Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତା କ’ଣ ପୁଣି ଥରେ ମା’ ହେବାକୁ ଯାଉଛନ୍ତି ? ୬୬ ବର୍ଷ ବୟସରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭାଇରାଲ ଖବର ପଛର ସତ୍ୟତା କ’ଣ ? ନିଜେ ନୀନା ଗୁପ୍ତା ଏହାକୁ ନେଇ କ’ଣ…

Is Neena Gupta Pregnant?: ୬୬ ବର୍ଷ ବୟସରେ କ’ଣ ସତରେ ମା’ ହେବାକୁ ଯାଉଛନ୍ତି ନୀନା ଗୁପ୍ତା? ଏମିତି…

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ପୁଣି ଥରେ ଶିରୋନାମାରେ ଅଛନ୍ତି। କିନ୍ତୁ ଏଥର ଏହା ତାଙ୍କର କୌଣସି ଫିଲ୍ମ ଯୋଗୁଁ ନୁହେଁ, ବରଂ ତାଙ୍କ ଗର୍ଭବତୀ ହେବା ଗୁଜବ ଯୋଗୁଁ। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ୬୬ ବର୍ଷୀୟା ନୀନା ଗୁପ୍ତା ଗର୍ଭବତୀ…

ଏବେ କେମିତି ଅଛନ୍ତି ରାମାୟଣର କୈକେୟୀ ?

ମୁମ୍ବାଇ: ୮୦ ଦଶକର ସେହି ସମୟ ମନେ ପକାନ୍ତୁ, ଯେତେବେଳେ ରାମାନନ୍ଦ ସାଗରଙ୍କ 'ରାମାୟଣ' ପ୍ରସାରିତ ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଉଥିଲା । ରାମ, ସୀତା ଏବଂ ହନୁମାନଙ୍କ ସହ ସେହି ସମୟରେ ଜଣେ ଅଭିନେତ୍ରୀ ନିଜର ଶକ୍ତିଶାଳୀ ଅଭିନୟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ହେଉଛନ୍ତି ମାତା…

Monalisa Marries Boyfriend: ହାତକୁ ଦୁଇହାତ ହେଲେ ମହାକୁମ୍ଭ ଭାଇରାଲ ଗାର୍ଲ୍, ମୁସଲିମ ବୟଫ୍ରେଣ୍ଡଙ୍କ ସହ…

ଲକ୍ଷ୍ନୌ: ୨୦୨୫ ମସିହାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ସମୟରେ ମାଳ ବିକ୍ରୟ କରି ଲୋକଚର୍ଚ୍ଚାକୁ ଆସିଥିବା ମୋନାଲିସା ତାଙ୍କର ଗଭୀର ନୀଳ ଏବଂ ବଡ଼ ଆଖି ପାଇଁ ଶିରୋନାମାରେ ସ୍ଥାନ ପାଇଥିଲେ ଏବଂ ଶୀଘ୍ର ମହାକୁମ୍ଭ ଭାଇରାଲ୍ ଗାର୍ଲ୍ ପାଲଟିଥିଲେ। ଏବେ ସେ ପୁଣି ଚର୍ଚ୍ଚକୁ…

ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀ ଓ ସୋହେଲ ଖତୁରିୟା ଆପୋଷ ବୁଝାମଣା ସହ ଏଥର ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ମୁମ୍ବାଇର ଫ୍ୟାମିଲି କୋର୍ଟ ଉଭୟଙ୍କୁ ମ୍ୟୁଚୁଆଲ ଡିଭୋର୍ସ ଦେଇଛି । ୨୦୨୪ରୁ ଉଭୟ ଏକତ୍ର ରହୁ ନ ଥିଲେ । ସେମାନେ କେବଳ ଶାନ୍ତିପୂର୍ଣ୍ଣ…

ବଡ଼ ପରଦାରେ ‘ମଧୁବାଲା’: ଏହି ଅଭିନେତ୍ରୀ ପାଲଟିବେ ‘ହୁସନ୍ କି ମଲ୍ଲିକା’

