Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମହଙ୍ଗା ପଡିଲା ରାମ ଚରଣଙ୍କୁ ଇଡଲି ବରା କହିବା, ଏସଆରକେଙ୍କ ଉପରେ ରାଗିଗଲେ ଜେବା

ମୁମ୍ବାଇ: ଧୁମଧାମରେ ସରିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ୩ ଦିନିଆ ପ୍ରି-ୱେଡିଙ୍ଗ ସମାରୋହ । ଏହି ସମାରୋହର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ସବର ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ମଞ୍ଚ ଉପରେ ଏକାଠି ୩ଖାନ୍ ନୃତ୍ୟ…

‘ମହାରାଣୀ-୩’ ରୁ ‘ମେରୀକ୍ରିସମସ’ ପର୍ଯ୍ୟନ୍ତ ଏହି ସବୁ ଫିଲ୍ମ-ଓ୍ବେବସିରିଜ ଚଳିତ…

ମୁମ୍ବାଇ: ବର୍ତ୍ତମାନ ୱେବ୍ ସିରିଜ୍ ହୁମା କୁରୈଶିଙ୍କ 'ମହାରାଣୀ'ର ସିଜିନ-2 ରୁ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଶୈତାନ 'ପର୍ଯ୍ୟନ୍ତ କିଛି ଦମଦାର ଫିଲ୍ମ ଏବଂ ୱେବ୍ ସିରିଜ୍ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ OTT ରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାକୁ ଆପଣ ଘରେ ବସି ଆରାମରେ ଦେଖିପାରିବେ…

ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ପୋଷ୍ଟ ସେୟାର କରି ଖୁସି ବ୍ୟକ୍ତ କଲେ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେନ୍ନାଇରେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ତଥା ପ୍ରସିଦ୍ଧ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ସାକ୍ଷାତକାର ସମୟର କିଛି ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ମଧ୍ୟ…

ଡନ ୩ ପାଇଁ କିଆରା ନେଇଛନ୍ତି ୧୩ କୋଟି !

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମ ପାଇଁ ଷ୍ଟାର କାଷ୍ଟ ଏକପ୍ରକାର ଚୂଡାନ୍ତ ହୋଇଛି । ରଣବୀର ସିଂଙ୍କ ସହ କିଆରା ଆଡଭାନୀ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କିଆରା ତାଙ୍କ କ୍ୟାରିୟରର ସବୁଠାରୁ ଅଧିକ ଅର୍ଥ ଏହି ଫିଲ୍ମ ବାବଦକୁ ନେଇଛନ୍ତି…

ଆସିଲା ‘ଏ ୱତନ ମେରେ ୱତନ’ ର ଟ୍ରେଲର, ମାର୍ଚ୍ଚରେ ୨୧ରେ ରିଲିଜ

ମୁମ୍ବାଇ: ରିଲିଜ ହେଲା ସାରା ଅଲି ଖାନଙ୍କ ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର 'ଏ ୱତନ ମେରେ ୱତନ'ର ଟ୍ରେଲର । ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ଦେଶର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରଟି ୧୯୪୨ର ଭାରତ ଛାଡ ଆନ୍ଦୋଳନ…

ପୁଣି ଛାଡପତ୍ର କଥାକୁ ମିଥ୍ୟା ପ୍ରମାଣିତ କଲେ ଅଭିଷେକ-ଐଶ୍ଵର୍ଯ୍ୟା, ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଙ୍ଗରେ ଏକାଠି ଆସିଲେ…

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ । ଏହାପୂର୍ବରୁ ଅମ୍ବାନୀ ପରିବାର ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ…

ଅନନ୍ତ-ରାଧିକା ପ୍ରି ଓ୍ବିଡିଂଙ୍ଗ ସେଲିବ୍ରେସନ: ମା’ ବିଶ୍ୱମ୍ବରୀଙ୍କ ସ୍ତୁତିରେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କଲେ…

ଜାମନଗର: ଗୁଜୁରାଟ ଜାମନଗରରେ ଚାଲିଥିବା ଅନନ୍ତ ଅମ୍ବାନୀ ଏବଂ ରାଧିକ ମର୍ଚାଣ୍ଟ ପ୍ରି ଓ୍ବିଡିଂଙ୍ଗର ଗ୍ରାଣ୍ଡ ସେଲିବ୍ରେସନ ଗତକାଲି ଅର୍ଥାତ୍ ରବିବାର ରାତିରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅନେକ କଳାକାର, କ୍ରିକେଟ୍‌ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି…

‘ଇଣ୍ଡିଆନ୍ ଆଇଡଲ୍ ୧୪’ ର ବିଜେତା ହେଲେ କାନପୁରର ବୈଭବ ଗୁପ୍ତା

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍ ୧୪' ର ବିଜେତା ହୋଇଛନ୍ତି ବୈଭବ ଗୁପ୍ତା । ଟ୍ରଫି ସହ ସେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି । ଏହା ସହ ତାଙ୍କୁ ଏକ ମାରୁତି ବ୍ରେଜା କାର ମଧ୍ୟ ପୁରଷ୍କାର ଭାବେ ଦିଆଯାଇଛି । ଏହି ଶୋ’ର ରନର୍ ଅପ୍ ହୋଇଛନ୍ତି ସୁଭାଦୀପ ଦାସ ।…

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ବଲିଉଡ୍ ଛାଡ଼ିବାକୁ ଚାହୁଁଥିଲେ ଶେହନଶାହ

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଗତ ପାଞ୍ଚ ଦଶନ୍ଧି ଧରି  ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି, ବଲିଉଡର ଏହି ଶେହନଶାହ ଦିନେ ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବଲିଉଡର ଜଣେ…