Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…

୩୦ ବର୍ଷ ପରେ କମ୍ ବ୍ୟାକ୍: ପୁଣି ସିନେମା ହଲରେ ‘କରନ ଅର୍ଜୁନ୍’

ମୁମ୍ବାଇ: ପୁଣି ସିନେମା ହଲକୁ ଆସିବାକୁ ଯାଉଛି ୧୯୯୫ର ବ୍ଲକ ବଷ୍ଟର, ଦୁଇ ଖାନ୍ ଭାଇଙ୍କ ସୁପରହିଟ୍ ଯୋଡି କରନ- ଅର୍ଜୁନ୍ । ପୁଣି ମୁକ୍ତିଲାଭ କରିବାକୁ ଯାଉଛି ଶାହାରୁଖ ଖାନ୍, ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କରନ ଅର୍ଜୁନ’ । ଆସନ୍ତା ନଭେମ୍ବରରେ ଏହା ପୁଣି ଥରେ ସିନେମା ହଲରେ ରି-ରିଲିଜ୍…

ବଡ ପରଦାରେ ଧମାକା କରିବ ‘ମିର୍ଜାପୁର ଦ ଫିଲ୍ମ’, ଆସିଲା ଟିଜର

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ଓଟିଟିରେ ଧମାକା ପରେ ଥିଏଟର ରିଲିଜ ପାଇଁ ପ୍ରସ୍ତୁତ ଅଛି ବହୁଲୋକପ୍ରିୟ ୱେବ ସିରିଜ'ମିର୍ଜାପୁର ଦ ଫିଲ୍ମ'। ଓଟିଟିର ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରାଇମ୍ ଡ୍ରାମା ସିରିଜ 'ମିର୍ଜାପୁର' ବର୍ତ୍ତମାନ ବଡ ପରଦାରେ ରିଲିଜ ହେବାକୁ ଯାଉଛି। ଆଜି…

ଆସୁଛି ପରମ ସୁନ୍ଦରୀ, ସିଦ୍ଧାର୍ଥଙ୍କ ସହ ନଜର ଆସିବେ ଜାହ୍ନବୀ 

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁର ସେମାନଙ୍କ ଅପକମିଂ ଫିଲ୍ମରେ ଏକାଠି ନଜର ଆସିବେ। ଦୁହେଁ ରୋମାଣ୍ଟିକ୍-କମେଡି ଫିଲ୍ମରେ ସ୍କ୍ରିନ ଶେୟାର କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ତୁଷାର ଜାଲୋଟା। ଚଳଚ୍ଚିତ୍ରରେ ଦୁଇଟି ଭିନ୍ନ ସଂସ୍କୃତିର ଲୋକଙ୍କ…

ଧର୍ମେନ୍ଦ୍ରଙ୍କୁ ନେଇ ସନୀଙ୍କ ପୋଷ୍ଟ ପ୍ରଶଂସକଙ୍କୁ ପକାଇଲା ଚିନ୍ତାରେ

ମୁମ୍ବାଇ: ଦେଓଲ ପରିବାର ପ୍ରତି ଫିଲ୍ମ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ନିକଟରେ ସନୀ ଦେଓଲ ସୋସିଆଲ ମିଡିଆରେ ବାପା ଧର୍ମେନ୍ଦ୍ରଙ୍କୁ ନେଇ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ପ୍ରଶଂସକଙ୍କ ମାନେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ । ଧର୍ମେନ୍ଦ୍ରଙ୍କ ଏକ ଫଟୋ ଶେୟାର କରି ସନୀ…

ବିବାହ ପୂର୍ବରୁ ନାଗା ଚୈତନ୍ୟ ସୋସିଆଲ ମିଡିଆରୁ ହଟେଇଲେ ପୂର୍ବତନ ପତ୍ନୀଙ୍କ ସମସ୍ତ ଫଟୋ

ଚେନ୍ନାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୂନର୍ବାର ବିବାହ କରିବାକୁ ଯାଉଛନ୍ତି । ସାମନ୍ଥା ରୂଥ ପ୍ରଭୂଙ୍କଠାରୁ ବିଧିବଦ୍ଧ ଭାବେ ଅଲଗା ହେବା ପରେ ନାଗା ଚୈତନ୍ୟ ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡିଥିଲେ । ନିକଟରେ ଶୋଭିତାଙ୍କ ସହ ତାଙ୍କ ନିର୍ବନ୍ଧ…

ଅଭିଷେକଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ନିମ୍ରତ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ର ଛାଡପତ୍ର କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ଯରେ 'ଦସୱି' ଫିଲ୍ମର ସହ-ଅଭିନେତ୍ରୀ ନିମ୍ରତଙ୍କ ସହ ଅଭିଷେକଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି। "ମୁଁ କିଛି ବି କରେ କି ନକରେ ତେବେ ଲୋକମାନେ ଯାହା…

ଇତିହାସ ରଚିଲେ ପ୍ରଥମ ଭାରତୀୟ: ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ

ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ଆୟୋଜିତ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍‌ (ଏମ୍‌ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତିଲେ ରାଚେଲ ଗୁପ୍ତା। ଏହି ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ରାଚେଲ ଗୁପ୍ତା ପିନ୍ଧିଲେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ। ଭାରତ ଲାଗି ଇତିହାସ…

ସଲମାନ କ୍ଷମା ମାଗିନିଅ, ନହେଲେ ଲରେନ୍ସ କେତେବେଳେ ମାରିଦେବ: ରାକେଶ ଟିକାୟତ

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ କୃଷକ ନେତା ରାକେଶ ଟିକାୟତ ସଲମାନ ଖାନଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ ଅଭିନେତାଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ। ସେ ଆହୁରି…

ବିବାଦରେ ସାଇ ପଲ୍ଲବୀ, ଭାରତୀୟ ସେନାକୁ ନେଇ ଏଭଳି କହିଥିଲେ… 

ନୂଆଦିଲ୍ଲୀ: ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତୀୟ ସେନା ଉପରେ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ସେ ଏବେ ବିବାଦରେ ରହିଛନ୍ତି। ସେ କହିଥିଲେ ଯେ ଭାରତୀୟ ସେନାକୁ ପାକିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଦେଖାଯାଉଛି। କିନ୍ତୁ…