ମୁମ୍ବାଇ: ହିନ୍ଦୀ ସିନେମାର ସବୁଠାରୁ ସୁନ୍ଦରୀ ଏବଂ ଚର୍ଚ୍ଚିତ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ଦୀର୍ଘ ଦିନରୁ ଚାଲିଥିବା କଳ୍ପନାଜଳ୍ପନାର ଏବେ ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ବାୟୋପିକ୍‌ରେ ମଧୁବାଲାଙ୍କ ଭୂମିକାରେ କିଏ ନଜର ଆସିବେ, ତାକୁ ନେଇ ଏକ ବଡ଼ ଖବର…

ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’

ଭୁବନେଶ୍ୱର: ଆସନ୍ତା ଦଶହରା ସମୟରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୁରାକ ଯୋଗାଇବାକୁ ଆଶୁଛି ନୂଆ ଓଡ଼ିଆ ସିନେମା "ମୋନଷ୍ଟର୍: ଦ ଅଲ୍ଟିମେଟ୍’ । ଏହି ସିନେମାର ବିଶେଷତା ହେଉଛି³ ଏଥିରେ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ଦେଖିବେ…

‘Ramayana: Part One’: ‘ରାମାୟଣ’ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ମେକର୍ ନେଲେ…

ମୁମ୍ବାଇ: ନିତେଶ ତିୱାରୀଙ୍କ ରାମାୟଣ କେବଳ ୨୦୨୬ ର ସବୁଠାରୁ ମହଙ୍ଗା ଏବଂ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ନୁହେଁ, ବରଂ ଭାରତୀୟ ସିନେମାର ମଧ୍ୟ ସବୁଠୁ ବଡ଼ ସିନେମା ହେବାକୁ ଯାଉଛି। ରଣବୀର କପୁର ଏହି ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରଣବୀର କପୁର ଅଭିନୀତ ଏହି ଫିଲ୍ମ…

Dhurandhar 2 Trailer: ଚମକାଇଲା ଧୁରନ୍ଧର ୨ ଟ୍ରେଲର ରିଲିଜ୍, ରକ୍ତାକ୍ତ ଆକ୍ସନ ଥ୍ରିଲରରେ ପରିପୂର୍ଣ୍ଣ

ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଛି। ଧୁରନ୍ଧର ୨ ର ଟ୍ରେଲର ରିଲିଜ୍ ହୋଇଛି, ଯେଉଁଥିରେ ପୁଣି ଥରେ ରକ୍ତରେ ବୁଡ଼ିଥିବା ପାକିସ୍ତାନୀ ସହର କରାଚୀ, ଲିଆରିକୁ ଦର୍ଶାଯାଇଛି। ଡକାୟତ ରେହମାନର ମୃତ୍ୟୁ ପରେ, ଅରାଜକତା ରାଜୁତି କରୁଛି, ଶବ ଉଚ୍ଚ ଗଦା ହୋଇ ପଡ଼ିଛି। ଟ୍ରେଲରରେ ଉଜୈର ବାଲୋଚଙ୍କ…

୮ ବର୍ଷ ବୟସରେ ବରୁଣଙ୍କୁ ଏମିତି ପ୍ରପୋଜ୍ କରିଥିଲେ ଶ୍ରଦ୍ଧା !

ମୁମ୍ବାଇ: ବଲିଉଡର ସବୁଠାରୁ କ୍ୟୁଟ୍ ଯୋଡ଼ି କହିଲେ ଆପଣଙ୍କ ମନକୁ କାହାର ନାଁ ଆସୁଛି ? ନିଶ୍ଚୟ ଶ୍ରଦ୍ଧା କପୁର ଏବଂ ବରୁଣ ଧୱନଙ୍କ ନାଁ ଆସୁଥିବ । ପରଦାରେ ଏହି ଦୁହିଁଙ୍କ କେମିଷ୍ଟ୍ରି ଯେତିକି ସୁନ୍ଦର, ବାସ୍ତବ ଜୀବନରେ ସେମାନଙ୍କ କାହାଣୀ ସେତିକି ମଜାଦାର । ଆପଣ ଜାଣିଛନ୍ତି କି, ମାତ୍ର ୮…