Latest Odisha News

BREAKING NEWS

Browsing Category

ମନୋରଞ୍ଜନ

YouTubeରେ ଇତିହାସ ରଚିଲା ସାଉଥ୍ ଫିଲ୍ମ ‘ଜୟା ଜାନକୀ ନାୟକା’

ୟୁଟ୍ୟୁବ୍‌ରେ ଏକ ସାଉଥ୍ ଫିଲ୍ମ ଏଭଳି ରେକର୍ଡ କରିଛି, ଯାହା ଆଗରୁ କେବେ ହୋଇନଥିଲା। ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଜୟା ଜାନକୀ ନାୟକା’ ର ହିନ୍ଦୀ ଡବିଂ ସଂସ୍କରଣ ୟୁଟ୍ୟୁବ୍‌ରେ ୧ ବିଲିୟନ ଅର୍ଥାତ୍ ୧୦୦ କୋଟିରୁ ଅଧିକ ଭ୍ୟୁଜ୍ ପାଇ ଏକ ନୂଆ ଇତିହାସ ସୃଷ୍ଟି କରିଛି।…

Maa Inti Bangaaram: ଇତିହାସ ରଚିଲା ସାମନ୍ଥା ରୁଥଙ୍କ ‘ମା ଇଣ୍ଟି ବଙ୍ଗାରମ’, ପାଲଟିଲା ସର୍ବାଧିକ ଆୟ…

ମୁ୍ମ୍ବାଇ: ନନ୍ଦିନୀ ରେଡ୍ଡିଙ୍କ ଚଳଚ୍ଚିତ୍ର 'ମା ଇଣ୍ଟି ବଙ୍ଗାରମ' ମୁକ୍ତିଲାଭ କରିବା ପରଠାରୁ ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। ସାମନ୍ଥା ରୁଥ ପ୍ରଭୁଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି। ପୂର୍ବରୁ, ଅନୁଷ୍କା ଶେଟ୍ଟୀଙ୍କ ୨୦୦୯ ମସିହାରେ ନିର୍ମିତ ମହିଳା-ପ୍ରଧାନ ଚଳଚ୍ଚିତ୍ର "ଅରୁନ୍ଧତୀ"…

‘ରାଷ୍ଟ୍ରପତିଙ୍କ ନାମ କ’ଣ?’ ଟ୍ରୋଲରଙ୍କୁ ମୁହଁତୋଡ଼ ଜବାବ ଦେଲେ ଆଲିଆ ଭଟ୍ଟ

ଜୟପୁର: ବଲିଉଡର ଆଗଧାଡ଼ିର ନାୟିକା ଆଲିଆ ଭଟ୍ଟ ଏବେ ନିଜର ଆଗାମୀ ସ୍ପାଇ-ଥ୍ରୀଲର ଫିଲ୍ମ 'ଆଲଫା' (Alpha)ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିନ୍ତୁ କ୍ୟାରିୟର ଆରମ୍ଭର ଏକ ପୁରୁଣା ଭୁଲ୍ ଏବେ ବି ତାଙ୍କ ପିଛା ଛାଡ଼ୁନାହିଁ। ଦିନେ 'କଫି ୱିଥ୍ କରଣ' ଶୋ'ରେ ଭାରତର ରାଷ୍ଟ୍ରପତିଙ୍କ ନାମ ଭୁଲ କହି…

ରାଜଧାନୀର ଲାଇଫ୍ ଲାଇନ୍ ‘ଜୟଦେବ ବିହାର-ନନ୍ଦନକାନନ’ ରାସ୍ତାରେ ଟ୍ରାଫିକ୍ ସମସ୍ୟା: ସ୍ଥାୟୀ ସମାଧାନ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ତଥା ପ୍ରମୁଖ ରାସ୍ତା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଏବେ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ଲକ୍ଷାଧିକ ଯାନବାହନ ଚଳାଚଳ କରୁଥିବା ଏହି ରାସ୍ତାରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍‌ରେ ଫସି…

‘Aafaa’ Tax-Free:ଓଡିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଙ୍ଗଦାନ ଭଳି ଏକ ମହତ୍ ବିଷୟବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଯୁବସମାଜକୁ ମାନବିକତାର ଶିକ୍ଷା ଦେବା ସହ ସଚେତନତା ସୃଷ୍ଟି କରିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା…

