Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ପ୍ରେମରେ ପଡିଲେ ସମନ୍ଥା! ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କରୁଛନ୍ତି ଡେଟ୍

ମୁମ୍ବାଇ: ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ପ୍ରଥମେ ଅଭିନେତ୍ରୀ ସମନ୍ଥା ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ନାଗା ଚୈତନ୍ୟ…

ଲାହୋର ୧୯୪୭: ସରିଲା ସୁଟିଂ, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଅମିର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାହୋର ୧୯୪୭' ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ l ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିର ଖାନ, ରାଜକୁମାର ସାଣ୍ଟୋସି ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ମଧ୍ୟ ବହୁତ…

‘କଙ୍ଗୁଭା’ ଟ୍ରେଲର ରିଲିଜ; ବବି ଦେବଲଙ୍କ ଭିଲେନ ଲୁକ୍ କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଅକ୍ଟୋବର ୧୦ ରେ ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରିଲିଜ ହେବ । ତେବେ ସୂର୍ଯ୍ୟାଙ୍କ ପ୍ରଶଂସକଙ୍କ ଅପେକ୍ଷା ର ଅନ୍ତ ଘଟିଛି, କାରଣ ସାଉଥ ସୁପରଷ୍ଟାରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'କଙ୍ଗୁଭା' ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଏହି ଫିଲ୍ମ ର ନାମ ଘୋଷଣା…

ମୁଫାସା-୨ ରେ ଦେଖିବାକୁ ମିଳିବ ଶାହାରୁଖ ଖାନ ଆଣ୍ଡ ସନ୍‌ସଙ୍କ ଜଲୱା, ଆର୍ୟନଙ୍କ ପରେ ଏବେ ଅବରାମଙ୍କୁ କଲେ ଲଞ୍ଚ

ମୁମ୍ବାଇ: ମୁଫାସାର ପ୍ରଥମ ଭାଗରେ ଆପଣ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସ୍ୱରର ଡେବ୍ୟୁ ଦେଖିଥିବେ। କିନ୍ତୁ ବର୍ତ୍ତମାନ କିଙ୍ଗ ଖାନଙ୍କ ସାନପୁଅ ଅବରାମ ମଧ୍ୟ ମୁଫାସା ୨ ରେ ତାଙ୍କ ସ୍ୱର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଯାହାର ଝଲକ ମୁଫାସା ଦି ଲାୟନ କିଙ୍ଗର ଟ୍ରେଲରରେ ଦେଖିବାକୁ…

ବେଗମ୍‌ଙ୍କ ଜନ୍ମଦିନରେ ମୁନାୱର ଫାରୁକି ହେଲେ ରୋମାଣ୍ଟିକ୍, ଭାଇରାଲ ହେଉଛି ଫଟୋ

ମୁମ୍ବାଇ:‘ବିଗ୍ ବସ୍-୧୭’ ବିଜେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଖବରରେ ରହିଥା’ନ୍ତି। କମେଡିଆନ ତାଙ୍କ ପତ୍ନୀ ମହଜବିନ କୋଟୱାଲାଙ୍କ ଜନ୍ମଦିନ ସେଲିବ୍ରେସନ କରିଛନ୍ତି। ଯାହାର ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର…

ମୁଁ ଏବେବି ବିବାହିତ: ଡିଭୋର୍ସ ଗୁଜବ ମଧ୍ଯରେ ମୁହଁ ଖୋଲିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ। ନିକଟରେ ବଲିଉଡ ୟୁକେ ମିଡିଆ ସହିତ ଏକ ସାକ୍ଷାତକାରରେ ସେ ଅଭିଷେକ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ବିବାହ…

ଜ୍ୟାକଲିନଙ୍କ ଜନ୍ମଦିନ: ଜେଲରେ ଥାଇ ଗାର୍ଲଫ୍ରେଣ୍ଡକୁ ଦାମୀ ଉପହାର ଦେଲେ ମହାଠକ ସୁକେଶ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମଦିନରେ ବିଶେଷ ଉପହାର ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ସୁକେଶ ଚନ୍ଦ୍ରଶେଖର । ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲରେ ଥାଇ ନିଜ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଉପହାର ଦେଇଛନ୍ତି। ୧୧ ଅଗଷ୍ଟରେ…

ଇଂରାଜୀ ଭାଷାରେ ରିଲିଜ ହୋଇଥିଲା ଦେଶର ପ୍ରଥମ ଦେଶଭକ୍ତି ଫିଲ୍ମ, ମୁଖ୍ୟ ଭୁମିକାରେ ଥିଲେ ଅଶୋକ କୁମାର

ମୁମ୍ବାଇ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ସାରା ଦେଶ ସ୍ଵାଧିନତା ଦିବସ ପାଳନ କରିଆସୁଛି । ପ୍ରତିବର୍ଷ ଏହି ଦିନରେ ପ୍ରତ୍ୟକ ଲୋକଙ୍କ ମନରେ ଦେଶପ୍ରେମର ଭାବନା ଦେଖିବାକୁ ମିଳିଥାଏ । ଏହି ଦିନ ଲୋକମାନେ ଦେଶଭକ୍ତି ଗୀତ ଶୁଣନ୍ତି ଏବଂ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଯଦିଓ…

ଅଜୟ, ଶାହରୁଖ ଓ ଅକ୍ଷୟଙ୍କୁ ବାଡେଇବା ଦରକାର, କାହିଁକି ଏଭଳି କହିଲେ ମୁକେଶ ଖାନ୍ନା

ମୁମ୍ବାଇ: 'ଶକ୍ତିମାନ' ଏବଂ 'ମହାଭାରତ' ଭଳି ଟିଭି ଶୋ ସହିତ ଦେଶର ପ୍ରତ୍ୟେକ ପରିବାର ପରିଚିତ। ଏଥିସହ ମୁକେଶ ଖାନ୍ନା ମଧ୍ୟ ଘରେଘରେ ଖୁବ୍ ଲୋକପ୍ରିୟ ହୋଇପାରିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ମତ ରଖିଥାନ୍ତି। ନିକଟ ରେ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ଅଜୟ…

ଉପେନ୍ଦ୍ର ରାଜକୋୱାଙ୍କ ଭୂମିକାରେ ନୱାଜୁଦ୍ଦିନ, ଯିଏ ନିଜ ପତ୍ନୀ ସହ ୩ ଝିଅଙ୍କୁ ହତ୍ଯା… 

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଏକ ବାୟୋପିକ୍ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବାୟୋପିକ୍ ଫିଲ୍ମଟି ଜଜ୍ ଉପେନ୍ଦ୍ର ନାଥ ରାଜକୋୱାଙ୍କ ଉପରେ ଆଧାରିତ। ଉପେନ୍ଦ୍ର ନାଥ ରାଜକୋୱା ବିବାଦରେ…