Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ‘ରାମାୟଣ’, ସାମ୍ନାକୁ ଆସିଲା ରିଲିଜ ତାରିଖ

ମୁମ୍ବାଇ: ୨ ଭାଗରେ ରିଲିଜ ହେବ ନୀତିଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ' l ଚଳଚ୍ଚିତ୍ରର ଘୋଷଣା ପରଠାରୁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଶେଷରେ, ରଣବୀର କପୁର-ୟଶ-ସାଇ ପଲ୍ଲବିଙ୍କ ଅଭିନୀତ 'ରାମାୟଣ'ର ରିଲିଜ୍ ତାରିଖ ଘୋଷଣା…

ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ, ‘ଦ ସ୍କ୍ରିପ୍ଟ କ୍ରାଫ୍ଟ’ ୱେବସାଇଟ୍ ଲଞ୍ଚ କଲେ ବାହୁବଳୀ ଷ୍ଟାର

ନୂଆଦିଲ୍ଲୀ: ଏବେ ଲେଖକ ଏବଂ କାହାଣୀକୁ ମିଳିବ ନୂତନ ମଞ୍ଚ l ସାଉଥ ସୁପରଷ୍ଟାର ତଥା ବାହୁବଳୀ ଷ୍ଟାର ଲେଖକ ମାନଙ୍କୁ ଉତ୍ସାହିତ କରିବା ପାଇଁ 'ଦ ସ୍କ୍ରିପ୍ଟ କ୍ରାଫ୍ଟ' ନାମକ ଏକ ୱେବସାଇଟ୍ ଲଞ୍ଚ କରିଛନ୍ତି। କାହାଣୀ କହିବାକୁ ଆଗ୍ରହୀ ପ୍ରଭାସଙ୍କ ଏହି ପଦକ୍ଷେପକୁ ଅନେକ ସମର୍ଥନ ମିଳୁଛି l…

ପରଲୋକରେ ଲୋକ ଗାୟିକା ଶାରଦା ସିହ୍ନା, ଛଟ୍ ପୂଜା ଗୀତ ଗାଇ ହୋଇଥିଲେ ପ୍ରସିଦ୍ଧ

ନୂଆଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଭେଟରରେ ରଖାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨…

‘ଆଇ ୱାଣ୍ଟ ଟୁ ଟକ୍’ର ଟ୍ରେଲର ରିଲିଜ…

ମୁମ୍ବାଇ: ଅଭିଷେକ ବଚ୍ଚନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଇ ୱାଣ୍ଟ ଟୁ ଟକ୍' ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶୋଜିତ୍ ସିରକାର। ଏହା ଏକ ଅତ୍ୟନ୍ତ ଭାବପ୍ରବଣ କାହାଣୀ ଭଳି ମନେହେବ। ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ଜନି ଲିଭର ମୁଖ୍ୟ ଭୂମିକାରେ ନଜର…

ମନୋଜ ବାଜପେଇଙ୍କ ଏହି ଫ୍ଲପ୍ ଫିଲ୍ମରେ କେତେ ଥିଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପାରିଶ୍ରମିକ?

ମୁମ୍ବାଇ: ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କୁ ଗଣନା କରାଯାଏ । ସେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଛନ୍ତି । ଏହି ଅବଧି ମଧ୍ୟରେ ସେ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରଗୁଡ଼ିକ…

ବିରାଟ @ 36: ପ୍ରଥମେ ଦୋସ୍ତି, ପରେ ଲଭ, ଆଉ ତାପରେ ଲୁଚିଛପି କରିଥିଲେ ବିବାହ

ମୁମ୍ବାଇ; ବିଶ୍ବ କ୍ରିକେଟର ସଫଳ କ୍ରିକେଟରଙ୍କ ମଧ୍ୟରେ ଆଗ ଧାଡିର ତାରକା ହେଉଛନ୍ତି ବିରାଟ କୋହଲି । କିଙ୍ଗ କୋହଲି ନାମରେ ସେ ତାଙ୍କ ପ୍ରଶଂସକଙ୍କ ପାଖରେ ପରିଚିତ l ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର ହେଉଛନ୍ତି କୋହଲି । ଆଉ ଆଜି ହେଉଛି ବିରାଟଙ୍କ ଜନ୍ମଦିନ l…

ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ…

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସ ଦ୍ବାରା ସୁରକ୍ଷା ବୃଦ୍ଧି କରାଯାଇଥିବା ସତ୍ତ୍ବେ ଧମକପୂର୍ଣ୍ଣ ବାର୍ତ୍ତା ପଠାଇବା ପ୍ରକ୍ରିୟା ବନ୍ଦ ହେଉନାହିଁ । ପୁଣିଥରେ ତାଙ୍କୁ ହତ୍ୟା ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ…

କଣ ମାଧୁରୀଙ୍କ ସଫଳ ବ୍ୟବାହିକ ଜୀବନର ରାଜ୍, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ତାରକା ମାଧୁରୀ ଦୀକ୍ଷିତ ନେନେଙ୍କ ବିବାହକୁ ଇତି ମଧ୍ୟରେ 25 ବର୍ଷ ବିତିଗଲାଣି l ଦୀର୍ଘ 25 ବର୍ଷର ତାଙ୍କର ସଫଳ ବୈବାହିକ ଜୀବନକୁ ନେଇ ଅଭିନେତ୍ରୀ ନିଜର ମନକଥା ସେୟାର କରିଛନ୍ତି l ଏକ ସୁଖୀ ଏବଂ ସଫଳ ପାର୍ଟନର ପାଇବା ସହଜ ନୁହେଁ ବୋଲି ସ୍ୱୀକାର କରିଛନ୍ତି ମାଧୁରୀ l…

‘ବେବି ଜନ୍‌’ର ଟିଜର ଆଉଟ୍: ଫ୍ୟାନ୍ସଙ୍କୁ ଚଳିତ ବର୍ଷର ସର୍ବୋତ୍ତମ ଭେଟି

ମୁମ୍ବାଇ: ବରୁଣ ଧୱନ ଅଭିନୀତ ଆକ୍ସନ ଡ୍ରାମା ଚଳଚ୍ଚିତ୍ର ‘ବେବି ଜନ୍‌’ର ଟିଜର ସୋମବାର ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଯବାନ’ର ନିର୍ଦ୍ଦେଶକ ଏଟଲୀଙ୍କ ପତ୍ନୀ ପ୍ରିୟା ଏଟଲୀ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିଛନ୍ତି। ପୂର୍ବରୁ ‘ବେବି ଜନ୍‌’ରୁ ବରୁଣଙ୍କ ଅନେକ…

ମିଥୁନଙ୍କ ପୂର୍ବପତ୍ନୀ ତଥା ‘ମର୍ଦ’ ଫିଲ୍ମ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କର ଦେହାନ୍ତ

ମୁମ୍ବାଇ: ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କର ଦେହାନ୍ତ ହୋଇଛି । ହେଲେନା ଆମେରିକାରେ ରହୁଥିଲେ । ସେ ରବିବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଦେହାନ୍ତ ଖବର ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଳ୍ପନା ଅୟର୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।…