Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ବିବାଦରେ ଫସିଲେ ଅଲୁ, ଥାନାରେ ମାମଲା ରୁଜୁ କଲେ ଫ୍ୟାନସ

ମୁମ୍ବାଇ: ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ରିଲିଜ୍ ହେବା ପୂର୍ବରୁ ଦକ୍ଷିଣ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି । ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ 'ଆର୍ମି' ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ…

ସମସ୍ତଙ୍କୁ ଚମକାଇ ଦେଲେ ବିକ୍ରାନ୍ତ, କହିଦେଲେ ‘୨୦୨୫ ଶେଷ ସାକ୍ଷାତ’…

ମୁମ୍ବାଇ: ‘ଟ୍ବିଏଲଥ୍ ଫେଲ୍’ ସିନେମା ଦ୍ବାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବଲିଉଡ ଅଭିନେତା ବିକ୍ରାନ୍ତ ମାସେ ଏବେ ସମସ୍ତଙ୍କୁ ଚମକାଇ ଦେଲା ଭଳି ବଡ ଘୋଷଣା କରିଛନ୍ତି । ମାତ୍ର ୩୭ ବର୍ଷ ବୟସରେ ସେ ସିନେମା ଜଗତରୁ ଅବସର ନେଉଛନ୍ତି ବୋଲି ଘୋଷଣା କରି ପ୍ରଶଂସକଙ୍କୁ ମର୍ମାହତ…

ରିଲିଜ ପୂର୍ବରୁ ପୁଷ୍ପା-୨ର ୧୦୦୦ କୋଟିର ବ୍ୟବସାୟ , ଆସନ୍ତୁ ଜାଣିବା କେଉଁ ଓଟିଟି ପ୍ଲାଟଫର୍ମରେ ଆସିବ ଫିଲ୍ମ

ମୁମ୍ବାଇ: ପୁଷ୍ପା 2 ରିଲିଜ ପୂର୍ବରୁ କଲାଣି ଧମାଲ । ସିନେମାଘରେ 5 ଡିସେମ୍ବରକୁ ଆସିବ ଫିଲ୍ମ । ସୂଚନାନୁସାରେ ପ୍ରି ଥିୟେଟ୍ରିକାଲ ରିଲିଜ ହେବା ପରେ ଫିଲ୍ମ 1000 କୋଟିର ବ୍ୟବସାୟ କରି ସାରିଲାଣି । ଏପଟେ ପ୍ରଥମ ଦିନରେ 100ରୁ 200 କୋଟିର ବ୍ୟବସାୟ ହେବ ବୋଲି ଅନୁମାନ କରାଯାଉଛି । ତେବେ…

ରାଜ କୁନ୍ଦ୍ରାଙ୍କୁ ସମନ ପଠାଇଲା ଇଡି, କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କୁ ପଚରାଉଚରା କରିବା ପାଇଁ ମୁମ୍ବାଇ ଇଡି ଅଫିସକୁ ଡକାଯାଇଛି। ପର୍ଣ୍ଣଗ୍ରାଫି ଓ ଆଡଲ୍ଟ ଫିଲ୍ମ ବଣ୍ଟନ ଅଭିଯୋଗ ଏବଂ ମନିଲଣ୍ଡରିଂ ମାମଲାରେ ଇଡି…

ଥମୁନି ଧନୁଷ-ନୟନତାରା ବିବାଦ, ଅଭିନେତ୍ରୀ କହିଲେ ‘କର୍ମା’… 

ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷ ଏବଂ ନୟନତାରାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢେଇ ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ମୁହାଁମୁହିଁ ହେଉଛନ୍ତି। ନିକଟରେ ଧନୁଷ, ନୟନତାରାଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରିଥିଲେ। ଯାହା ପରେ ନୟନତାରା ମଧ୍ୟ…

ମୁଁ କେବେ ହିନ୍ଦି ଫିଲ୍ମ କରିବିନି….କାହିଁକି ଏମିତି କହିଲେ ଏହି ଅଭିନେତା

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨' କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି l ଏବେ ତାଙ୍କୁ ପ୍ରତିଦିନ ଫିଲ୍ମର କିଛି ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳୁଛି l ନିକଟରେ ଅଭିନେତାଙ୍କୁ 'ପୁଷ୍ପା ୨'ର ଏକ ପ୍ରମୋସନାଲ ଇଭେଣ୍ଟରେ ଦେଖିବାକୁ ମିଳିଥିଲା l…

ବାନ୍ଧିପାରିବ ତ ପୁଷ୍ପା-୨ର ରନଟାଇମ୍?

