Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗଣେଶଙ୍କ ମୂର୍ତ୍ତୀ ସହ ଫଟୋ ଉଠାଇ ସମାଲୋଚିତ ହେଲେ କିମ କାର୍ଦ୍ଦିଶିୟାନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚେଂଟଙ୍କ ବିବାହ ଉତ୍ସବରେ ଦେଶ ଓ ବିଦେଶର ଅନେକ ସେଲିବ୍ରେଟି ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ରିୟଲିଟି ଟେଲିଭିଜନ ଷ୍ଟାର କିମ କାର୍ଦ୍ଦିଶିୟାନ ତାଙ୍କ ଭଉଣୀ କଲୋଇ କାର୍ଦ୍ଦିଶିୟାନଙ୍କ ସହ ଏଥିରେ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ସେ ଏହି…

ରାମାୟଣ ନିର୍ମାତା ପ୍ରସ୍ତୁତ କରିବେ ଶ୍ରୀକୃଷ୍ଣଙ୍କ ଉପରେ ୱେବ୍ ସିରିଜ୍, ଦର୍ଶକଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ହେବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ପରେ ମଧ୍ୟ ଏହି ସିରିଏଲର ଚମତ୍କାରତା ଅକ୍ଷୁର୍ଣ୍ଣ ରହିଛି। କରୋନା ଅବଧି ସମୟରେ ମଧ୍ୟ ଏହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଏହି ସିରିଏଲର ସଫଳତା ଦେଖି ସାଗର ପିକ୍ଚର୍ସ…

କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର; ଏକ ହେଲେ ଅନନ୍ତ- ରାଧିକା

ମୁମ୍ବାଇ: କିଛି ପ୍ରତିଶ୍ରୁତି ଜନ୍ମ ଜନ୍ମର । ୨୦୧୭ରେ ଦୁହେଁ ଦୁହିଁଙ୍କୁ ଦେଇଥିବା ପ୍ରତିଶ୍ରୁତି ଗତକାଲି ଆଉ ଏକ ନୂଆ ଆଖ୍ୟା ପାଇଛି । ହିନ୍ଦୁ ରୀତିନୀତି ଅନୁସାରେ ରାଧିକାଙ୍କ ହାତ ଧରିଛନ୍ତି ଅନନ୍ତ । ଦେଶର ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବିବାହ ଗତକାଲି ସମ୍ପନ୍ନ ହୋଇଛି । ଭାରତର ଏକ…

କରୋନା ପଜିଟିଭ ଖିଲାଡି ଷ୍ଟାର

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନୂତନ ଫିଲ୍ମ ସରଫେରା ରିଲିଜ ପୂର୍ବରୁ ସାମ୍ନାକୁ ଆସିଛି ଦୁଃଖଦ ଖବର । କରୋନାରେ ଆକ୍ରାନ୍ତ ହୋଇଛନ୍ତି କିଲାଡି ଷ୍ଟାର୍ ଅକ୍ଷୟ କୁମାର । ଦୁଇଦିନ ହେବ ସେ ଅସୁସ୍ଥ ଥିଲେ, ଆଜି କୋଭିଡ୍ ଟେଷ୍ଟ କରିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡିଛି । ଏହି…

ଖିଲାଡି ଭାଇଙ୍କ ‘ସରଫିରା’, ଫେରାଇପାରିବ କି ସମ୍ମାନ

ମୁମ୍ବାଇ: ଆଜି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଖିଲାଡି ଅକ୍ଷୟ କୁମାରଙ୍କ ଆଉ ଏକ ନୂଆ ଫିଲ୍ମ ‘ସରଫିରା’ । ଚଳିତ ବର୍ଷରେ ଏହା ଅକ୍ଷୟଙ୍କ ଦ୍ବିତୀୟ ଫିଲ୍ମ । ଏହା ପୂର୍ବରୁ ଫିଲ୍ମ ‘ବଡେ ମିଆଁ ଓ ଛୋଟେ ମିଆଁ’ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅକ୍ଷୟ । ହେଲେ ଚଳିତ ବର୍ଷ ଆରମ୍ଭରୁ…

ଫସିଯିବେ ଅଭିନେତ୍ରୀ ରିୟା ଦେ !

ଭୁବନେଶ୍ବର: ବଢିଲା ଜଣାଶୁଣା ଓଲିଉଡ ଅଭିନେତ୍ରୀ ରିୟା ଦେଙ୍କ ଅଡୁଆ । ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ସୁନିଲ ଦଳାଇ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଘରୋଇ ସହାୟିକା ଚନ୍ଦ୍ରଶେଖରପୁର…

ହ୍ୟୁମାନ ସାଗର ବିବାଦରେ ମନୋଜ ମିଶ୍ର ଟୁଇଷ୍ଟ

ଭୁବନେଶ୍ବର: ହ୍ୟୁମାନ ସାଗର ବିବାଦରେ ନୂଆ ଟୁଇଷ୍ଟ। ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ…

ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପକମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଫ୍ୟାକଚର୍ ହେଇଥିବା ନେଇ ତାଙ୍କ ଟିମ୍ ପକ୍ଷରୁ ସୂଚନା ମିଳିଛି। ସୂଚନା…

ମହାରାଜଙ୍କ ମାନହାନି କରିଥିବା ଜଣେ ସାମ୍ବାଦିକ 

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଛି ଚର୍ଚ୍ଚିତ ହିନ୍ଦି ଫିଲ୍ମ ‘ମହାରାଜ’ । ଫିଲ୍ମର ବିଷୟବସ୍ତୁ ଉନ୍ନବିଂଶ ଶତାବ୍ଦୀର ଏକ ଚର୍ଚ୍ଚିତ କୋର୍ଟ କେସ୍ ଓ ଜଣେ ନିର୍ଭୀକ ସାମ୍ବାଦିକଙ୍କ ଉପରେ ଆଧାରିତ । ସାମ୍ବାଦିକ ସୌରଭ ଶାହଙ୍କ ଉପନ୍ୟାସ ‘ମହାରାଜ’ର କଥାବସ୍ତୁ ଉପରେ ନିର୍ମିତ ହୋଇଛି ଫିଲ୍ମ। ଜଣେ…

ରଣବୀର, ମାଧବନ, ସଞ୍ଜୟଙ୍କ ପରେ ଧୂରନ୍ଧରରେ ସାମିଲ ହେଲେ ଅକ୍ଷୟ

ମୁମ୍ବାଇ: ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଆଦିତ୍ୟ ଧର ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରରେ ବ୍ୟସ୍ତ ଅଛନ୍ତି । ରଣବୀର ସିଂ, ଆର.ମାଧବନ, ସଞ୍ଜୟ ଦତଙ୍କ ପରେ ଏବେ ଅକ୍ଷୟ ଖାନ୍ନାଙ୍କୁ ଏଥିରେ ସାମିଲ କରାଯାଇଛି । ଅକ୍ଷୟ କେଉଁ ଭୂମିକା କରିବେ…