Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାଣିଜିଙ୍କ ଡେବ୍ୟୁ ଫିଲ୍ମ ‘ଫରେ’ର ପୋଷ୍ଟର ସେୟାର କଲେ ବଲିଉଡ଼ ଭାଇଜାନ

ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ କରୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ। ସଲମାନଙ୍କ ପ୍ରଡକ୍ସନ କମ୍ପାନୀରେ ନିର୍ମିତ ଫିଲ୍ମ ‘ଫରେ’ ସହିତ ଆଲିଜେହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନ ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ। ନିକଟରେ ଫିଲ୍ମର…

ମନୋଜ ମିଶ୍ର ବିବାଦରେ ଓଲିଉଡ ଦୁଇ ଫାଳ!

ଭୁବନେଶ୍ବର: ଓଲିଉଡ କଳି ଏବେ ଚରମସୀମାରେ। ଗୋଟିଏ ପଟେ ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ବ୍ୟକ୍ତି ବିରୋଧ କରୁଥିବା ବେଳେ ଆଉ କିଛି ମନୋଜଙ୍କ ଉପରେ ହୋଇଥିବା ବାସନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଓଡ଼ିଶାରେ ପୂର୍ବ, ପଶ୍ଚିମ ଭଳି କୌଣସି ଦିଗ ନାହିଁ ସମସ୍ତେ ଅଖଣ୍ଡ ଓଡ଼ିଶା ଉପରେ…

କାଟ୍ରିନାଙ୍କ ଶାଢି ଆଲିଆଙ୍କୁ ହେଲା ପସନ୍ଦ

ବମ୍ବେ: ବଲିଉଡ଼ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଶାଢି ଆଲିଆଙ୍କୁ ଆସିଛି ପସନ୍ଦ । ଏହି ଶାଢିକୁ ପ୍ରଶଂସା କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଟ୍ରିନାଙ୍କ ସ୍ୱାମୀ ଭିକିଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ଦିନ ଥିଲା ରଣବୀର କପୁରଙ୍କ ସହ…

ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍ ଆଉଟ୍‌

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଂଘମ ଏଗେନ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଏଥର ଫିଲ୍ମ ଷ୍ଟାର କାଷ୍ଟ ମଧ୍ୟ ବହୁତ ଭଲ । ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ‘ସିଂଘମ…

ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ

ପାଟନା: ଆଗାମୀ ନିର୍ବାଚନ ଲଢିବେ ସୁପରଷ୍ଟାର ପୱନ ସିଂ । ସେ ଆରାରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ପୱନ ସିଂ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କୌଣସି ଦାବି କରିନାହାଁନ୍ତି । କିନ୍ତୁ ଯେତେବେଳେ ତାଙ୍କୁ…

ରିଲିଜ୍ ହେଲା ‘ଦି ଲେଡି କିଲର’ଟ୍ରେଲର , ଭିନ୍ନ ଲୁକ୍‌ରେ ନଜର ଆସିଲେ ଅର୍ଜ୍ଜୁନ

ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜ୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ଏଥିରେ ଅର୍ଜ୍ଜୁନଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ଭୂମି ପେଡେନକର । ଏହାକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି…

ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ଦିନକ ପୂର୍ବରୁ ଇନଷ୍ଟାରେ କରିଥିଲେ ଭିଡିଓ ସେୟାର

ଥିରୁଅନନ୍ତପୁରମ:ମଲାୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ମୃତଦେହ ତାଙ୍କ ଫ୍ଲାଟର ବେଡରୁମରୁ ସୋମବାର ଉଦ୍ଧାର କରାଯାଇଛି । ୩୫ ବର୍ଷୀୟ ଅଭିନେତ୍ରୀ ରେଞ୍ଜୁସା ସ୍ୱାମୀ ମନୋଜଙ୍କ ସହ କାରିୟାମର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କର ସ୍ୱାମୀ ମଧ୍ୟ ଜଣେ ଅଭିନେତା । ସ୍ୱାମୀଙ୍କ ବ୍ୟତୀତ…

ରିଲିଜ୍ ହେଲା “ଓଁ ସ୍ୱାହା” ଫିଲ୍ମ ଅଡିଓ

ଭୁବନେଶ୍ୱର: ଆଗକୁ ଆସୁଛି ଓଡ଼ିଆ ଫିଲ୍ମ ଓଁ ସ୍ୱାହା । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଜ୍ୟୋତି, ଦିବ୍ୟା, ସସ୍ମିତା । ବିଜୟ ଦ୍ୱିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଏହି ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଆୟୋଜିତ ହୋଇଯାଇଛି…

ଓଡ଼ିଆ ସିନେମାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ଭଳି ଏକ ଗୁରୁତ୍ୱପର୍ଣ୍ଣ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି ଓଡିଆ ଫିଲ୍ମ "ମାଇଁ ସୁଇଟ୍ ହାଉସ୍‌ୱାଇଫ" । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ନୈନା ଦାଶ । ତାଙ୍କ ଅପୋଜିଟରେ ଅଛନ୍ତି ଅଭିନେତା ପ୍ରୀତି ରାଜ । ଫିଲ୍ମଟି ଆସନ୍ତା ନଭେମ୍ବର ୩…

ଇଟାଲୀରେ ବିବାହ କରିବେ ବରୁଣ ଓ ଲାବନ୍ୟା

ମୁମ୍ବାଇ: କିଛି ଦିନ ହେଲାଣି ସାଉଥ ସୁପରଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ଜୁନ୍ ୯ ତାରିଖରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ । ନିର୍ବନ୍ଧ ସରିବା ପରେ ନଭେମ୍ବରରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି । ନଭେମ୍ବର ୧ରେ ଦୁହେଁ…