପାଇଁ ଅଭିଷେକଙ୍କ ଅଭିନୟ ନୁହେଁ ବରଂ ତାଙ୍କ ବାସ୍ତବ ଜୀବନର…

ବକ୍ସ ଅଫିସରେ ନିଜର ଦବଦବା ଦେଖଉଛି-‘ସ୍ତ୍ରୀ-୨’,୧୭ ଦିନରେ କଲାଣି ଏତିକି ରୋଜଗାର

ମୁମ୍ବାଇ: 'ସ୍ତ୍ରୀ-୨' ର କ୍ରେଜ୍ ଆଗରେ ବଡ଼ ବଡ ଚଳଚ୍ଚିତ୍ର ଗୁଡ଼ିକ ପଛରେ ପଡିଯାଇଥିବା ଜଣାପଡିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଚାଲିଛି । ରିଲିଜ୍ ହେବାର ତୃତୀୟ ଶନିବାର ମଧ୍ୟ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ୧୦ ଟି ବଡ…

ଭ୍ୟାନିଟ୍ ଭ୍ୟାନରେ ଥିଲା ଗୁପ୍ତ କ୍ୟାମେରା: ଅଭିନେତ୍ରୀ ରାଧିକା

ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପକୁ ନେଇ ହେମା କମିଟିର ରିପୋର୍ଟ ପରେ ଚର୍ଚ୍ଚା ଜୋର ଧରିଛି। ଅନେକ ବଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଯୌନ ଶୋଷଣ ଏବଂ କାଷ୍ଟିଂକାଉଚ୍ ଭଳି ଅଭିଯୋଗ ଘେରରେ ରହିଛନ୍ତି। ଏବେ ସାଉଥ୍ ଅଭିନେତ୍ରୀ ରାଧିକା ଶରଥକୁମାରଙ୍କ ବୟାନ ଫିଲ୍ମ ଜଗତରେ ଚହଳ…

କଙ୍ଗନା : କୁଇନ ଅଫ୍ କଣ୍ଟ୍ରୋଭର୍ସି

ମୁମ୍ବାଇ: ବିବାଦ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ମଣ୍ଡି ସାଂସଦ । ତୁଣ୍ଡରେ ଲଗାମ ନଥିବାରୁ ବିଜେପି ବି ଅଡୁଆରେ ପଡିଛି ।  ଆପତ୍ତି ଜନକ ବୟାନ ପାଇଁ କଙ୍ଗନାକୁ ତାଗିଦ କରିଛି ବିଜେପି ।…

ହେମା କମିଟିର ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ ମୋହନଲାଲ

ଚେନ୍ନାଇ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଚାଲିଥିବା ମି-ଠୁ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମାଲାୟାଲମ୍ ଅଭିନେତା ମୋହନଲାଲ। ହେମା କମିଟିର ଚାଞ୍ଚଲ୍ୟକର ରିପୋର୍ଟ ପରେ ସେ ଏଏମଏମଏ (ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘ) ରୁ ଇସ୍ତଫା ଦେଇଥିଲେ। ସେ ଏମ୍ଏମ୍ଏରେ ସଭାପତି ଥିଲେ।…

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ ।…

ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ପତନ୍ତ୍ର ବ୍ୟବସ୍ଥା ରହିବ । ଏନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି । ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ…

୬ ବର୍ଷ ପରେ ନୂଆ ଏଥ୍‌ନିକ୍ ଲୁକ୍‌ରେ ଅନୁଷ୍କା, ଫିଲ୍ମ ଜଗତକୁ ଫେରିବେ କି ଅଭିନେତ୍ରୀ ?

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ଜଗତରୁ ବହୁତ ଭଲପାଇବା ପାଇଛନ୍ତି। ସେ 'ରାବ ନେ ବନା ଦି ଯୋଡି', 'ସୁଲତାନ', 'ପି.କେ' ଏବଂ 'NH10' ପରି ମହାନ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କଠାରୁ ପ୍ରଶଂସା ପାଇଛନ୍ତି। କିନ୍ତୁ ବିବାହ ଏବଂ ସନ୍ତାନ ହେବା ପରେ ସେ ପରଦାରୁ ଗାଏବ…

ପ୍ରକାଶ ପାଇଲା ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪; ଜାଣନ୍ତୁ କେଉଁ ଅଭିନେତା ସବୁଠୁ ବେଶୀ ଧନୀ..

ମୁମ୍ବାଇ: ପ୍ରାୟତଃ ଲୋକମାନେ ଜଣେ ଅଭିନେତାଙ୍କର କେତେ ଧନ ଅଛି ଆଉ କେଉଁ ଅଭିନେତା କେତେ ଧନୀ ତାହା ଜାଣିବାକୁ ବହୁତ ଆଗ୍ରହୀ ଥାଆନ୍ତି । ତେବେ ଏହାରୁ ଭିତରେ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ ପ୍ରକାଶ ପାଇଛି । ଏହି ତାଲିକାରେ ଧନ ଦୃଷ୍ଟିରୁ କେଉଁ ଅଭିନେତା ଆଗରେ ଅଛନ୍ତି ତାହା…

ରିଲିଜ ପୂର୍ବରୁ ଫିଲ୍ମ ‘ଏମରଜେନ୍ସି’ ଉପରେ ବିପଦ, ଏହି ରାଜ୍ୟ କରିପାରେ ନିଷେଧ

ମୁମ୍ବାଇ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ଏବେ ବିବାଦ ଘେରକୁ ଆସିଛି। ଶିଖ ସମ୍ପ୍ରଦାୟ ଏହି ଚଳଚ୍ଚିତ୍ର ଉପରେ ଆପତ୍ତି ଜଣାଇଛନ୍ତି ଏବଂ ସେମାଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି। ଏହି କାରଣରୁ ଶିଖ ସମ୍ପ୍ରଦାୟ…