Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହୃଦଘାତର ଶିକାର ହେଲେ ଅଭିନେତା ଶ୍ରେୟସ୍ ତଲପଡେ : ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ହୃଦଘାତ ଶିକାର ହେବାପରେ ତାଙ୍କୁ  ମୁମ୍ବାଇ ଅନ୍ଧେରି ସ୍ଥିତ ବେଲଭିଉ ଡାକ୍ତରଖାନାରୀରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି ।…

ଭାଗ୍ୟ ବଦଳାଇଦେଲା ବୋଲ୍ଡ ସିନ୍….

ମୁମ୍ବାଇ : ରଣବୀର କପୁରଙ୍କ ଆକ୍ସନ ଡ୍ରାମା ଫିଲ୍ମ ଆନିମଲ୍  । ଯାହା ବକ୍ସ ଅଫିସରେ ବେଶ୍ ଧମାକା କରୁଛି । ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ୍ବ ରୋଜଗାର କରିସାରିଲାଣି ।  ଚଳଚିତ୍ର ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଫ୍ୟାନ୍ସ ମାନେ ବେଶ୍ ପ୍ରଶଂସା କରୁଛନ୍ତି । କିନ୍ତୁ ଏବେ ଭାରତୀୟ…

ଡେଭିଡ ଧାୱନ-ବରୁଣ କମ୍ବିନେଶନର ଆଗାମୀ ଫିଲ୍ମକୁ ପ୍ରଡ୍ୟୁସ କରିବେ ରମେଶ ତୌରାନୀ

ମୁମ୍ବାଇ: ହୀରୋ, ଜୁଡୱା ୨ ଓ କୁଲୀ ନମ୍ବର ୧ ର ସଫଳତା ପରେ ବାପା ଡେଭିଡ ଧାୱନ ଓ ପୁତ୍ର ବରୁଣ ଧାୱନଙ୍କ ଯୋଡି ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଥିଲା । ପରେ ଏହି ଖବରର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠିଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଡେଭିଡ ଓ…

ଗୁଗଲ ଟପ୍ ସର୍ଚ୍ଚରେ କେଉଁ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ୨୦୨୩ ସରିବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି । ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ୍ ସଫଳତା ମିଳିଛି । କହିବାକୁ ଗଲେ ଆଜିକାଲିର ଦୁନିଆ ପାଲଟିଛି ଗୁଗଲର ଦୁନିଆ  । ଆମେ କିଛି ଅଜଣା ଜିନିଷ ଖୋଜିବାକୁ ଚାହିଁଲେ ସଙ୍ଗେସଙ୍ଗେ ଗୁଗଲର ସାହାର୍ଯ୍ୟ ନେଇଥାଉ  । ଲୋକପ୍ରିୟ…

୧୭ବର୍ଷ ପୂର୍ବରୁ ରିଲିଜ ହୋଇଥିବା ଏହି ଫିଲ୍ମରେ ଖଳନାୟକ ଭୁମିକାରେ ଦର୍ଶକଙ୍କ ପ୍ରିୟ ହୋଇଥିଲେ ଅମୀର ଖାନ, ଭାଙ୍ଗିଥିଲା…

ମୁମ୍ବାଇ: ଅମୀର ଖାନଙ୍କୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଏ | ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଯଦିଓ ଅମୀର ଖାନ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ହିରୋ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଶାସନ କରିଛନ୍ତି, କିନ୍ତୁ ୧୭ବର୍ଷ ପୂର୍ବେ…

ଫିଲ୍ମ ‘ଡଙ୍କି’ ରିଲିଜ ହେବା ପୂର୍ବରୁ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ କିଙ୍ଗ ଖାନ୍

