Latest Odisha News

BREAKING NEWS

Browsing Category

ମନୋରଞ୍ଜନ

Dharmendra Death: ବଲିଉଡର ‘ହି-ମ୍ୟାନ୍’ ଧର୍ମେନ୍ଦ୍ର କେଉଁ ରୋଗରେ ପୀଡିତ ଥିଲେ, ସେଥିରୁ ବଞ୍ଚିବା…

ମୁମ୍ବାଇ: ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଅଭିଯୋଗ କରିବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଏହି…

ଆରପାରିକୁ ଚାଲିଗଲେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। "ହି-ମ୍ୟାନ୍" ଭାବରେ ଜଣାଶୁଣା ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ଧର୍ମେନ୍ଦ୍ର ଦୀର୍ଘ…

ଆପଣମାନେ ମୋ ଡିଜିଟାଲ୍ ପରିବାର…

ମୁମ୍ବାଇ: ରୂପାଲି ଗାଙ୍ଗୁଲି ଅଭିନୀତ 'ଅନୁପମା' ଧାରାବାହିକ ର  ନୂଆ ପ୍ରୋମୋ ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ମୁମ୍ବାଇ ଯାଇ ଫିଲ୍ମ ଷ୍ଟୁଡିଓରେ ପ୍ରବେଶ କରିବା ସହ ଏକ ଫିଲ୍ମ କିପରି ସୁଟିଂ ହେଉଛି ତାହା ଦେଖି ମୁଗ୍ଧ ହେଉଥିବାର ଦେଖାଯାଉଛି। ତେବେ ଏହି ପ୍ରୋମୋକୁ ନେଇ ଅନେକ…

ଅଟକିଲା ସ୍ମୃତି ମନ୍ଧାନାଙ୍କ ବାହାଘର, ହୃଦଘାତରେ ବାପା…

ନୂଆଦିଲ୍ଲୀ: ମହିଳା ଭାରତୀୟ କ୍ରିକେଟ ଟିମ୍ ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କୁ ହୃଦଘାତ। ଫଳରେ ପଲାଶ ମୁଛଲଙ୍କ ସହ ହେବାକୁ ଥିବା ତାଙ୍କ ବିବାହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ତେବେ ଉଭୟ ଙ୍କ ବିବାହ ଆଜି ଅର୍ଥାତ୍ ୨୩ ନଭେମ୍ବରରେ…

ପଲାଶ ମୁଚଲଙ୍କ ସହ ନିର୍ବନ୍ଧ କନଫର୍ମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ଓ ବିଶ୍ୱକପ୍ ବିଜୟିନୀ ସ୍ମୃତି ମନ୍ଧାନା ତାଙ୍କ ଇନଷ୍ଟାଗ୍ରାମରେ ସଂଗୀତଜ୍ଞ ପଲାଶ ମୁଚଲଙ୍କ ସହ ତାଙ୍କର ନିର୍ବନ୍ଧକୁ ନେଇ ଏକ ରିଲ୍ ସେୟାର କରିଛନ୍ତି। ଜେମିମାହ ରଡ୍ରିଗ୍ସ, ଶ୍ରେୟଙ୍କା ପାଟିଲ୍, ରାଧା ଯାଦବ ଏବଂ ଅରୁନ୍ଧତୀ…

ଅଭିନେତ୍ରୀ ସୋନମ କାପୁର ପୂନର୍ବାର ଦେଲେ ଗୁଡ ନ୍ୟୁଜ

ମୁମ୍ବାଇ: ବଲିଉଡ ଅଭିନେତ୍ରର ସୋନମ କାପୁର ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସେ ବେବୀ ବମ୍ପ ଦେଖାଇବା ସହ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତାଙ୍କ ପତି ଆନନ୍ଦ ଆହୁଜା ମଧ୍ୟ ଏହି ପୋଷ୍ଟକୁ ଶେୟାର କରିଛନ୍ତି । ସୋନମଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ…

ସାଇକୋ କିଲର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ…

ମୁମ୍ବାଇ: "ଧକ୍-ଧକ୍ ଗାର୍ଲ" ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଆଗାମୀ ସିରିଜ 'ମିସେସ ଦେଶପାଣ୍ଡେ'ରେ ଜଣେ "ସାଇକୋ କିଲର" ଭୂମିକାରେ ନଜର ଆସିବେ। ଏହାର ଏକ ଟିଜର ରିଲିଜ ହୋଇଛି। ଯେଉଁଥିରେ ସସପେନ୍ସ ଫୁଲ୍ ସଂଗୀତ ସହିତ ମାଧୁରୀଙ୍କୁ ଦର୍ପଣ ସାମ୍ନାରେ ବସି ସଜେଇ ହେଉଥିବାର ଦୃଶ୍ୟ…

ବିକ୍ରମ ଭଟ୍ଟଙ୍କ ବିରୋଧରେ ମାମଲା, ଅଭିଯୋଗକୁ ଖଣ୍ଡନ କଲେ…

ମୁମ୍ବାଇ: ଇନ୍ଦିରା ଆଇଭିଏଫର ପ୍ରତିଷ୍ଠାତା ଡକ୍ଟର ଅଜୟ ମୁର୍ଡିଆ ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କ ସମେତ ଆଠ ଜଣଙ୍କ ନାମରେ ରାଜସ୍ଥାନର ଉଦୟପୁରର ଭୂପାଳପୁରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ୩୦…

ଟାଇଗରଙ୍କ ସହ ରାମ ମାଧବାନୀ-ମହାବୀର ଜୈନ କରିବେ ଫିଲ୍ମ

ମୁମ୍ବାଇ: ନିର୍ଦ୍ଦେଶକ ରାମ ମାଧବାନୀ ଓ ଲୋକପ୍ରିୟ ନିର୍ମାତା ମହାବୀର ଜୈନ ଏକତ୍ର କେତେଗୁଡିଏ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ଟାଇଗର ଶ୍ରଫଙ୍କୁ ନେଇ ସେମାନେ ଏକ ବଡ ବଜେଟ ଫିଲ୍ମ କରିବେ । ଏଥିରେ ଦର୍ଶକମାନେ ପ୍ରଥମ ଥର ପାଇଁ ଟାଇଗରଙ୍କୁ ଏକ ନୂଆ ରୂପରେ ଦେଖିବେ । ସ୍ପିରିଚୁଆଲ…

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ମା’ ଓ ସମ୍ପର୍କୀୟ ଭଉଣୀ ମୁହାଁମୁହିଁ…

ଭୁବନେଶ୍ବର: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ତେବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଏହାକୁ ନେଇ ମୁହାଁମୁହିଁ…