Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି, ପୋଲିସ ବଢାଇଲା ସୁରକ୍ଷା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଫୁଟିଥିବା ସୂଚନା ରହିଛି । ଆଜି ଭୋର ୫ଟା ସମୟରେ ଏହି ଗୁଳିବିନିମୟ ହୋଇଥିବା ଜଣାପଡିଛି । ମୋଟରସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଏହି ସମୟରେ ସଲମାନ ଖାନ୍ ଖରେ ଥିବା…

ସଲମାନ ତାଙ୍କୁ ମାରିବା ପାଇଁ ଦେଇଛନ୍ତି ସୁପାରୀ: କମାଲ ରଶିଦ ଖାଁ

ମୁମ୍ବାଇ: ଫିଲ୍ମମେକର ଓ ସ୍ୱୟଂଘୋଷିତ କ୍ରିଟିକ୍ସ କମାଲ ରଶିଦ ଖାଁ (କେଆରକେ)ଙ୍କ ଏକ ପୋଷ୍ଟ ଏବେ ବଲିଉଡରେ ହଇଚଇ ସୃଷ୍ଟି କରିଛି । ସୁପରଷ୍ଟାର ସଲମାନ ଖାଁ ତାଙ୍କୁ ମାରିବା ପାଇଁ ସୂୁପାରୀ ଦେଇଥିବା ସେ କହିଛନ୍ତି । କଂଗ୍ରେସର ପୂର୍ବତନ ନେତା ସଞ୍ଜୟ ନିରୂପମା ତାଙ୍କୁ ଏହି କଥା କହିଥିବା…

ଖୁବ ଶୀଘ୍ର ଆରମ୍ଭ ହେବ ରଜନୀକାନ୍ତ ଅଭିନୀତ ଜେଲର ସୀକ୍ୱେଲର ଶୁଟିଂ

ଚେନ୍ନାଇ: ଗତ ବର୍ଷ ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ମେକର୍ସ ଏହାର ସୀକ୍ୱେଲ କରିବା ପାଇଁ ଚିନ୍ତା କରୁଥିଲେ । ରଜନୀକାନ୍ତ କାହାଣୀ ଶୁଣିବା ପରେ ସବୁଜ ସଙ୍କେତ ଦେଇଛନ୍ତି । ତାମିଲ ସିନେମାରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଏହି ଫିଲ୍ମକୁ ନେଲ୍ସନ…

ପୁଣି ଥରେ ଏକାଠି ଫିଲ୍ମ କରିବେ କି ମଲ୍ଲିକା ଓ ଇମ୍ରାନ, ଦୀର୍ଘ ୨୦ ବର୍ଷ ପରେ ଏକାଠି ଆସିଲେ ନଜର

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ନଜର ଆସିଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାୱତ ଓ ଅଭିନେତା ଇମ୍ରାନ ହାଶମି । ଡବଲ୍ ଧମାଲ, ୱେଲକମ୍, ହିସ୍ ଏବଂ ଡର୍ଟୀ ପଲିଟିକ୍ସ ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ମଲ୍ଲିକା ଶେରାୱତ ବହୁ ବର୍ଷ ଧରି ଚଳଚ୍ଚିତ୍ର ଜଗତରୁ ନିଜକୁ ଦୁରେଇ…

ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….

ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି…

ଇଦ ଅବସରରେ ସଲମାନ ଘୋଷଣା କଲେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର

ମୁମ୍ବାଇ: ଏଥର ଇଦ ଅବସରରେ ସଲମାନ ଖାଁଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ତେବେ ପ୍ରଶଂସକଙ୍କୁ ନିରାଶ ନ କରି ସେ ଏହି ଅବସରରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗାଡୋସ ସିକନ୍ଦର ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।…

ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ଅମର ସିଂ ଚମକିଲା’

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ 'ଅମର ସିଂ ଚମକିଲା' ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ର ଟି ଅମର ସିଂ ଚମକିଲାଙ୍କ ଜୀବନ କାହାଣି ଉପରେ ଆଧାରିତ । 'ଅମର ସିଂ ଚାମକିଲା' ଏପ୍ରିଲ ୧୨ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।…

ରିଲିଜ ହେଲା ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର’ର ଟ୍ରେଲର, ୧୪ ବର୍ଷ ପରେ ବଡ ପରଦାକୁ ଫେରିଲେ ଫରଦିନ

ନୂଆଦିଲ୍ଲୀ: ‘ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଡେବ୍ୟୁ ୱେବ ସିରିଜ ସହ ଫେରୁଛନ୍ତି ନିର୍ଦ୍ଦେଶକ ସଂଜୟ ଲୀଲା ବଂଶାଲୀ । ଏହି ସିରିଜ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତା ଫିଲ୍ମରୁ ଅଭିନେତାଙ୍କ ପ୍ରଥମ ଲୁକ ସେୟାର କରିଥିବା ବେଳେ ବର୍ତ୍ତମାନ…

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ…

ରାଜମୌଲିଙ୍କ ଫିଲ୍ମରେ ନଜର ଆସିବେ ଦଙ୍ଗଲ ହିରୋ

ମୁମ୍ବାଇ: ଦଙ୍ଗଲ ହିରୋ ଏବେ  ବଡ ପରଦାରୁ ଦୂରରେ ଅଛନ୍ତି । ଅମୀର ଖାନ୍ ଲାଲ ସିଂ ଚଢା ଫିଲ୍ମ ଫ୍ଲପ୍ ହେବା ପରଠାରୁ  ଏପର୍ଯ୍ୟନ୍ତ କୌଣସି ଫିଲ୍ମରେ ସାଇନ୍ କରିନାହାଁନ୍ତି । କିନ୍ତୁ ବର୍ତ୍ତମାନ ଯାହା  ଖବର ରହିଛି,  ଅମୀର ଖାନ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏସ.ଏସ୍ ରାଜମୌଲିଙ୍କ ଆଗାମୀ…