ମୁମ୍ବାଇ: ଗତ ୩ ବର୍ଷ ହେବ ପୁଷ୍ପା ୨ ହୃତସ୍ପନ୍ଦନ ବଢାଇ ରଖିଛି । ପୁଷ୍ପା ଦ ରାଇଜର ରିଲିଜ୍ ପରେ ଏହାର ପାର୍ଟ ୨ କୁ ଚାତକ ଭଳି ଚାହିଁ ରହିଛନ୍ତି ଦର୍ଶକ । ଆଉ ଦର୍ଶକଙ୍କ ଉତ୍କଣ୍ଠାକୁ ବରକରାର ମଧ୍ୟ ରଖିଛନ୍ତି ପାନ୍ ଇଣ୍ଡିଆ ଆକ୍ଟର ଅଲ୍ଲୁ ଅର୍ଜୁନ୍ । କେତେବେଳେ ପୋଷ୍ଟ ରିଲିଜ୍ କରି ତ ଆଉ…

ଇଡି ଜାଲରେ ରାଜ କୁନ୍ଦ୍ରା-ଶିଳ୍ପା ସେଟ୍ଟୀ: ଘର ଓ କାର୍ଯ୍ୟାଳୟରେ ଚଢଉ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ନିର୍ମାତା ରାଜ କୁନ୍ଦ୍ରାଙ୍କ ଘରେ ଇଡି ଚଢଉ କରିଛି। ଏହି ରେଡ୍ ସାନ୍ତା କ୍ରୁଜରେ ଅବସ୍ଥିତ ଅଭିନେତ୍ରୀଙ୍କ ଘରେ କରାଯାଇଛି। ୨୯ ନଭେମ୍ବର ଦିନ ସକାଳ ୬ଟାରେ ଇଡି ଅଧିକାରୀମାନେ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଥିଲେ। ମୋବାଇଲ୍‌ ଆପ୍‌…

ପୁଷ୍ପା-୨ର ପ୍ରଭାବ! ଘୁଞ୍ଚିଲା ‘ଛାବା’ର ରିଲିଜ ତାରିଖ

ମୁମ୍ବାଇ: ଡିସେମ୍ବର ୬ରେ ରିଲିଜ ହେବାକୁ ଯାଉଛି ଦକ୍ଷିଣର ସୁପରଷ୍ଟାର ହିରୋ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ । ସେହି ଦିନ ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାଭା' ରିଲିଜ ହେବାର ଥିଲା । ଉଭୟ ଚଳଚ୍ଚିତ୍ରର ବକ୍ସ ଅଫିସରେ ଫାଇଟ୍ ମଧ୍ୟ ଦେଖିବାକୁ ମିଳିଥାନ୍ତା । କିନ୍ତୁ ବର୍ତ୍ତମାନ ବିକି…

ବିଜେପି ଶାସିତ ୭ମ ରାଜ୍ଯ ଭାବେ ଟ୍ୟାକ୍ସ ଫ୍ରି ହେଲା ‘ସାବରମତି ରିପୋର୍ଟ’

ଭୁବନେଶ୍ୱର: ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ପରେ ଓଡ଼ିଶା ସପ୍ତମ ବିଜେପି ଶାସିତ ରାଜ୍ୟ ଭାବେ 'ସାବରମତି ରିପୋର୍ଟ'କୁ କରମୁକ୍ତ କରିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁବାର ଦିନ ବିଧାନସଭାରେ ଏହି ଘୋଷଣା କରିଛନ୍ତି।…