Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁରସ୍କାର ପାଇଁ ନାମ ଘୋଷଣା ହେବା ମାତ୍ରେ ଶାହାରୁଖଙ୍କ ପାଦ ଛୁଇଁଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ହିଟ ଫିଲ୍ମ ଜୱାନ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ଏହାର ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ନାମ ଘୋଷଣା ହେବା ମାତ୍ରେ ସେ ଖୁସିରେ ପାଖରେ ବସିଥିବା ଶାହାରୁଖ ଖାଁଙ୍କ ପାଦ ଛୁଇଁ ଏହାକୁ ଆଣିବାକୁ ଯାଇଥିଲେ । ଏହି…

କିଏ ଏହି ଓପେନହାଇମର? ଯାହାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ହଲିଉଡ ଫିଲ୍ମ ୭ଟି ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ: ତିନି ଘଣ୍ଟାର ସିରିୟସ ବାୟୋପିକ ହଲିଉଡ୍ ଚଳଚ୍ଚିତ୍ର “ଓପେନହାଇମର” ଅହେତୁକ ଭାବରେ ବକ୍ସ ଅଫିସରେ ଅରବ ଡଲାର ରୋଜଗାର କରିଛି । ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ୨୦୨୪ ରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ ବର୍ତ୍ତମାନ ଏହା ଏକ 7ଟି ଓସ୍କାର ପୁରସ୍କାର…

ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା, ଭିଡିଓ ଭାଇରାଲ

ଲସ ଆଞ୍ଜେଲସ: ଚଳିତ ବର୍ଷ ୯୬ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁରସ୍କାର ଶୋ' ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଶ୍ରେଷ୍ଠ ପୋଷାକ ଡିଜାଇନ…

ଓସ୍କାର ୨୦୨୪; ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର, ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଆମେରିକାରେ ୯୬ତମ ଓସ୍କାର  ଆୱାର୍ଡ ୨୦୨୪  ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଛି। ‘ ଓପେନହାଇମର’ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ପୁଅର ଥିଙ୍ଗ୍’  ଚଳଚ୍ଚିତ୍ରରେ ନିଖୁଣ…

ପଲକଙ୍କ ପ୍ରେମରେ ପଡିଛନ୍ତି କି ସୈଫଙ୍କ ପୁଅ ଇବ୍ରାହିମ

ମୁମ୍ବାଇ: ସୈଫ ଅଲୀ ଖାଁଙ୍କ ପୁତ୍ର ଇବ୍ରାହିମ ଅଲୀ ଖାଁ ଓ ପଲକ ତିୱାରୀଙ୍କ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତିରେ ଉଭୟଙ୍କୁ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏକତ୍ର ଆସିଥିବା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ…

ଟଙ୍କା ପାଇଁ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିବା ପ୍ରଶ୍ନର ଉତ୍ତର ଦେଲେ ଶିଳ୍ପା; କହିଲେ…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ପରିସରରେ ରହିଥାଆନ୍ତି । ଅନେକ ଥର ଶିଳ୍ପା  ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଟ୍ରୋଲର ଶିକାର ହୋଇଥାଆନ୍ତି । ନିକଟରେ ଶିଳ୍ପା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ…

ପୁଣି ବିବାଦରେ ଏଲଭିଶ ଯାଦବ, ୟୁଟ୍ୟୁବର୍ ସାଗର ଠାକୁରଙ୍କୁ଼ ପିଟିବା ମାମଲାରେ ପୋଲିସ କରୁଛି ପଚରାଉଚରା

ମୁମ୍ୱାଇ: ପୁଣି ଚର୍ଚ୍ଚାକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ ଓଟିଟି ଟାଇଟଲ୍ ବିଜେତା, ଏଲଭିଶ୍ ଯାଦବ। ସୋସିଆଲ ମିଡିଆ ମାଧ୍ୟମରେ ଏଲଭିଶ ତାଙ୍କ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କ…

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ  ମୁକୁଟ

ନୂଆଦିଲ୍ଲୀ: ୭୧ତମ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା ପାଇସ୍କୋଭା । ୨୭ ବର୍ଷ ପରେ ଭାରତରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୨୪ ବର୍ଷୀୟ ସୁନ୍ଦରୀ । ମୁମ୍ୱାଇରେ ଆୟୋଜିତ ମିସ୍ ୱାର୍ଲ୍ଡ  ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଉପରେ…

ଦାରା ସିଂଙ୍କ ମୃତ୍ୟୁ ଦିନ ବିନ୍ଦୁଙ୍କୁ ମଉଜ କରୁଥିବା ଦେଖି ଚକିତ ହୋଇଥିଲେ ଅମିତାଭ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦାରା ସିଂଙ୍କୁ ଏବେ ବି ପ୍ରଶଂସକମାନେ ମନେ ପକାଉଛନ୍ତି । ରାମାନନ୍ଦ ସାଗରଙ୍କ ରାମାୟଣରେ ସେ ହନୁମାନଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ୨୦୧୨ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ଏବେ ଏକ ସାକ୍ଷାତକାରରେ ତାଙ୍କ…

ବିଜୟ ସେତୁପତି ନୁହେଁ ହରମନ ବାୱେଜା କରିବେ ବିଭୀଷଣଙ୍କ ଭୂମିକା !

ମୁମ୍ବାଇ: ନୀତେଶ ତିୱାରୀଙ୍କ ରାମାୟଣ ଫିଲ୍ମକୁ ନେଇ ଚର୍ଚ୍ଚା କମିବାରେ ନାମ ଧରୁନି । ପ୍ରତ୍ୟେକ ଦିନ ଏହି ଫିଲ୍ମ ସମ୍ପର୍କିତ କିଛି ନା କିଛି ଖବର ସମ୍ମୁଖକୁ ଆସିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ବିଜୟ ସେତୁପତିଙ୍କ ବଦଳରେ ହରମନ ବାୱେଜା ବିଭୀଷଣଙ୍କ ଭୂମିକା କରି ପାରନ୍ତି ।…