Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନ ସାଜିଲେ ମଧ୍ୟସ୍ଥି

ମୁମ୍ବାଇ:‘ଡନ୍ ୩’ ଶୁଟିଂ ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ରଣବୀର ସିଂ ହଠାତ୍ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ରଣବୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ନିର୍ଦ୍ଦେଶକ ଫରହାନ ଅଖତରଙ୍କୁ ବଡ଼ ଝଟ୍‌କା ଲାଗିଥିଲା। ପ୍ରି-ପ୍ରୋଡକ୍ସନ ବାବଦରେ ଫରହାନଙ୍କର ପ୍ରାୟ ୪୫ କୋଟି ଟଙ୍କାର ମୋଟା ଅଙ୍କର…

ବବି ଦେଓଲଙ୍କ ସହ ବ୍ରେକଅପ ନେଇ ପ୍ରଥମ ଥର ମୁହଁ ଖୋଲିଲେ ପୂଜା

ମୁମ୍ବାଇ: ତାନ୍ୟା ଦେଓଲଙ୍କୁ ବିବାହ କରି ବଲିଉଡର ଲୋକପ୍ରିୟ ଅଭିନେତା ବବି ଦେଓଲ ତାଙ୍କ ପାରିବାରିକ ଜୀବନ ଖୁସୀରେ କାଟୁଛନ୍ତି । ତାନ୍ୟାଙ୍କୁ ବବି ଭଲ ପାଉଥିଲେ ଏବଂ ଶେଷରେ ବିବାହ କରିଥିଲେ । ବବିଙ୍କ ସହ ସମ୍ପର୍କକୁ ନେଇ ଇତି ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ପ୍ରଡ୍ୟୁସର ପୂଜା ଭଟ୍ଟ ଏକ ବଡ…

ବି.ଆର. ଚୋପ୍ରାଙ୍କ ‘ମହାଭାରତ’ରେ ‘କୁନ୍ତୀ’ ଭୂମିକାରେ ଅଭିନୟ କରିଥିବା ନାଜନୀନ କିଏ?…

ମୁମ୍ବାଇ: ଦୂରଦର୍ଶନର ସବୁଠାରୁ ଲୋକପ୍ରିୟ ପୌରାଣିକ ଧାରାବାହିକ 'ମହାଭାରତ'ର ପ୍ରତ୍ୟେକଟି ଚରିତ୍ର ଆଜି ବି ଦର୍ଶକଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ବିଶେଷକରି ପାଣ୍ଡବମାନଙ୍କ ମା' 'କୁନ୍ତୀ' ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନାଜନୀନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା।…

ରଣବୀରଙ୍କ ସଫଳତା ସହିପାରୁନାହାନ୍ତି ବରୁଣ ?

ମୁମ୍ବାଇ: ବକ୍ସ ଅଫିସରେ ସୁପରହିଟ୍ ହୋଇଥିବା ଫିଲ୍ମ 'ଧୁରନ୍ଧର ୨'ର ସଫଳତାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ଫ୍ୟାନ୍ସ। ଅଭିନେତା ବରୁଣ ଧୱନଙ୍କ ଗୋଟିଏ ବୟାନ ଏବେ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ରଣବୀର ସିଂଙ୍କ ପ୍ରଶଂସକମାନେ ବରୁଣଙ୍କ ଉପରେ ଏମିତି ବର୍ଷିଛନ୍ତି ଯେ, ତାଙ୍କୁ 'ଜଳନଖୋର'…

୪୧ ବର୍ଷରେ ମା’ ହେଲେ ଟେଲି ଅଭିନେତ୍ରୀ ଦିବ୍ୟାଙ୍କା

ନୂଆଦିଲ୍ଲୀ: ଟିଭି ଶୋ "ୟେ ହୈ ମୋହବତେଁ" ରେ "ଇଶି ମା" ଭାବରେ ହୃଦୟ ଜିତିଥିବା ଦିବ୍ୟାଙ୍କା ତ୍ରିପାଠୀ ଏବେ ବାସ୍ତବ ଜୀବନରେ ମାଆ ହୋଇଛନ୍ତି। ଏହି ଅଭିନେତ୍ରୀ ଯମଜ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିକଟରେ ତାଙ୍କର ଗର୍ଭବତୀ ଫଟୋସୁଟ୍ ଭାଇରାଲ ହୋଇଥିଲା। ତାଙ୍କ ବେବି ବମ୍ପକୁ ସହ…

ପୂଜା-ଆମିରଙ୍କ ଅକୁହା କାହାଣୀ: ଫଟୋ ପଛର ରହସ୍ୟ କଣ ?

