Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨ ଦିନରେ ୧୦୦ କୋଟି ଟପିଲା ଟାଇଗର-୩

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଭାଇଜାନ ସଲମନ ଖାନଙ୍କ ଅଭିନିତ ଫିଲ୍ମ ‘ଟାଇଗର ୩' । ଏହି ଫିଲ୍ମର ପ୍ରଥମ ଦିନ ଆୟ ଶାହାରୁଖଙ୍କ ଅଭିନିତ ଫିଲ୍ମ ‘ଯବାନ' ଓ ‘ପଠାନ'ଠାରୁ କମ୍ ରହିଛି ସତ, କିନ୍ତୁ ଦ୍ୱିତୀୟ ଦିନରେ ଏହା କମାଲ୍ ପ୍ରଦର୍ଶନ କରିଛି । ମାତ୍ର ଦୁଇ ଦିନରେ ଏହି…

ଅଟଲୀଙ୍କ ଆଗାମୀ ଫିଲ୍ମରେ ଏକତ୍ର ଅଭିନୟ କରିବେ ଶାହାରୁଖ, ବିଜୟ

ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ନିର୍ଦ୍ଦେଶକ ଅଟଲୀ କୁମାର ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଥଲପତି ବିଜୟ ଓ ଶାହାରୁଖ ଖାଁଙ୍କୁ ଏକତ୍ର ଅଭିନୟ କରିବେ । ଅଟଲୀ ତାଙ୍କ ଜନ୍ମ ଦିନରେ ଏହି ଘୋଷଣା କରିଛନ୍ତି । ଉଭୟ ସୁପରଷ୍ଟାର ଏଥିନେଇ ରାଜି…

ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ମୃଣାଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ଚର୍ଚ୍ଚା ମଧ୍ୟରେ ବଲିଉଡର ଲୋକପ୍ରିୟ ରାପର ବାଦଶାହଙ୍କ ହାତ ଧରି ପାର୍ଟିକୁ ଗଲେ ଅଭିନେତ୍ରୀ ମୃଣାଲ ଠାକୁର । ଜୋର ଧରିଲା ଡେଟିଂ ଚର୍ଚ୍ଚା । କିଛି ଦିନ ହେବ ମୃଣାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ସେ କାହାକୁ ଓ କେବେ ବିବାହ କରିବେ, ତାହା ସାମ୍ନାକୁ…

ସ୍ୱାମୀ ବିକିଙ୍କୁ ଗୋଇଠା ମାରିଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ସୁବୁଠୁ ବେଶୀ ଲୋକପ୍ରିୟ ଓ ବିବାଦୀୟ ଶୋ ହେଉଛି ବିଗ୍ ବସ୍ । ବିଗ୍‌ବସ୍ ସିଜିନ୍‌୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚାକୁ ଆସିଛି । ଶୋ’ ଆରମ୍ଭରୁ ହିଁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି । ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ…

‘କହୋ ନା ପ୍ୟାର୍ ହେ’ ମିଳିଥିଲେ ମୁଁ ଅମିଷାଙ୍କଠାରୁ ଭଲ ଅଭିନୟ କରିଥାନ୍ତି: ଏମିିତି କହିଲେ କରୀନା

ମୁମ୍ବାଇ: ‘କହୋ ନା ପ୍ୟାର୍ ହେ’ରେ ମୋତେ ଅଭିନୟ ପାଇଁ ସୁଯୋଗ ମିଳି ନ ଥିଲା । ହେଲେ ଏହି ସୁଯୋଗ ମିଳିଥିଲେ ମୁଁ ଅଭିନେତ୍ରୀ ଅମିଷା ପଟେଲଙ୍କଠାରୁ ବହୁତ ଭଲ କରିପାରିଥାନ୍ତି । ଦର୍ଶକ ବି ମୋ ଅଭିନୟକୁ ବେଶ୍ ପସନ୍ଦ କରିଥାନ୍ତେ । ନିକଟରେ ଏକ ସାକ୍ଷାତକାରରେ ଏମିତି କିଛି କହିଛନ୍ତି ବଲିଉଡ଼…

ୱାର-୨ରେ ଆଲିଆଙ୍କ ଏଣ୍ଟ୍ରି, ଖୁବ୍‌ଶୀଘ୍ର ହେବ ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହେଁ ହିନ୍ଦୀ ଫିଲ୍ମ ୱାରର ସିରିଜ ୱାର-୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । କୁହାଯାଉଛି ଟ୍ରିପଲ ଆର ପରେ ଆଲିଆ ଏବଂ…

ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ପଙ୍କଜ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଫିଲ୍ମକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ସେ ‘ମେଁ ଅଟଳ ହୁଁ’ ଫିଲ୍ମରେ ଅଟଳ…

କାହିଁକି ଦୁଇ ଦୁଇଟି ଦାମୀ ଆପାର୍ଟମେଣ୍ଟ ବିକିଲେ ରଣଭୀର ସିଂ ?

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଜବରଦସ୍ତ ହିଟ୍ ଲୁକ୍ ପାଇଁ ପ୍ରସିଦ୍ଧ। ଆଜିକାଲି ଅଭିନେତା ତାଙ୍କ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ' ପାଇଁ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ଏହି ସମୟରେ ଖବର ଆସିଛି ଯେ ରଣଭୀର ନିକଟରେ ମୁମ୍ବାଇରେ ନିଜର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…

ଅଭିନେତ୍ରୀ ମୈାସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ମର୍ଯ୍ୟାଦା ହାନି ଅଭିଯୋଗ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ଉଭୟ ସମ୍ପର୍କରେ ଗୁରୁ-ଶିକ୍ଷ୍ୟା ଥିଲେ ବୋଲି ବନସ୍ମିତାଙ୍କ ଓକିଲ…

ଦୀପାବଳି ପାର୍ଟିରେ ତମନ୍ନା ଭାଟିଆ-ବିଜୟ ବର୍ମାଙ୍କ ରୋମାଣ୍ଟିକ ଏଣ୍ଟ୍ରି, ଆପଣ ଦେଖିଲେଣି କି?

ମୁମ୍ବାଇ: ନିକଟରେ ବି-ଟାଉନରେ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ଚାଲିଥିଲା। କିନ୍ତୁ ବିଜୟ ବର୍ମା ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବା ପରେ ଫ୍ୟାନ୍ସଙ୍କ ପ୍ରିୟ ଯୋଡି଼ ପାଲଟିଛନ୍ତି। ସମ୍ପ୍ରତି ବି-ଟାଉନର ନୂଆ ପ୍ରେମୀଯୁଗଳ ତମନ୍ନା…