Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ପୁନମଙ୍କ ମୃତ୍ୟୁ ଖବର

ମୁମ୍ବାଇ: ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଅକାଳ ବିୟୋଗ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ଓ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି । ତାଙ୍କ ମ୍ୟାନେଜର ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଏହି ଖବରର ସତ୍ୟତା ଏ ପର୍ଯ୍ୟନ୍ତ ପୃଷ୍ଟି ହୋଇପାରୁ ନାହିଁ । ମୂଖ୍ୟତଃ ପୁନମଙ୍କ ଶବ ଏ ପର୍ଯ୍ୟନ୍ତ…

କର୍କଟ ରୋଗରେ ଯାଇଛି ଏହି ସବୁ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ଆକସ୍ମିକ ଦେହାନ୍ତରେ ବଲିଉଡ଼ ଜଗତରେ ଶୋକ ଖେଳିଯାଇଛି। ଗର୍ଭାଶୟ କର୍କଟ କାରଣରୁ ଏହି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, କର୍କଟ ରୋଗରେ ଅନେକ କଳାକାରଙ୍କ ଜୀବନ ହାନୀ ଘଟିଛି। ଆସନ୍ତୁ ଜାଣିବା କେଉଁ ମାନେ କର୍କଟରେ ଜୀବନ…

ବରିଷ୍ଠ ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଠ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ତଥା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି ଏହି ଭେଟେରାନ ଆକ୍ଟର। ଏନେଇ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି…

ରାଜନୀତିରେ ଏଣ୍ଟ୍ରୀ କଲେ ତାମିଲି ସୁପରଷ୍ଟାର ଥଲାପତି ବିଜୟ, ଗଠନ କଲେ ନିଜର ନୂଆ ଦଳ

ଚେନ୍ନାଇ: ତାମିଲ ସୁପରଷ୍ଟାର ଥଲାପତି ବିଜୟ ରାଜନୀତିରେ ଦମଦାର ଏଣ୍ଟ୍ରୀ କରିଛନ୍ତି । ଅଭିନେତା ଫିଲ୍ମ ରୁ ରାଜନୀତି ଦୁନିଆକୁ ନିଜ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟଙ୍କ ପାଇଁ ରାଜନୀତି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ନୂଆ । ତେବେ ଅଭିନେତା ଜଣକ କୌଣସି ରାଜନୈତିକ ଦଳରେ ଯୋଗ ଦେଇନାହାଁନ୍ତି, ବରଂ…

ପରଲୋକରେ ସୋଶିଆଲ ମିଡିଆର ଚର୍ଚ୍ଚିତ ଚେହେରା ପୁନମ୍ ପାଣ୍ଡେ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସୋଶିଆଲ ମିଡିଆ ହେଉ ଅବା ଟିଭି ପରଦାରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେଙ୍କ ପରଲୋକ । ଏନେଇ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି । ପୁନମଙ୍କ ଏଭଳି ଭାବରେ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଚକିତ…

ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା’ ସମଲେଇର’ ଶୁଭ ମହୁରତ

ସମ୍ବଲପୁର : ମାଆ ସମଲେଶ୍ୱରୀଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ବହୁଭାଷୀ ଚଳଚ୍ଚିତ୍ର 'ଜୟ ମା ସମଲେଇ' ର ଶୁଭ ମହୁରତ ମାଆ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ…

ରାଜନୀତିରେ ପ୍ରବେଶ କରିବେ ଥାଲାପତି ବିଜୟ

ମାଡ୍ରାସ: ତାମିଲ ସୁପରଷ୍ଟାର ଥାଲାପତି ବିଜୟ ଫିଲ୍ମ ଦୁନିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦୀର୍ଘ ଦିନ ହେବ ନିଜର ଏକ ପାର୍ଟି…

ଆରମ୍ଭ ହେଲା ପୁଷ୍ପା-୨ କାଉଣ୍ଟ ଡାଉନ, ଆଉ ମାତ୍ର ୨୦୦ଦିନର ଅପେକ୍ଷା

ମୁମ୍ବାଇ: ପୁଷ୍ପା-୧ର ଜବରଦସ୍ତ ସଫଳତା ପରେ ଏବେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୁଷ୍ପା-୨କୁ ଚାତକ ପରି ଚାହିଁ ବସିଛନ୍ତି । ଏହାରି ଭିତରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ପୁଷ୍ପା-୨ର ରିଲିଜ ଡେଟ୍ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା ।…

ଭାଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ‘ଆଶିକ୍ ସରେଣ୍ଡର ହେଲା’

ଭୁବନେଶ୍ବର : ବିଶ୍ୱାସ ପ୍ରଡକସନ୍ସ ପ୍ରଯୋଜିତ ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ଭଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ବୋଲି ପ୍ରେସ୍ କ୍ଲବରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ପ୍ରକାଶ କରିଛନ୍ତି । ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଣ୍ଟିକ ହୋଇଥିବା ବେଳେ ପ୍ରେମ୍…

ବିଗ୍‌ବସ୍‌ ସିଜିନ-୧୭: ନିଜ ଜନ୍ମ ଦିନରେ ଟ୍ରଫି ହାତେଇଲେ ମୁନାୱାର ଫାରୁକି

ମୁମ୍ବାଇ: ରବିବାର ଶେଷ ହୋଇଛି ରିଆଲିଟି ଶୋ’ ବିଗବସ୍ ସିଜିନ-୧୭ । ଏହାର ବିଜେତା ହୋଇଛନ୍ତି ମୁନାୱାର ଫାରୁକି । ନିଜ ଜନ୍ମ ଦିନରେ ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଛନ୍ତି ଷ୍ଟାଣ୍ଡଅପ୍‌ କମେଡିଆନ ମୁନାୱାର ଫାରୁକି । ଟ୍ରଫି ସାଙ୍ଗକୁ ତାଙ୍କୁ 50 ଲକ୍ଷ ଟଙ୍କାର ପୁରସ୍କାର ରାଶି ଓ ଏକ…