Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌ ଫିଲ୍ମ। ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ…

ବି-ଟାଉନରେ ରକ୍ଷା ବନ୍ଧନ ଉତ୍ସବ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ଫଟୋ

ମୁମ୍ବାଇ: ଆଜି ସାରା ଦେଶ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି। ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ବନ୍ଧୁଛନ୍ତି। ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଭାଇମାନେ ପ୍ରତିଶ୍ରୁତି ଦେଉଛନ୍ତି। ଏହି ସମୟରେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ସୁନ୍ଦର ପର୍ବ ରାକ୍ଷୀ ପାଳନ କରୁଛନ୍ତି। ବଲିଉଡର…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପରେଡରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,…

ହସ୍ପିଟାଲରେ ଭର୍ତ୍ତି ହେଲେ ମୋହନଲାଲ

କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ତାଙ୍କୁ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ…

୩ ଦିନରେ ବମ୍ପର କଲେକ୍ସନ ସହ ‘ସ୍ତ୍ରୀ ୨’ର ନୂଆ ରେକର୍ଡ: ‘ସ୍ତ୍ରୀ’ ଶବ୍ଦ ଆସିଲା କେଉଁଠୁ,…

ମୁମ୍ବାଇ: ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି ତିନୋଟି ବଡ଼ ବଡ଼ ଫିଲ୍ମ। ବକ୍ସ ଅଫିସରେ ଚଳଚ୍ଚିତ୍ର ‘ସ୍ତ୍ରୀ 2’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ମଧ୍ୟରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ତେବେ ତିନୋଟି ଫିଲ୍ମ ମଧ୍ୟରେ ଦର୍ଶକଙ୍କ ମନ ଜିତୁଛି 'ସ୍ତ୍ରୀ ୨'। ୩ ଖାନଙ୍କ ଫିଲ୍ମକୁ ପଛରେ ପକାଇଛି…

ବର୍ଡର ୨ରେ ବରୁଣଙ୍କ ଏଂଟ୍ରି

ମୁମ୍ବାଇ: ୨୬ ବର୍ଷ ପରେ ସନୀ ଦେଓଲ ଅଭିନୀତ ବର୍ଡର ଫିଲ୍ମର ସୀକ୍ୱେଲକୁ ନେଇ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି । ସନୀ ପୂନର୍ବାର ବର୍ଡର ୨ରେ ଆର୍ମି ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହାର ଅନ୍ୟ ଷ୍ଟାର କାଷ୍ଟ ନେଇ ବିଭିନ୍ନ ଖବର ସମ୍ମୁଖକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ…

ବଲିଉଡର ନୂଆ ହିଟ୍ ଫର୍ମୁଲା

ମୁମ୍ବାଇ: ସୁପରନ୍ୟାଚୁରାଲ ହରର୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢୁଛି କି ? ଏ ବର୍ଷ ଏହି ଜେନରର କିଛି ବଲିଉଡ୍ ଫିଲ୍ମ ହାସଲ କରିଛି ଆଶାତୀତ ବ୍ୟବସାୟିକ ସଫଳତା । ସୁପରନ୍ୟାଚୁରାଲ ହରର ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହର ସଦ୍ୟ ଉଦାହରଣ ହେଉଛି ଫିଲ୍ମ 'ସ୍ତ୍ରୀ-୨'। ପୂର୍ବରୁ ରିଲିଜ ହୋଇଥିବା…

ରାହୁଲଙ୍କୁ ‘ପଂଚମ ଧାଡି’, କଂଗ୍ରେସ ରାଗିପାଚି ପଂଚମ 

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅସମ୍ମାନ । ଉତ୍ସବରେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ପଂଚମ ଧାଡିରେ ବସିବା ନେଇ କଂଗ୍ରେସର କଡା ଆପତ୍ତି । ରାହୁଲଙ୍କୁ ଅସମ୍ମାନ କରାଯାଇଥିବାରୁ ମୋଦି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସ୍ୱାଧୀନତା ଦିବସ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନ, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ

ଭୁବନେଶ୍ୱର: ଘୋଷଣା ହୋଇଛି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ଓଡ଼ିଆ ସିନେ ଜଗତ ସହ ଦମନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରୀ…

ବକ୍ସ ଅଫିସରେ ‘ସ୍ତ୍ରୀ ୨-ବେଦା-ଖେଲ ଖେଲ ମେଁ’ର କଡା ଟକ୍କର; ଜାଣନ୍ତୁ କାହାର କେତେ କଲେକ୍ସନ

ମୁମ୍ବାଇ: ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି ତିନୋଟି ବଡ଼ ବଡ଼ ଫିଲ୍ମ। ବକ୍ସ ଅଫିସରେ ଚଳଚ୍ଚିତ୍ର 'ସ୍ତ୍ରୀ 2', 'ଖେଲ ଖେଲ ମେଁ' ଏବଂ 'ବେଦା' ମଧ୍ୟରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ଏହି ତିନୋଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ରହିଥିବା ବେଳେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି ଶ୍ରଦ୍ଧା…