Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଟମ୍ ଆଣ୍ଡ ଜେରି କାର୍ଟୁନ ଶୋ’କୁ କାହିଁକି ହିଂସା କହିଲେ ଅକ୍ଷୟ

ମୁମ୍ବାଇ: କମେଡି ଫିଲ୍ମ 'ଖେଲ ଖେଲ ମେଁ' ପାଇଁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ଯେଉଁଥିରେ ଫରଦ୍ଦିନ ଖାନ, ତାପସୀ ପନ୍ନୁ, ବାନି କପୁର, ଏମି ଭାଇର୍କ ଏବଂ ପ୍ରଜ୍ଞା ଜୈସୱାଲ ନଜର ଆସିଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ପ୍ରଶଂସକଙ୍କ…

ହୋସ୍ ଉଡ଼ାଇଲା ବହୁ ପ୍ରତୀକ୍ଷିତ ହରର-କମେଡ଼ି ଫିଲ୍ମ ସ୍ତ୍ରୀ-୨ର ଆଡଭାନ୍ସ ଟିକେଟ୍ ବୁକିଂ କଲେକ୍ସନ

ନୂଆଦିଲ୍ଲୀ: ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ-୨ ବର୍ତ୍ତମାନ ରିଲିଜ୍ ପାଇଁ ପ୍ରସ୍ତୁତ। ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଶୁକ୍ରବାର ଦିନ ଫିଲ୍ମର ଆଡଭାନ୍ସ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆଡଭାନ୍ସ ବୁକିଂ ଧମାକ…

ମୁଁ ଓ ଐଶ୍ୱର୍ଯ୍ୟା ଛାଡପତ୍ର ନେଉଛୁ; ଭାଇରାଲ ଭିଡିଓ ପଛର ସତ… 

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ନିଜର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପାର୍ଟି ଓ ଫଙ୍କସନରେ ଦୁହିଁଙ୍କୁ ଏକାଠି ଦେଖାଯାଉନାହିଁ, ଫଳରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେମାନଙ୍କ ମଧ୍ୟରେ ସବୁ କିଛି ଠିକ୍ ଚାଲୁ ନାହିଁ। ଏହାରି ମଧ୍ୟରେ…

ବଲିଉଡରୁ ଅବସର ନେବେ କି ଆମୀର ଖାନ ?

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମୀର ଖାନ ଜଣେ ପରଫେକ୍ଟନିଷ୍ଟ ଭାବରେ ବିବେଚିତ ହୋଇଥିବା ବେଳେ ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ କାମ କରିଛନ୍ତି। ଆମୀର ଖାନ ଜଣେ ସଫଳ ଅଭିନେତା ଏବଂ ଅନେକ ମହାନ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ବର୍ତ୍ତମାନ ଅଭିନେତା…

ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ, ମିଳିବ ଏହି ସମ୍ମାନ

ମୁମ୍ବାଇ: ସ୍ୱିଜରଲ୍ୟାଣ୍ଡ ଗସ୍ତରେ କିଙ୍ଗ ଖାନ ଶାହରୁଖ। ତିନି ଦଶନ୍ଧି ଧରି ସିନେମା ଜଗତରେ ରାଜ୍ କରିଆସୁଥିବା ଶାହରୁଖ ଖାନଙ୍କର ସାରା ବିଶ୍ୱରେ ପ୍ରଶଂସକ ରହିଛନ୍ତି। ନିଜର ଦକ୍ଷତା ପାଇଁ ସେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ହିନ୍ଦୀ ସିନେମାରେ ତାଙ୍କର…

ପରବିନ ବାବି ବାୟୋପିକ୍

ମୁମ୍ବାଇ: ଭାରତରେ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବାୟୋପିକ୍ ସଂଖ୍ୟା ବହୁ କମ୍ । ନିର୍ମାତା ନିର୍ଦ୍ଦେଶକମାନେ ଫିଲ୍ମଷ୍ଟାରଙ୍କ ବାୟୋପିକ୍ ପ୍ରତି ସେତେଟା ଆଗ୍ରହ ଦେଖାଇନାହାନ୍ତି । ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ହାତଗଣତି କିଛି ଫିଲ୍ମ ହିଁ ନିର୍ମିତ ହୋଇଛି । ଏସବୁ ପିଲ୍ମ ମଧ୍ୟରେ…

ଆଉଟଫିଟ୍କୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍

ମୁମ୍ବାଇ: ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହେଲେ ସୈଫ୍ ଅଲ୍ଲୀ ଖାନ୍ । ନିକଟରେ ବଲିଉଡ ଅଭିନେତା ସୈଫ୍ ଅଲି ଖାନଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତାଙ୍କୁ ଏପରି ଏକ ଆଉଟଫିଟରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଜବରଦସ୍ତ ଟ୍ରୋଲର ଶିକାର ହୋଇଥିଲେ ସୈଫ୍ ।…

ବିଚ୍ଛେଦର ତିନି ବର୍ଷ ପରେ ପୁଣି ପ୍ରେମରେ ପଡିଲେ ନାଗା ଚୈତନ୍ୟ, ସେୟାର କଲେ ନିର୍ବନ୍ଧର ଫଟୋ

ମୁମ୍ବାଇ: ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ । ଯାହାର ଝଲକ ସେ ତାଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ମେଡ୍ ଇନ୍ ହେବେନ୍’ ର ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିବାର ଫଟୋ…

ପୁଣି ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ, ଦର୍ଘା ନିର୍ମାଣ ପାଇଁ ଦାନ କଲେ ଏତେ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଖେଲ ଖେଲ ମେଁ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ଚଳିତ ବର୍ଷର ଅଭିନେତାଙ୍କର ତୃତୀୟ ଚଳଚ୍ଚିତ୍ର । ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜଣେ ଭଲ ଅଭିନେତା ହେବା ବ୍ୟତୀତ…

‘ଲାହୋର ୧୯୪୭’ରେ ଦେଖିବାକୁ ମିଳିବ ଜବରଦସ୍ତ ଟ୍ରେନ ସିକ୍ବେନ୍ସ, ଧମାଲ କରିବେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ 'ଗଦର ୨'ର ଅପାର ସଫଳତା ପରେ ବର୍ତ୍ତମାନ 'ଲାହୋର ୧୯୪୭' ସହ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସନ୍ନି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତେବେ ଏହି ଫିଲ୍ମ ସହିତ ଅଭିନେତା…