Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଳାକାରଙ୍କ କଳା କାହାଣୀ

ନୂଆଦିଲ୍ଲୀ: କନ୍ନଡ ସିନେମାର ଲୋକପ୍ରିୟ କିନ୍ତୁ ବିବାଦୀୟ ଷ୍ଟାର ଦର୍ଶନଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚା ତାଙ୍କର କୌଣସି ଫିଲ୍ମ ରିଲିଜକୁ ନେଇ ନୁହେଁ । ଚର୍ଚ୍ଚା ଏଥିପାଇଁ ଯେ, ନିଜର ଜଣେ ଫ୍ୟାନଙ୍କୁ ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦର୍ଶନ । କନ୍ନଡ…

ଏକତ୍ର ଅଭିନୟ କରିବେ ଶାହାରୁଖ-ସାମନ୍ଥା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାଁ ଏବଂ ସାମନ୍ଥା ରୁଥ ପ୍ରଭୂ ଏକତ୍ର ଅଭିନୟ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଅନୁମାନ କରାଯାଇଛି । ତେବେ ଏ ନେଇ ଶାହାରୁଖ କିମ୍ବା ସାମନ୍ଥା ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାନ୍ତି…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌, କୋର୍ଟରେ ହାଜର ହେଲେ ଅଭିନେତା

କଟକ: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲା । ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ମହାନ୍ତି ହାଜର ପରେ ଚାର୍ଜଫ୍ରେମ କରାଯାଇଛି । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି । ବର୍ଷାଙ୍କୁ ନିର୍ଯାତନା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ…

ସୋନାକ୍ଷୀଙ୍କ ବାହାଘର, ‘ଖାମୋସ’ ଶତ୍ରୁଘ୍ନ !

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି, ସୋନାକ୍ଷୀଙ୍କ ବିବାହକୁ ନେଇ ଖୁସି ନାହାନ୍ତି ବାପା ଶତ୍ରୁଘ୍ନ ସିହ୍ନା ଓ ପରିବାର। କାହିଁକି ଶତ୍ରୁଘ୍ନ ଖୁସି ନାହାନ୍ତି, ଏନେଇ ସ୍ପଷ୍ଟ ସୂଚନା…

ବିରଳ ରୋଗରେ ପୀଡ଼ିତ ଅଲକା, ହରାଇଲେ ଶ୍ରବଣ ଶକ୍ତି

ମୁମ୍ବାଇ: ୯୦ ଦଶକର ଅନେକ ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ମନରେ ରାଜ୍ କରୁଥିବା ଫେମସ ସଙ୍ଗୀତଜ୍ଞ ଅଲକା ୟାଗ୍ନିକଙ୍କୁ ନେଇ ଆସିଛି ଏକ ବଡ ଖବର। ବାସ୍ତବରେ, ଗାୟିକା ଏକ ବିରଳ ରୋଗର ଶିକାର ହୋଇଛନ୍ତି । ଏହି ରୋଗରେ ପଡ଼ିବା ପରଠାରୁ ସେ ତାଙ୍କର ଶ୍ରବଣ ଶକ୍ତି ହରାଇଛନ୍ତି। ସୋସିଆଲ ମିଡ଼ିଆ…

ନସୀରଙ୍କ ବିବାଦୀୟ ବୟାନ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ନସୀରୁଦ୍ଦିନ ଶାହ ତାଙ୍କ ବିବାଦୀୟ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ । ୭୦ ଦଶକ ପରେ ତାଙ୍କ ଯୋଗୁ ହିନ୍ଦୀ ଫିଲ୍ମର ସ୍ତର ଖସିଥିଲା । ଏପରିକି ସେ ୨୦୧୦ରେ…

ପ୍ରେମରେ ଅନଲକି ବୋଲି କହିଲେ କାର୍ତିକ

ମୁମ୍ବାଇ: ମୁଁ ପ୍ରେମରେ ଅନଲକି ବୋଲି ବଲିଉଡର ଉଦୀୟମାନ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ କହିଛନ୍ତି । ଏବେ ମୁଁ ଏକୁଟିଆ ଅଛି ବୋଲି ସେ କହିଛନ୍ତି । କାର୍ତିକଙ୍କ ନାମ ସାରା ଅଲୀ ଖାଁ ଓ ଅନନ୍ୟା ପାଣ୍ଡେଙ୍କ ସହ ଯୋଡା ଯାଉଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ଜୀବନ…

ବର୍ଡର ୨ର ଘୋଷଣା କଲେ ସନୀ ଦେଓଲ

ମୁମ୍ବାଇ: ୨୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ଏହି ଭିଡିଓରେ ସନୀ କହୁଛନ୍ତି ୨୭ ବର୍ଷ ତଳେ ଗୋଟିଏ ସୈନିକ ଶପଥ କରିଥିଲା କି ସେ ଫେରିବ ।…

ଖୁବ ଶୀଘ୍ର ପରଦାକୁ ଆସିବ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବାୟୋପିକ୍

ମୁମ୍ବାଇ: ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଖୁବ୍ ଶୀଘ୍ର ପରଦାରେ ଦେଖିବେ ଦର୍ଶକ । ଏହି ବାୟୋପିକ୍‌ର ନାଁ ‘ବେଦୀ: ଦ ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି । ଏନେଇ ଫିଲ୍ମ ନିର୍ମାତା ଏକ ଭିଡିଓ ଜାରି କରି ଏହି ଘୋଷଣା…

ବକ୍ସ ଅଫିସରେ କମାଲ କରିବ ଶାହାରୁଖ, ଅମୀର ଓ ସଲମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ୨୦୨୩ ଶାହାରୁଖ ଖାଁଙ୍କ ବର୍ଷ ରହିଥିଲା । ଯବାନ, ପଠାନ ଓ ଡଙ୍କି ପରି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅବଶ୍ୟ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱର ଅମୀର ଖାଁ ଓ ସଲମାନ ଖାଁଙ୍କ ଏହି ବର୍ଷ ଭଲ ନ ଥିଲା । ଉଭୟଙ୍କ କୌଣସି ଫିଲ୍ମ ଆଖିଦୃଶିଆ ବ୍ୟବସାୟ କରିପାରି ନ ଥିଲା । ଏହା…