Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ଆଇଟି ମନ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ଆଇଟି ମନ୍ତ୍ରୀ ମଧ୍ୟ କଡା ଚେତାବନୀ ଦେଇଛନ୍ତି। ସୂଚନା…

ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲାନି ଜାମିନ: ୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର:ପ୍ରଯୋଜକ ଟୁଟୁ ନାୟକଙ୍କ ମିଳିଲାନି ଜାମିନ । ପରବର୍ତ୍ତୀ ଶୁଣାଣି ଆସନ୍ତା ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ । ସେ ପର୍ଯ୍ୟନ୍ତ ଟୁଟୁ ନାୟକ ଜେଲରେ ରହିବେ । ଟୁଟୁ ନାୟକଙ୍କ ଜାମିନ ଆବେଦନ ଉପରେ ଶନିବାର ଶୁଣାଣି…

କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି ଭିକ୍କି କୌଶଲ

ମୁମ୍ବାଇ: କ୍ରିକେଟ ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି । ରବିବାର କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ କ୍ରିକେଟ ବିଷୟରେ କହିଥିଲେ । ଯେତେବେଳେ କମେଣ୍ଟେଟର ତାଙ୍କୁ…

୫ ଗର୍ଲଫ୍ରେଣ୍ଡ ଥାଇ ବି ମୁଁ ବ୍ୟାଚଲର, ଏମିତି କିଛି କହିଲେ ଭାଇଜାନ

ମୁମ୍ବାଇ: ମୋର ୫ ଜଣ ଗର୍ଲଫ୍ରେଣ୍ଡ ଅଛନ୍ତି । ହେଲେ ମୁଁ ଏବେ ବ୍ୟାଚଲର ଅଛି । ନିକଟରେ ଏମିତି କିଛି କହିଛନ୍ତି ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ସଲମାନ ଆଜି ବି ଚର୍ଚ୍ଚାରେ । ବିବାହ ବୟସ ଅତିକ୍ରମ କରିସାରିଥିଲେ ମଧ୍ୟ ସେ ବିବାହର ନା ଧରୁନାହାନ୍ତି । ମାତ୍ର…

ଖୁବ୍‌ଶୀଘ୍ର ବିବାହ କରିବେ ରଣଦୀପ ହୁଡା

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା ସେ ତାଙ୍କ ପ୍ରେମିକା ଲିନ୍ ଲୈଶ୍ରାମଙ୍କୁ ବିବାହ କରିବାକୁ ଯାଉଛନ୍ତି । ଚଳିତ ମାସ ଶେଷରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହ ଆଉ ଅଳ୍ପ ଦିନ ଥିବାରୁ ଏନେଇ ପ୍ରସ୍ତୁତି ଜୋରସୋରରେ…

ଏସିଆର ଦାମୀ ଷ୍ଟାର ରଜନୀକାନ୍ତ; ଜାଣନ୍ତୁ କେତେ ରହିଛି ପାରିଶ୍ରମିକ

ମୁମ୍ବାଇ: ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହେଉଛନ୍ତି ଥାଲାଇବା ସୁପରଷ୍ଟାର ରଜନୀକାନ୍ତ। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’ ଏହାର ମୁଖ୍ୟ କାରଣ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ…

ଶାହରୁଖଙ୍କ ଘର ସାମ୍ନାରୁ ଚୋରି ହୋଇଥିଲା ୩୦ ମୋବାଇଲ, ଜବତ ହେଲା ୯ ମୋବାଇଲ୍

ମୁମ୍ବାଇ: ଗତ ୨ ତାରିଖରେ ଶାହରୁଖ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ‘ମନ୍ନତ’ ବାହାରେ ପ୍ରଶଂସକଙ୍କ ଭିଡ ଜମିଥିଲା । ଏହି ଭିଡ଼ ମଧ୍ୟରେ କିଙ୍ଗ୍ ଖାନ୍‌ଙ୍କ ପ୍ରଶଂସକମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଫୋନ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ବାନ୍ଦ୍ରା ପୋଲିସ…

ଆରମ୍ଭ ହେଲା ଅମିର ଖାଁଙ୍କ ଝିଅଙ୍କ ପ୍ରି ୱେଡିଂ ଫଙ୍କସନ

ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଅମିର ଖାଁଙ୍କ ଝିଅ ଇରା ଖାଁଙ୍କ ବିବାହ ଖୁବଶୀଘ୍ର ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛନ୍ତି । ଇରା ତାଙ୍କ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବେ ଇରାଙ୍କ ପ୍ରି ୱେଡିଂ ସେରିମନି ଆରମ୍ଭ ହୋଇଛି । ଶୁକ୍ରବାର ଇରା ଖାଁ ଏବଂ ତାଙ୍କ…

ଏଲ୍‌ଭିଶଙ୍କୁ ଉଠାଇ ନେଲା ପୋଲିସ, ପଚରାଉଚରା ପରେ ଛାଡ଼ିଲା

ଜୟପୁର: ୟୁଟ୍ୟୁବର ତଥା ବିଗ୍‌ବସ୍ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ଉଠାଇ ନେଇଛି । ଦୀର୍ଘ ସମୟ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ିଦେଇଛି । ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ,…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଅଲି ମିର୍ଚାଣ୍ଟ

ମୁମ୍ବାଇ: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅଲି ମର୍ଚାଣ୍ଟ । ଦୀର୍ଘଦିନର ପ୍ରେମିକା ଅଦଲିବ୍ ଜୈଦିଙ୍କ ହାତ ଧରିଛନ୍ତି ସେ । ସେମାନଙ୍କ ବିବାହ ଲକ୍ଷ୍ନୌରେ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ପରିବାର ଏବଂ ବନ୍ଧୁମାନେ ସାମିଲ…