Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗାୟକ ହନୀ ସିଂ ଓ ଶାଲିନୀ ଅଲଗା ହେଲେ

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ହରଦେଶ ସିଂ ଓରଫ ହନୀ ସିଂ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାର ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତି । ମଙ୍ଗଳବାର ତିସ ହଜରୀ ସ୍ଥିତ ପାରିବାରିକ ନ୍ୟାୟଳୟର ମୂଖ୍ୟ ବିଚାରପତି ପରମଜିତ ସିଂ ସେମାନଙ୍କ ଛାଡପତ୍ରକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହ ଅଢ଼େଇ ବର୍ଷ ତଳେ…

ସୋସିଆଲ ନିଶା କବଳରେ ବିଗ୍-ବି; ଜାଣିପାରୁନାହାନ୍ତି କେତେବେଳେ ବିତିଯାଉଛି ୨-୩ ଘଣ୍ଟା

ମୁମ୍ବାଇ: ବଲିଉଡ୍‌ ନାମୀ ଦାମୀ ଏବଂ ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ। ଚଳଚ୍ଚିତ୍ରଠାରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ କରନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରିରେ କିଏ ବା ନଜାଣେ। ଛୋଟରୁ ବଡ଼ ଯାଏ ସମସ୍ତେ ତାଙ୍କର ଫ୍ୟାନ୍‌। ଏହା ବ୍ୟତୀତ ସେ କୋନ…

ଡନ ୩ରେ ପ୍ରିୟଙ୍କାଙ୍କ ଏଂଟ୍ରି

ମୁମ୍ବାଇ: ଡନ ଫ୍ରାଂଚାଇଜର ତୃତୀୟ ସଂସ୍କରଣ ପାଇଁ ମେକର୍ସଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂ ଡନ ଭୂମିକାରେ ଅବତୀର୍ଣ୍ଣ ହେବେ । ସ୍ପଟବୟ ରିପୋର୍ଟ ଅନୁସାରେ ଡନ ୩ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ । ୨୦୦୬ ଓ ୨୦୧୧ ସଂସ୍କରଣରେ…

ରଶ୍ମିକାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ୍ ଭିଡିଓ ନେଇ ସୋସିଆଲ ଝଡ଼

ମୁମ୍ବାଇ: ବର୍ତ୍ତମାନ ଚାରିଆଡେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଚାଲିଛି ଚର୍ଚ୍ଚା। ସମ୍ଭବକୁ ଅସମ୍ଭବ କରିଦେଉଛି ଏଆଇ ଟେକ୍ନୋଲୋଜୀ। ବର୍ତ୍ତମାନ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଦିଗରେ ବ୍ୟବହାର ହେବାରେ ଲାଗିଛି ଏହି ଟେକ୍ନୋଲୋଜି। ଯାହାର ଏକ ନେଗେଟିଭ ଇମ୍ପାକ୍ଟ…

ବଲିଉଡ଼ ଫିଲ୍ମ ‘ପ୍ରଚଣ୍ଡ’ରେ ନଜର ଆସିବେ ପ୍ରକୃତି

ମୁମ୍ବାଇ : ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର । କୌଣସି ବିବାଦକୁ ନେଇ ସେ ଚର୍ଚ୍ଚାକୁ ଆସିନାହାନ୍ତି, ବରଂ ଆସିଛନ୍ତି ତାଙ୍କର ଆଗାମୀ ବଲିଉଡ଼ ସିନେମା ପ୍ରଚଣ୍ଡକୁ ନେଇ । ବଲିଉଡ଼ରେ ଅଭିନୟ କରିବା ତାଙ୍କର ସ୍ୱପ୍ନ । ସେଥିଲାଗି ସେ ଦୀର୍ଘ ଦିନ ଧରି…

ଇଟାଲୀରେ ବିବାହ କଲେ ବରୁଣ-ଲାବନ୍ୟା, ଖର୍ଚ୍ଚ କଲେ ଏତେ କୋଟି

ମୁମ୍ବାଇ: ଗତ ୧ ତାରିଖରେ ଇଟାଲୀରେ ସାଉଥର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ବରୁଣ ତେଜ -ଲାବନ୍ୟା ତ୍ରିପାଠୀଙ୍କ ବିବାହ ଧୂମ୍‌ଧାମ୍‌ରେ ଶେଷ ହୋଇଛି । କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟାଙ୍କ ସହ…

ଏହି ଅଭିନେତ୍ରୀଙ୍କୁ ଦେଖିବା ପାଇଁ ୪ କୋଟି ଖର୍ଚ୍ଚ କରିଥିଲେ ପ୍ରଶଂସକ

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ । ତେଣୁ ପ୍ରତ୍ୟେକ ଲୋକ ନିଜ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ଟିକେ ଝଲକ ଦେଖିବା ଓ ତାଙ୍କ ସହ ଟିକେ କଥା ହେବା ନେଇ ବେଶ୍ ଉତ୍ସାହିତ ଥାନ୍ତି । ହେଲେ ହଲିଉଡ଼ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ଟିକେ ଦେଖିବା ପାଇଁ…

ଦିପାବଳୀ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ ପ୍ରିୟଙ୍କା

ମୁମ୍ବାଇ:ଆଗକୁ ଆସୁଛି ଆଲୋକର ପର୍ବ ଦିପାବଳୀ । ଏହି ଦିପାବଳୀଙ୍କୁ ପ୍ରତ୍ୟେକ ଲୋକ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି । ସେହିପରି ସେଲିବ୍ରିଟିମାନେ ମଧ୍ୟ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଆଗଧାଡ଼ିର ଅଭିନେତ୍ରୀ ଦିପାବଳୀ ପାଳନ କରିବାକୁ…

ଝିଅର ପ୍ରଥମ ଝଲକ୍ ଦେଖାଇଲେ ଆଲିଆ, ଫଟୋ କଲେ ସେୟାର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଅଧିକାଂଶ ସମୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ରହିଥାନ୍ତି । ଏବେ ତାଙ୍କ ଝିଅକୁ ବର୍ଷେ ପୂରିଛି । ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍ ଦେଖାଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କ ଝିଅ…

ରାମଚରଣଙ୍କ ଗେମ ଚେଞ୍ଜର ଫିଲ୍ମର ଗୀତ ଲିକ, ୨ ଗିରଫ

ମାଡ୍ରାସ:ରାମଚରଣ ତାଙ୍କର ଆଗାମୀ ଫିଲ୍ମ ଗେମଚେଞ୍ଜର ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ସେପ୍ଟମ୍ବର ୫ରେ ଏହି ଫିଲ୍ମର ଏକ ଗୀତ ଅନଲାଇନରେ ଲିକ ହୋଇଥିଲା । ୩୦ ସେକେଣ୍ଡର ଏହି ତେଲୁଗୁ କ୍ଲିପିଂ ଖୁବ କମ ସମୟରେ ଭାଇରାଲ ହୋଇ ଯାଇଥିଲା । ଏହା…