ମୁମ୍ବାଇ: ସମସ୍ତଙ୍କ ନଜର ଏବେ ଶାହାରୁଖ ଖାନଙ୍କ ଅପକମିଙ୍ଗ ଫିଲ୍ମ 'ଡଙ୍କି' ଉପରେ । କାରଣ ଚଳିତବର୍ଷ କିଙ୍ଗ ଖାନ୍ ଙ୍କ ପ୍ରଥମ ଦୁଇଟି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା । ଶାହାରୁଖ ଙ୍କ ଅଭିନୀତ 'ପଠାନ' ଚଳିତବର୍ଷ ଆରମ୍ଭରେ ରିଲିଜ ହୋଇଥିଲା ​​ଯାହା ବେଶ ଲୋକପ୍ରିୟତା ହାସିଲ କରିଥିଲା । ଫିଲ୍ମରେ…

ରଣଦୀପ-ଲିନ୍ ଙ୍କ ରିସେପ୍ସନ୍ ପାର୍ଟିରେ ରୋମାଣ୍ଟିକ୍ ଏଣ୍ଟ୍ରି କରି ପୁଣି ଚର୍ଚ୍ଚାରେ ତମନ୍ନା ଓ ବିଜୟ

ମୁମ୍ବାଇ: ଏବେ ବି-ଟାଉନ ର ଲାଇମ ଲାଇଟ ରେ ତମନ୍ନା ଭାଟିଆ-ବିଜୟ ବର୍ମା । ବର୍ତ୍ତମାନ ପ୍ରତ୍ୟେକ ପାର୍ଟି ଓ ଇଭେଣ୍ଟରେ ନିଜର ସାନଦାର ଏଣ୍ଟ୍ରୀ ପାଇଁ ଚର୍ଚ୍ଚା ରେ ରହୁଛନ୍ତି ଏହି ନ୍ୟୁ ଲଭ ବାର୍ଡ । ଫିଲ୍ମ 'ଲଷ୍ଟ ଷ୍ଟୋରୀଜ-2' ର ସେଟରୁ ଆରମ୍ଭ ହୋଇଥିଲା ତମନ୍ନା ଓ ବିଜୟ ଙ୍କ ଲଭ ଷ୍ଟୋରୀ ।…

ରାଜନୀତିରେ ଏଣ୍ଟ୍ରି କରିବା ନେଇ କ’ଣ କହିଲେ ପରିଣୀତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା । ଚଳିତ ବର୍ଷ ସେପ୍ଟେମ୍ବରରେ ରାଜନେତା ରାଘବ ଚଢାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଦୁହିଁଙ୍କ ଜୋଡି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ଦୁହେଁ ପରସ୍ପରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସେମାନଙ୍କର…

ବିନା ପୋଷାକରେ ଜଙ୍ଗଲରେ ୧୦ ଦିନ, ଇଣ୍ଟରନେଟରେ ନିଆଁ ଲଗାଉଛି ଫଟୋ

ମୁମ୍ବାଇ: ତାଙ୍କ ନିଖୁଣ ଅଭିନୟ ଓ ଫିଟନେସ୍ ଏବଂ ଷ୍ଟଣ୍ଟ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ୍ ପରିଚିତ  । ଆମେ କହୁଛୁ ବିଦ୍ୟୁତ୍ ଜାମଓ୍ବାଲ୍ ଙ୍କ କଥା  । ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ଗତକାଲି ତାଙ୍କ ଜନ୍ମଦିନକୁ ସେ ଏକାକୀ ଜଙ୍ଗଲରେ ପାଳନ…

ଗୁଟଖା ବିଜ୍ଞାପନ ପାଇଁ ୩ ଅଭିନେତାଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍

ମୁମ୍ବାଇ : ମହଙ୍ଗା ପଡିଛି ପାନ ମସଲା କମ୍ପାନୀର ବିଜ୍ଞାପନ କରିବା  । ଏହି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ଏହି ଆବେଦନକୁ ଖାରଜ କରିବାକୁ, କେନ୍ଦ୍ର ସରକାରଙ୍କ ଓକିଲ ଲକ୍ଷ୍ନୌ ହାଇକୋର୍ଟରେ ଆବେଦନ କରିଛନ୍ତି । ସେ…