Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆଜିକାଲି କଙ୍ଗନା ନିର୍ବାଚନ ପ୍ରଚାରରେ ଜଡିତ ଅଛନ୍ତି। ସେପଟେ କଙ୍ଗନା ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ…

କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା

ମୁମ୍ବାଇ: ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନର ଲୁକ୍ ସହିତ ଐଶ୍ୱର୍ଯ୍ୟା ରାୟ ଅନେକ ଲାଇମଲାଇଟ୍ ହାସଲ କରିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ଦ୍ୱିତୀୟ ଦିନର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଫ୍ୟାଶନ ସେନ୍ସ ପାଇଁ ସାରା ବିଶ୍ୱରେ…

ବକୁଳରେ ଆନ୍ତର୍ଜାତୀୟ ଶିଶୁ ଫିଲ୍ମ ଫେଷ୍ଟିଭାଲ୍

ଭୁବନେଶ୍ବର : ବକୁଲ ଫାଉଣ୍ଡେସନ ସତ୍ୟନଗରର ବକୁଳ ଲାଇବ୍ରେରୀରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ରର ଏକ ଉତ୍ସବର ଆୟୋଜନ କରୁଛି । ଆସନ୍ତା ମଇ ୧୭ ପର୍ଯ୍ୟନ୍ତ ପ୍ରତିଦିନ ୧୨ ରୁ ପର୍ଯ୍ୟନ୍ତ ସନ୍ଧ୍ୟା ୫ ଟା ରେ ଶିଶୁ ଏବଂ ବୟସ୍କମାନେ ୟୁରୋପ (ଇଟାଲୀ), ପଶ୍ଚିମ ଏସିଆ (ଇରାନ), ପୂର୍ବ ଏସିଆ (ଜାପାନ…

ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଜ୍ୟାକି ଶ୍ରଫ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଆକ୍ଟର ଜ୍ୟାକି ଶ୍ରଫ୍ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଯାଇଥାନ୍ତି । ତାଙ୍କର ଷ୍ଟାଇଲ୍ ଓ କଥାବାର୍ତ୍ତା କରିବାର ଅନ୍ଦାଜ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କ ଠାରୁ ଭିନ୍ନ କରିଥାଏ । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ…

ପ୍ରାଚୀନ କାଳରୁ ହିଁ ‘ମାଆ’ଙ୍କ ସମ୍ମାନର୍ଥେ ପର୍ବ

ଭୁବନେଶ୍ବର: “ମାଆ” ଅମୂଲ୍ୟ ସେ ଶବ୍ଦ । ସୃଷ୍ଟିର ସେ ଅନନ୍ୟ ସମ୍ପଦ । ମାଆ ଥରେ ଡାକି ଦେଲେ ମନରେ ଆନ୍ଦୋଳିତ ହେଉଥିବା ଅସୁମାରୀ ପ୍ରଶ୍ନର  ଯେପରି ଉତ୍ତର ମିଳିଯାଏ । କୁହାଯାଏ ଭଗବାନ ସମସ୍ତଙ୍କୁ ସମାନ ଖୁସି ଦେଇପାରନ୍ତିନି ବୋଲି ସେ ସମସ୍ତଙ୍କୁ ମାଆ ଦେଇଛନ୍ତି । ଯେ ତାର ପଣତ କାନି…

ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କଲା କୋର୍ଟ

ମୁମ୍ବାଇ: ମଧ୍ୟପ୍ରଦେଶ ହାଇକୋର୍ଟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ବର୍ଷ ତଳେ ନିଜର ଏକ ପୁସ୍ତକ ଲଞ୍ଚକୁ ନେଇ ବିବାଦରେ ଫସିଛନ୍ତି ବଲିଉଡର ବେବୋ । ନିକଟରେ କରୀନା କପୁର ନିଜର ପ୍ରେଗ୍ନେନ୍ସି ଯାତ୍ରାକୁ ନେଇ ଏକ ବହି ଲଞ୍ଚ କରିଥିଲେ। ସେହି ବହିର…

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଳିତ ହେବ ‘ଭାରତ ପର୍ବ’

ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣ ପାଇଁ ଦେଶ ପ୍ରସ୍ତୁତ ହେଉଥିବାବେଳେ ଏହା ଭାରତ ପାଇଁ ଏକ ସ୍ୱତନ୍ତ୍ର ବର୍ଷ । ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଭାରତ ପର୍ବ ଆୟୋଜନ କରାଯିବ, ଯେଉଁଥିରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ପ୍ରତିନିଧିମାନେ ଅଂଶଗ୍ରହଣ…

ସଲମାନ ଅଭିନୀତ ସିକନ୍ଦରରେ ହୀରୋଇନ ହେବେ ରଶ୍ମିକା

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମ ସିକନ୍ଦର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବା ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର ୩ ଫିଲ୍ମ ବକ୍ସ ଅଫିସରେ ସେ ଭଳି କିଛି କମାଲ କରିପାରି ନ ଥିଲା । ଏହା ପରେ ସେ ଗଜନୀ, ହଲିଡେ ଫେମ ନିର୍ଦ୍ଦେଶକ ଏକଆର ମୁରୁଗୁଦାସଙ୍କ ସିକନ୍ଦର ଫିଲ୍ମ ସାଇନ…

ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର

ମୁମ୍ବାଇ:ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହି ଖୁସି ଖବର ବେଳେ ହଠାତ ରଣବୀର ଇନଷ୍ଟାଗ୍ରାମରେ ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋକୁ ଡିଲିଟ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଅବଶ୍ୟ ସେ ଅନ୍ୟ ଫଟୋ ବି ଡିଲିଟ କରିଛନ୍ତି ମାତ୍ର ସ୍ମରଣୀୟ…

ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ

ଦୁବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ପ୍ରତ୍ୟେକ ଗୀତ ଉପରେ ପ୍ରଶଂସକଙ୍କ ନଜର ରହିଥାଏ । ଏବେ ଦୁବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ଅଧାରୁ ହଠାତ ନେଲ କଟରରେ ନଖ କାଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରାସରିତ…