Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ଅଡୁଆରେ କଣ୍ଠଶିଳ୍ପୀ: ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: ପୁଣି ଅଡୁଆରେ ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର। ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଉଥିବା ଅଭିଯୋଗରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ରୁକୁ ସୁନାଙ୍କ ବିରୋଧରେ ଏତଲା ହୋଇଛି। ଇଣ୍ଟର ନ୍ୟାସନାଲ ହ୍ୟୁମାନ୍ ରାଇଟ୍‌ସ କମିଶନ ସଂଘ ପକ୍ଷରୁ ଏତଲା ହୋଇଛି। ଜଗନ୍ନାଥ ଭଜନକୁ…

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ…

ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ସୁଜୈନ ଖାଁଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୧୭ ବର୍ଷ ଏକତ୍ର ରହିବା ପରେ ଉଭୟ ଶେଷରେ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଛାଡପତ୍ର ପରେ ଉଭୟ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ହ୍ରିତିକ ଏବେ ସବା ଆଜାଦଙ୍କ…

ଭାରତର ହାଇବଜେଟ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ମୂଳ ତେଲେଗୁ ଫିଲ୍ମ କଲକୀ ୨୮୯୮ ଏଡି । ସାଇନ୍ସ ଫିକସନ ଶ୍ରେଣୀଭୁକ୍ତ କଲକୀ ୨୮୯୮ ଏଡି ଏଯାବତ ଭାରତରେ ନିର୍ମିତ ସବୁଠାରୁ ବ୍ୟୟବହୁଳ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଛି ୬୦୦ କୋଟିରୁ ୭୦୦ କୋଟି ଟଙ୍କା । ଫିଲ୍ମର ଉଚ୍ଚକୋଟୀର…

କମାଲ କରୁଛି କଳକୀ-୨୮୯୮ ଏଡି; ୭ମ ଦିନରେ ୭୦୦ କୋଟି ଟଙ୍କା ଆୟ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି । ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ଏଡି । ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଥିବା ବେ‌ଳେ ଏହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ତେବେ ରିଲିଜର ୭ମ ଦିନରେ ମୋଟ…

ବନ୍ଦ ହେଲା ଶଙ୍କରଙ୍କ ଅପରିଚିତର ହିନ୍ଦୀ ରିମେକ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ବହୂ ପ୍ରତିକ୍ଷୀତ ଅପରିଚିର ହିନ୍ଦୀ ରିମେକକୁ ବନ୍ଦ କରି ଦିଆଯାଇଛି । ରଣବୀର ସିଂ ଅଭିନୀତ ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ଜୋର ଧରିଥିଲା । ଶଙ୍କର ରୋବୋଟ, ଇଣ୍ଡିଆନ ଓ ନାୟକ ପରି ସୁପରହିଟ ଫିଲ୍ମ କରି…

ବେଙ୍ଗଲ ହିଂସାକୁ ନେଇ ଆସୁଛି ଦି ଦିଲ୍ଲୀ ଫାଇଲ୍ସ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ଫିଲ୍ମ ଦି ଦିଲ୍ଲୀ ଫାଇଲ୍ସକୁ ନେଇ ବ୍ୟସ୍ତ ଅଛନ୍ତି । ବେଙ୍ଗଲ ହିଂସା ଉପରେ ଏହି ଫିଲ୍ମ ଆଧାରିତ । ନିକଟରେ ମହାତ୍ମା ଗାନ୍ଧୀ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ଭୂମିକା ପାଇଁ ସେ ପ୍ୟାନ ଇଣ୍ଡିଆ କଳାକାର ଚୟନ…

ଭାରତରେ ସାଇନ୍ସ ଫିକ୍ସନ ଫିଲ୍ମ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ପ୍ରଭାସଙ୍କ ଅଭିନୀତ ସାଇନ୍ସ ଫିକସନ ଫିଲ୍ମ କଲକୀ ୨୮୯୮ । ଏହା ଏକ ବ୍ୟୟବହୁଳ ତାରକା ଖର୍ଚ୍ଚିତ ସାଇନ୍ସ ଫିକ୍ସନ ଫିଲ୍ମ,ଯେଉଁଥିରେ ପୌରାଣିକ କଥାବସ୍ତୁକୁ ମଧ୍ୟ ସ୍ଥାନ ଦିଆଯାଇଛି । ଅନେକ ଦିନ ପରେ ଭାରତରେ ଏକ ସାଇନ୍ସ ଫିକସନ ଜେନରର ଫିଲ୍ମ ରିଲିଜ ହୋଇଛି ।…

ଓଲ୍ଡ ଇଜ୍ ଗୋଲ୍ଡ : ପୁଣି ଫିଲ୍ମ ରି-ରିଲିଜ ଟ୍ରେଣ୍ଡ୍

ମୁମ୍ବାଇ: ଭାରତେରେ ଏବେ ହିଟ୍ ଫିଲ୍ମର ପୁନଃ ରିଲିଜ ଧାରା ଚାଲିଛି । ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଗ୍ରଣୀ ସିନେଷ୍ଟାରମାନଙ୍କ ଜନ୍ମଦିନରେ ସେମାନଙ୍କ ଅଭିନୀତ ପୁରୁଣା ହିଟ୍ ଫିଲ୍ମର ପୁନଃ ରିଲିଜ କରାଯାଉଛି । ତେଲେଗୁ, ତାମିଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରମାନଙ୍କର ଚଳଚ୍ଚିତ୍ରର ପୁନଃ…

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର, ୩ୟ ପର୍ୟ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର। ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖବର ସେୟାର କରିଛନ୍ତି । ସେ କର୍କଟ…