Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍ ହେଲା ‘ପୁଷ୍ପା ୨’

ମୁମ୍ବାଇ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି…

ଫ୍ଲାଓ୍ବର ନୁହେଁ, ଫାୟର ‘ପୁଷ୍ପା-୨’

ମୁମ୍ବାଇ: ସିନେମା ହଲରେ ପଡୁ ପଡୁ ଆଜି ଫାନ୍ସଙ୍କୁ ପାଗଳ କରିଛି ପୁଷ୍ପା-୨ । ରାତି ୩ ଟାରୁ ଲାଗିଛି ଅସମ୍ଭାଳ ଭିଡ । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସିନେମା ହଲରେ ପଡୁ ପଡୁ ପୂରା ବାୟା କରିଛି ପୁଷ୍ପା ଦି ରାଇଜର ସିକ୍ବେନ୍ସ ପୁଷ୍ପା ୨ ଦ ରୁଲ । ରିଲିଜ୍ ପୂର୍ବରୁ ଏହା ଫ୍ୟାନ୍ସଙ୍କ…

ଗମ୍ଭୀର ରୋଗରେ ପୀଡିତ ଅଭିନେତା ସତୀଶ ଶାହା…

ମୁମ୍ବାଇ:ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ସତୀଶ ଶାହାଙ୍କ ସ୍ଵାସ୍ଥ୍ୟ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କ ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପଡିଛନ୍ତି | ସେ ଏକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି। ସତୀଶ ଶାହାଙ୍କ…

ଲରେନ୍ସକୁ ଡାକିବି କି ? ସଲମାନଙ୍କ ସୁଟିଂ ସେଟ୍‌ରେ ପୁଣି ମିଳିଲା ଧମକ

ମୁମ୍ଵାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହିତ ସେ ଲଗାତାର ହତ୍ୟା ଧମକ ମଧ୍ୟ ପାଇ ଚାଲିଛନ୍ତି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଟାର୍ଗେଟରେ ଅଛନ୍ତି ସଲମାନ। ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ପରେ ଲଗାତାର ସେ ଧମକ ପାଉଛନ୍ତି। କିନ୍ତୁ…

‘ପୁଷ୍ପା ୨’ ପ୍ରିମିୟର ଶୋ ବେଳେ ଦଳାଚକଟା, ମହିଳା ମୃତ

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’ । ପୁଷ୍ପା-୨ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ୍। ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ସେପଟେ ହାଇଦ୍ରାବାଦରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା । ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ତେଲୁଗୁ ବ୍ରାହ୍ମଣ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓରେ ବିବାହ ସଂପନ୍ନ ହୋଇଛି। ସୋସିଆଲ…

ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ହ୍ରିତିକ ରୋଶନଙ୍କ ପରିବାରର କାହାଣୀ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ସମେତ ପୂରା ରୋଶନ ପରିବାରର କାହାଣୀକୁ ବର୍ତ୍ତମାନ ଫ୍ୟାନ୍ସ ମାନେ ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ। ରୋଶନ ପରିବାର ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଡିସେମ୍ବର ୪ରୁ ନେଟଫ୍ଲିକ୍ସରେ ଦେଖିପାରିବେ। ରୋଶନ ପରିବାର ହେଉଛି ଏଭଳି ଏକ ଚଳଚ୍ଚିତ୍ର…

ଏମିତି ଏକ ଫିଲ୍ମ, ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ବି ମାଙ୍କଡକୁ ମିଳୁଥିଲା ଅଧିକ ଦରମା

ମୁମ୍ବାଇ:ଆପଣ ଜାଣନ୍ତି କି ୧୯୯୩ରେ ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା ଯେଉଁଥିରେ ହିରୋ ଅପେକ୍ଷା ମାଙ୍କଡ଼କୁ ଅଧିକ ଟଙ୍କା ଦିଆଯାଇଥିଲା। ଆସନ୍ତୁ ଜାଣିବା ମଜାଳିଆ କାହାଣୀ ବିଷୟରେ । ୧୯୯୩ ମସିହାରେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯେଉଁଥିରେ ଦୁଇଜଣ ମୁଖ୍ୟ ହିରୋଙ୍କ ସହିତ ଏକ…

କାହିଁକି ଚର୍ଚ୍ଚାରେ ଅଛନ୍ତି ନର୍ଗିସ ଫଖରୀଙ୍କ ଭଉଣୀ ଆଲିଆ ଫଖରୀ?

ମୁମ୍ବାଇ: ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି 'ରକଷ୍ଟାର୍' ଫେମ୍‌ ନର୍ଗିସ୍ ଫଖରୀ ଏବଂ ତାଙ୍କ ଭଉଣୀ। ଆଲିଆ ଫଖରୀ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଏବଂ ତାଙ୍କ ମହିଳା ବନ୍ଧୁ ଆନାସ୍ତାସିଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଅଭିନେତ୍ରୀଙ୍କ ଭଉଣୀ ବିଷୟରେ ଏକ…

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି…