Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟକ ହଂସରାଜ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ । ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏହା ଜାଣିବା ପରେ ତାଙ୍କ…

ବର୍ଷାଙ୍କ ଅଭିନୀତ ‘ବସ୍‌’କୁ ମିଳିଲା ସେନ୍ସର ସାର୍ଟିଫିକେଟ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି । ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା…

‘ରାମାୟଣ’ରେ ସୀତା ଭୂମିକାରେ ନଜର ଆସିବେ ସାଇ ପଲ୍ଲବୀ

ମୁମ୍ବାଇ: ବଲିଉଡ୍‌ରେ ଏବେ ପୌରାଣିକ ଓ ଐତିହାସିକ ଫିିଲ୍ମ ତିଆରି କରିବାର ପରମ୍ପରା ଆରମ୍ଭ ହୋଇ ଯାଇଛି । ସେହିଭଳି ଆଗକୁ ଆସୁଛି ଫିଲ୍ମ ‘ରାମାୟଣ’ । ରାମାୟଣର କାହାଣୀ କୌଣସି ଭାରତୀୟଙ୍କୁ ଅଜଣା ନାହିଁ । ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାତା ନୀତେଶ ତିୱାରୀ ତିଆରି କରୁଛନ୍ତି ‘ରାମାୟଣ’ ।…

ଦିଲ୍ଲୀର ଲାଲ କିଲ୍ଲା ମୈଦାନରେ ରାବଣ ଦହନ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ 'ତେଜସ୍'ର ରିଲିଜ ଅପେକ୍ଷାରେ ଅଛନ୍ତି । ବାୟୁସେନା ପାଇଲଟ ତେଜସ୍ ଗିଲଙ୍କ ଜୀବନର କାହଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବହୁତ ବ୍ୟସ୍ତ ଥିବାବେଳେ, ଆସନ୍ତା ମଙ୍ଗଳବାର…

ଆଲିଆଙ୍କୁ ନୁହେଁ, ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ରଣବୀର

ମୁମ୍ବାଇ: ଆଲିଆଙ୍କୁ ନୁହେଁ, ଆଉ ଜଣେ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ସୋ’ ‘କଫି ଉଇଥ କରଣ’ର ନୂଆ ସିଜିନ…

ରାମାୟଣରେ ରାବଣ ଭୂମିକା ନଜର ଆସିବେ ୟଶ୍ , ଦେଢ କୋଟି ନେବେ ପାରିଶ୍ରମିକ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଦିନରୁ ‘ରାମାୟଣ’ ଉପରେ ଏକ ଫିଲ୍ମ ତିଆରି ହେଉଥିବା ଶୁଣିବାକୁ ମିଳୁଛି । ଫିଲ୍ମ ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୋଜନା କରିଛନ୍ତି । ଏହି ‘ରାମାୟଣ’ର ମୁଖ୍ୟ ଚରିତ୍ର ରାମ ଓ ସୀତାଙ୍କ ଭୂମିକାରେ ଅଭିନେତା…

ଦୁର୍ଗାପୂଜା ପେଣ୍ଡାଲରେ ଝୁଣ୍ଟିପଡ଼ିଲେ କାଜୋଲ, ଧରିନେଲେ ପୁଅ

ମୁମ୍ବାଇ : ଦୁର୍ଗା ପୂଜା ନେଇ ବିଭିନ୍ନ ଅଞ୍ଚଳ ଉତ୍ସବମୁଖର । ବିଭିନ୍ନ ପୂଜା ମଣ୍ଡପରେ ବହୁ ସେଲିବ୍ରିଟି ନଜର ଆସୁଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଏକ ଗୋଲାପୀ ରଙ୍ଗର ଶାଢି ସହ ଏକ ସ୍ଲିଭଲେସ ବ୍ଲାଉଜ ପିନ୍ଧିଥିଲେ ।…

ପୂଜା ବଜାରରେ ନଜର ଆସିଲେନି ୩ ତିନି ହିଟ୍ ଯୋଡ଼ି

ଭୁବନେଶ୍ୱର: ଏଥର ଦଶହରାରେ ବଡ଼ ପରଦାରେ ନଜର ଆସିଲେନି କିଛି ହିଟ୍ ଯୋଡ଼ି । ସେମାନଙ୍କ ଭିତରେ ଅଛନ୍ତି ଓଲିଉଡର ସବୁଠୁ ବେଶୀ ଲୋକପ୍ରିୟ ଯୋଡ଼ି ଅନୁଭବ-ବର୍ଷା, ସବ୍ୟସାଚୀ-ଅର୍ଚ୍ଚିତା ଓ ବାବୁସାନ୍‌?-ଭୂମିକା । ଲଗାତର କିଛି ବର୍ଷ ହେଲା ଏହି ଯୋଡ଼ିଙ୍କୁ ପୂଜା ବଜାରରେ ଆଉ ଦେଖିବାକୁ ମିଳୁନାହିଁ ।…

ବିବେକ ଅଗ୍ନୀହୋତ୍ରୀଙ୍କ ନୂଆ ଫିଲ୍ମ ଘୋଷଣା, ମହାଭାରତ ଉପରେ ଆଧାରିତ ହେବ କାହାଣୀ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ରିଲିଜ ହୋଇଛି। ଏହାପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ’ ଭଳି ହିଟ୍ ଫିଲ୍ମ କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ଫ୍ଲପ୍ ହେବା ପରେ ଫିଲ୍ମ ନିର୍ମାତା…

୨ ଡ୍ରିମଗାର୍ଲଙ୍କ ମଧ୍ୟରେ ଫସିଲେ ଧର୍ମେନ୍ଦ୍ର, ଆୟୁଷ୍ମାନ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡର ସଫଳ ଦମ୍ପତି ଭାବେ ଅଭିନେତ୍ରୀ ହେମା ମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବେଶ ଜଣାଶୁଣା । ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ଖୁବ୍ ପସନ୍ଦ କରନ୍ତି । ଦୀର୍ଘ ଦିନ ପରେ ଉଭୟଙ୍କୁ ହେମାଙ୍କ ୭୫ତମ ଜନ୍ମଦିନ ଭୋଜିରେ ଦେଖିବାକୁ ମିଳିଥିଲା । ନିକଟରେ ବଲିଉଡ୍‌ର ଡ୍ରିମ୍‌ଗାର୍ଲ…