ମୁମ୍ବାଇ: ଶୁଭ୍ର ବସ୍ତ୍ରରେ ଦୁଇ କଳାକାର ଏବଂ ଚେହେରାରେ ସେହି ଅପୂର୍ବ ସରଳତା । ପ୍ରସିଦ୍ଧ ଫଟୋଗ୍ରାଫର ଗୌତମ ରାଜାଧ୍ୟକ୍ଷଙ୍କ କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ନିଜ ପିଲାଦିନର ସ୍ମୃତିକୁ ମନେ ପକାଇ ଅଭିନେତ୍ରୀ ପୂଜା ଭଟ୍ଟ ଆମିର…

‘ଡନ୍ ୩’ ଛାଡ଼ିବା ପରେ ରଣବୀର ସିଂହଙ୍କୁ ଝଟକା, ୪୫ କୋଟି କ୍ଷତିକୁ ନେଇ ବଢ଼ିଲା ବିବାଦ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଫିଲ୍ମ ନିର୍ମାତା ଫରହାନ୍ ଅଖତରଙ୍କ ମଧ୍ୟରେ ‘ଡନ୍ ୩’କୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ଫିଲ୍ମର ଶୁଟିଂ ଆରମ୍ଭ ହେବାର ମାତ୍ର ୩ ସପ୍ତାହ ପୂର୍ବରୁ ରଣବୀର ଏହି ପ୍ରୋଜେକ୍ଟରୁ ହଟିଯାଇଥିବା ନେଇ ଫିଲ୍ମ ନିର୍ମାତା ଅଭିଯୋଗ କରିଛନ୍ତି। ଏହା ଫଳରେ…

Padma Awards 2026: ଧମେନ୍ଦ୍ରଙ୍କୁ ମିଳିଲା ପଦ୍ମ ବିଭୂଷଣ, ଗ୍ରହଣ କଲେ ହେମା…

ନୂଆଦିଲ୍ଲୀ: ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ତାଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ୨୫ ମେ ରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପଦ୍ମ ପୁରସ୍କାର ୨୦୨୬ ଉତ୍ସବରେ ଏହି ପୁରସ୍କାର ଗ୍ରହଣ…

ବିପୁଲଙ୍କ ସହ ସାଇନ୍ସ ଫିକ୍ସନ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାର ସର୍ବଦା ତାଙ୍କ ଫିଲ୍ମ ଚୟନ ନେଇ ପ୍ରଶଂସକଙ୍କୁ ଚକିତ କରି ଦେଇଥାନ୍ତି । ଏବେ ସେ ସମୂକ ନାମକ ଏକ ସାଇନ୍ସ ଫିକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏଲିୟନ୍ସଙ୍କ ଉପରେ ଏହା ଆଧାରିତ । ଦି କେରଳ ଷ୍ଟୋରୀ ଫେମ ଫିଲ୍ମମେକର ବିପୂଲ ଅମୃତଲାଲ ଶାହ ଏହାକୁ ପ୍ରଡ୍ୟୁସ…

ବୁମରାହଙ୍କୁ କାହିଁକି କ୍ଷମା ମାଗିଲେ ସୁପରଷ୍ଟାର ରାମ ଚରଣ

ନୂଆଦିଲ୍ଲୀ: ଦକ୍ଷିଣ ସୁପରଷ୍ଟାର ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର "ପେଡ୍ଡି" ପାଇଁ ଚର୍ଚ୍ଚାରେ ଅଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଭାରତୀୟ କ୍ରିକେଟର ଜସପ୍ରିତ ବୁମରାହଙ୍କୁ ଫୁଟବଲର ବୋଲି କହିଥିଲେ। ଯାହା ଫଳରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏପରିକି ମିମ୍ସ ମଧ୍ୟ ଭାଇରାଲ…