Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କମଳା ହାସନ, ରଜନୀକାନ୍ତଙ୍କୁ ନେଇ ଫିଲ୍ମ କରିବେ ସୁନ୍ଦର

ଚେନ୍ନାଇ: ଭାରତୀୟ ସିନେମା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଦୁଇ ମହାନାୟକ କମଳା ହାସନ ଓ ରଜନୀକାନ୍ତଙ୍କୁ ଦୀର୍ଘ ଦିନ ପରେ ଦର୍ଶକ ଗୋଟିଏ ଫିଲ୍ମରେ ଦେଖିବାକୁ ପାଇବେ । ରାଜକମଲ ଫିଲ୍ମସ ଇଂଟରନ୍ୟାଶନାଲ ଓ କମଳା ହାସନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନାମ ଏବେ ଥାଲାଇଭାର…

ଦେବୀ ରଥଙ୍କ ମୃତ୍ୟୁ ପାଇଁ ଡିଜେ ଦାୟୀ; କାହିଁକି ଏଭଳି କହିଲେ ପୁଅ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ବୁଧବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ଆଉ ଏବେ ତାଙ୍କ ମୃତ୍ୟୁ ପାଇଁ ଡିଜେ ସଂଗୀତକୁ ଦାୟୀ କରିଛନ୍ତି ପରିବାର। ଏନେଇ ତାଙ୍କ ପୁଅ କହିଛନ୍ତି ଯେ, ଗତକାଲି ପାରାଦ୍ୱୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା…

ମହାବତାର ଫିଲ୍ମ ପାଇଁ ନନଭେଜ, ମଦ ଛାଡିଲେ ଏହି କଳାକାର

ମୁମ୍ବାଇ: ଛାବା ଫିଲ୍ମ ବ୍ଲକବଷ୍ଟର ହେବା ପରେ ଭିକ୍କି କୌଶଲଙ୍କ ଚାହିଦା ବଢ଼ିଛି । ଏଥିରେ ଭିକ୍କିଙ୍କ ପ୍ରଦର୍ଶନଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ମହାବତାର ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାବତାର ସେ ଭଗବାନ ପର୍ଶୁରାମଙ୍କ ଭୂମିକା କରିବେ ।…

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

Operation Safed Sagar: କ’ଣ ଏହି ଅପରେସନ ସଫେଦ ସାଗର? ନେଟଫ୍ଲିକ୍ସରେ ଖୁବଶୀଘ୍ର ହେବ ରିଲିଜ..

ମୁମ୍ବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧର ସ୍ମୃତି ଏବେ ବି ଦେଶବାସୀଙ୍କ ମନରେ ଜୀବିତ ରହିଛି । ଏହି ଯୁଦ୍ଧରେ, ବାୟୁସେନା, ସେନା ସହିତ ମିଶି ଏକ ଅପରେସନ୍ କରିଥିଲା, ଯାହାକୁ 'ଅପରେସନ୍ ସଫେଦ୍ ସାଗର' ନାମ ଦିଆଯାଇଥିଲା । ଏହି ଯୁଦ୍ଧ ବରଫ ଆଚ୍ଛାଦିତ ପର୍ବତ ମଧ୍ୟରେ…

SRK King Title Reveal: ଆସୁଛି ବାଦଶାହଙ୍କ ସବୁଠୁ ବଡ ଫିଲ୍ମ…ଜନ୍ମଦିନରେ ସାମ୍ନାକୁ ଆସିଲା ପ୍ରଥମ…

ମୁମ୍ବାଇ: ୬୦ ବର୍ଷରେ ପାଦ ଥାପିଲେ ବଲିଉଡ୍ ବାଦଶାହ ଶାହରୁଖ ଖାନ । ଆଜି ତାଙ୍କ  ଜନ୍ମଦିନ ଅବସରରେ ପ୍ରଶଂସକମାନଙ୍କୁ ଏକ ବଡ ଭେଟି ଦେଇଛନ୍ତି ଶାହରୁଖ । ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ "କିଙ୍ଗ୍"ର ଟାଇଟଲ୍ ପ୍ରକାଶିତ ହୋଇଛି। ତାଙ୍କ ଜନ୍ମଦିନ ଅବସରରେ, ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ…

SRK turns 60: ବେବି ବୁମରସଙ୍କ ଠାରୁ ଜେନ୍ ଜେଡଙ୍କ ପର୍ଯ୍ୟନ୍ତ…ଆଜି ବି ବଲିଉଡର ବେତାଜ୍ ବାଦଶାହ ଶାହରୁଖ ଖାନ୍

ମୁମ୍ବାଇ: ବଲିଉଡର ବାଦଶାହା ଭାବରେ ଜଣାଶୁଣା ଶାହରୁଖ ଖାନ ଆଜି ତାଙ୍କର ୬୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜଗତରେ ପ୍ରାୟ ସାଢ଼େ ତିନି ଦଶନ୍ଧି ପୂରଣ କରିବା ପରେ, ତାଙ୍କ ପ୍ରଶଂସକମାନେ ତାଙ୍କୁ "କିଙ୍ଗ ଖାନ" ବୋଲି ଡାକନ୍ତି। ଦୂରଦର୍ଶନରେ ପ୍ରସାରିତ ଟିଭି ଧାରାବାହିକ "ଫୌଜି" ସହିତ…

Javed Akhtar: ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ…

ଭେଟେରାନ ଅଭିନେତା ଧର୍ମେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଅକ୍ଟୋବର ୩୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଖବର ଆସୁଛି ଯେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଯାହା ଫଳରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଏହି…