Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବଲିଉଡରୁ ଓଲିଉଡ ସୁବୁଠି ଜନ୍ମାଷ୍ଟମୀ ସେଲିବ୍ରେସନ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ: ଦ୍ବାପର ଯୁଗରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଜନ୍ମ ନେଇଥିଲେ କୃଷ୍ଣ।ସେହି ଦିନକୁ କୃଷ୍ଣ ଜନ୍ମ ବା ପବିତ୍ର ଜନ୍ମାଷ୍ଟମୀ ରୂପେ ପାଳନ କରାଯାଉଛି। ଏହି ଅବସରରେ…

ରେସ୍’ ୪ରେ ନଜର ଆସିବେ କି ସିଦ୍ଧାର୍ଥ ମଲହୋତ୍ରା…

ନୂଆଦିଲ୍ଲୀ: ପୁଣିଥରେ ପରଦାକୁ ଆସିବାକୁ ଯାଉଛି 'ରେସ୍'ର ସିକ୍ବେଲ୍। ରେସ୍ ୩ଟି ସିକ୍ବେଲ୍ ରିଲିଜ ହୋଇସାରିଥିଲା ବେଳେ ଏବେ ଆସିବାକୁ ଯାଉଛି ରେସ୍ ୪। ଏହା ଏକ ବିଗ୍ ବଜେଟ୍ ଚଳଚ୍ଚିତ୍ର ହେବ। ଏହି ସିନେମାରେ ମୁଖ୍ୟ ଭୂମିକାରେ ସୈଫ ଅଲି ଖାନ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସୈଫଙ୍କୁ…

ଜେଲ ଭିତରେ ଅଭିନେତାଙ୍କ ମଉଜ, ଜେଲରଙ୍କ ସମେତ ୭ ନିଲମ୍ବିତ

ବେଙ୍ଗାଲୁରୁ: ରେଣୁକାସ୍ବାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ। ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଥିଲେ। ଜେଲ ଭିତରେ ଦର୍ଶନଙ୍କୁ…

ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୮୮ ବର୍ଷୀୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ ହୋଇଛି। ସିନେ ଏବଂ ଟିଭି କଳାକାର ସଂଘ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଆଶା ଶର୍ମା ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ…

ବଲିଉଡ ରଚିଛି ଷଡଯନ୍ତ୍ର, କାହିଁକି ଏମିତି କହିଲେ କଙ୍ଗନା……

ମୁମ୍ବାଇ: ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ ଖୁବଶୀଘ୍ର ତାଙ୍କର ନୂଆ ସିନେମା ‘ଏମରଜେନ୍ସି’ରେ ନଜର ଆସିବାକୁ ଯାଉଛନ୍ତି । ସାଂସଦ ହେବା ପରେ ଏହା ତାଙ୍କ ପ୍ରଥମ ସିନେମା ଯାହା ସେପ୍ଟେମ୍ବର ୬ରେ ପରଦାରେ ଆସିବାକୁ ଯାଉଛି । ଏହି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ…

ଅଡୁଆରେ ରେମୋ ଡି’ସୁଜା, ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ବଡ଼ ଝଟକା। ୮ ବର୍ଷ ପୁରୁଣା ମାମଲା ବନ୍ଦ କରିବାକୁ ଦାବିରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ଆବେଦନରେ ଚାର୍ଜସିଟକୁ ଚ୍ୟାଲେଞ୍ଜ କରାଯାଇ ନାହିଁ, ଏହି…

ସାଂସଦ ଭାବେ ନବାଗତ, ପରଦାରେ କିନ୍ତୁ ଅଭିଜ୍ଞ; ଏହି ଲୁକକୁ ଗ୍ରହଣ କରିବେ ତ ଜନତା?

ମୁମ୍ବାଇ: କଙ୍ଗନା ରାଣାୱତଙ୍କର ଆଗାମୀ ଫିଲ୍ମ 'ଏମରଜନ୍ସି' ସେପ୍ଟେମ୍ବର ୬ରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରମୋସନ ଆରମ୍ଭ ହୋଇଛି ଏବଂ କଙ୍ଗନା ମଧ୍ୟ ପ୍ରମୋଶନର ଏକ ଅଂଶ ହୋଇଛନ୍ତି । ବର୍ତ୍ତମାନ ଫିଲ୍ମର ପ୍ରମୋସନ ସମୟରେ, କଙ୍ଗନାଙ୍କର ବହୁତ ଭଲ ଲୁକ୍ ସାମ୍ନାକୁ ଆସିଛି ଯାହାକୁ…

୨୦ କୋଟିରେ ନିର୍ମିତ ଏହି ସାଉଥ୍ ଫିଲ୍ମ ବଜେଟ୍ ଠାରୁ ୫ ଗୁଣ ଅଧିକ କରିଛି ଆୟ

ମୁମ୍ବାଇ: ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ସାଉଥ୍ ଫିଲ୍ମ ଏବଂ ୱେବ୍ ସିରିଜ୍ କୁ ନେଇ କ୍ରେଜ୍ ବଢିଚାଲିଛି । ଯାହା ମଧ୍ୟରୁ କିଛି ଫିଲ୍ମ ହଲ୍ ରେ ମୁକ୍ତିଲାଭ କରିବା ପରେ ଓଟିଟି ରେ ହଇଚଇ ସୃଷ୍ଟି କରୁଛି । ଆମେ ବିଜୟ ସେତୁପତୀଙ୍କ ଫିଲ୍ମ 'ମହାରାଜା' ବିଷୟରେ କହୁଛୁ ଯାହା ଚଳିତ ବର୍ଷ ଓଟିଟି…

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରୁ ଓହରିଲେ ଆୟୁଷ୍ମାନ

ମୁମ୍ବାଇ: ୨୦୨୧ରେ ଲଭ ରଞ୍ଜନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ କରିବେ ବୋଲି ଘୋଷଣା କରିଥିଲେ । ଏହା ପରେ ଆୟୂଷ୍ମାନ ଖୁରାନଙ୍କୁ ଗାଙ୍ଗୁଲିଙ୍ଗ ଭୂମିକା କରିବା ପାଇଁ ଚୟନ କରାଯାଇଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆୟୂଷ୍ମାନ ଏବେ ଏହି ଫିଲ୍ମରୁ ଓହରି ଯାଇଛନ୍ତି…

ପଛରେ ପଡିଲେ ଶାହାରୁଖ, ଶ୍ରେଷ୍ଠ କଳାକାର ତାଲିକାର ନମ୍ବର ୱାନ ପ୍ରଭାସ

ମୁମ୍ବାଇ: ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜସ୍ୱ ପସନ୍ଦ ରହିଥାଏ । କେହି କେହି ଅଭିନେତା ଶାହାରୁଖ ଖାନଙ୍କୁ ପସନ୍ଦ କରନ୍ତି ତ କେହି କେହି ଅଭିନେତା ପ୍ରଭାସଙ୍କ ଫ୍ୟାନ୍ସ । ସମସ୍ତଙ୍କର ଅଭିନୟ ଶୈଳୀ ମଧ୍ୟ ଅଲଗା ସେଥିପାଇଁ ସୋସିଆଲ ମିଡିଆରେ ସେମାନଙ୍କ ବିଷୟରେ ଅଲଗା ଅଲଗା କଥା ନେଇ ଚର୍ଚ୍ଚା…