‘ଦ ମିଲେଟ୍ ଡାଏରୀ’ର ଆସିଲା ଟ୍ରେଲର;ନିଜ ମାଟିର ଇତିହାସ ସହ ଏକ ହୃଦୟସ୍ପର୍ଶୀ କାହାଣୀ ନେଇ ଏହି ଦିନ ହେବ ରିଲିଜ

ଭୁବନେଶ୍ୱର:ନିଆରା କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଦ ମିଲେଟ୍ ଡାଏରୀ’। ଏହି ସିନେମାଟିରେ ଦେଖିବାକୁ ମିଳିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା,ଥିଲା ସଭ୍ୟତାର ପରିଚୟ। ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରରେ ଦେଖିବେ ଦର୍ଶକ । ଇନଫାଇସନ୍…

Women Safety: ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର! ‘କେଉଁଠି ଅଛି ମହିଳା ସୁରକ୍ଷା?’ ପ୍ରଶ୍ନ କରି, ବଖାଣିଲେ ବେଦନା…

ବେଙ୍ଗାଲୁରୁ: ରାତିରେ ମହିଳାମାନେ କେତେ ସୁରକ୍ଷିତ? ଦେଶର ଆଇଟି ସିଟି ବେଙ୍ଗାଲୁରୁରୁ ଆସିଥିବା ଏକ ଘଟଣା ପୁଣି ଥରେ ଏହି ପ୍ରଶ୍ନକୁ ସାମ୍ନାକୁ ଆଣିଛି। ବିଗ୍ ବସ୍ କନ୍ନଡ଼ ଫେମ୍ ଅଭିନେତ୍ରୀ ଦିବ୍ୟା ସୁରେଶ ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ଘଟଣା ସେୟାର କରିଛନ୍ତି। ତାଙ୍କ ଅଭିଯୋଗ…

ଗ୍ଲାମର ନୁହେଁ, ଆତ୍ମବିଶ୍ୱାସ ହିଁ ପ୍ରକୃତ ପରିଚୟ

ମୁମ୍ବାଇ: ଚାକଚକ୍ୟ ଏବଂ ଗ୍ଲାମର ଦୁନିଆରୁ ଆସିଛି ଏକ ବଡ଼ ଖବର। ସୋସିଆଲ ମିଡିଆ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ତର୍କ-ବିତର୍କ ଭିତରେ, ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଆଧୁନିକତା ଏବଂ ନାରୀବାଦ ବା ଫେମିନିଜିମ୍‌କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶିଳ୍ପାଙ୍କ କହିବା କଥା—…

Saif Ali Khan on religion: ୯ ବର୍ଷର ତୈମୁରଙ୍କ କଥାରେ ମୁଗ୍ଧ ହେଲେ ବାପା ସୈଫ୍ ଅଲି ଖାନ୍, ଧର୍ମ ନେଇ ସବୁ ବେଳେ…

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲି ଖାନ୍ ଓ କରିନା କପୁରଙ୍କ ଦୁଇ ପୁଅ ତୈମୁର ଓ ଜେହ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ସୈଫ୍ ନିଜ ପିଲାଙ୍କ ପାଳନ-ପୋଷଣ, ଧର୍ମ ଓ ଆଧ୍ୟାତ୍ମିକତାକୁ ନେଇ ଖୋଲାଖୋଲି ମତ ରଖିଛନ୍ତି। ଏହି ସମୟରେ ସେ ୯ ବର୍ଷର ପୁଅ ତୈମୁରଙ୍କ ଏକ…

ଆଉ ନାହାନ୍ତି ଓଡିଆ ସିନେମା ଓ ଯାତ୍ରା ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି । ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଭାବେ ଚାରି ଦଶନ୍ଧି ଧରି ଅନେକ ଚର୍ଚ୍ଚିତ ନାଟକ ଓ ସିନେମାରେ ନିର୍ଦ୍ଦେଶନା ଦେଇଥିଲେ ସେ । ରମେଶ ମହାନ୍ତି ୩ଟି ଓଡ଼ିଆ…