Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ୍‌, ହୃଦୟକୁ ଛୁଇଁଲା ଭଳି ଦେଲେ ମେସେଜ୍‌

ମୁମ୍ବାଇ: ଭିନ୍ନ ଅନ୍ଦାଜ୍‌ରେ ନିଜ ପ୍ରେମିକା ସବାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଏହି ବିଶେଷ ଦିନରେ ହ୍ରିତିକ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ସୋସିଆଲ ମିଡ଼ିଆରେ ଏକ ସୁନ୍ଦର ନୋଟ ମଧ୍ୟ ସେୟାର କରିଛନ୍ତି । ତାଙ୍କର ଏହି ନୋଟ ତାଙ୍କ ପ୍ରଶସଂକଙ୍କ ହୃଦୟ…

ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ

ହାଇଦ୍ରାବାଦ: ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁବେଳକୁ ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଚକିତ ହେବା ସହ ପୁରା ଭାଙ୍ଗି…

ସୁଶାନ୍ତ ସିଂହଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଙ୍କିତା, ଖୋଲିଲେ ବ୍ରେକଅପର ରାଜ

ମୁମ୍ବାଇ: ୭ ବର୍ଷର ସମ୍ପର୍କ  । ଖୁବ ସୁନ୍ଦର ଥିଲା । ବୁଝାମଣା ବି ଭଲ ଥିଲା । କ’ଣ ହେଲା କେଜାଣି ତାଙ୍କ ଆଖିରେ ଆଉ ସେ ଭଲ ପାଇବା ଦେଖିବାକୁ ପାଇଲିନି । ଆଉ ତା ପରେ ବ୍ରେକ ଅପ । ଏବେ ବି ଜାଣେନି ସୁଶାନ୍ତ ମୋ ଠାରୁ କାହିଁକି ଦୂରେଇ ଗଲେ । ମରିଗଲେ, ହେଲେ ଦୂରେଇବାର କାରଣ ଥରେ ବି…

ବିବାଦରେ ଛନ୍ଦି ହୋଇଛନ୍ତି କାର୍ତ୍ତିକ

ବମ୍ବେ: ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତର୍ିକ ଆର‌୍ୟନ । ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ ଦେଇଛନ୍ତି । ଉକ୍ତ ଭିଡିଓଟି ମିଥ୍ୟା ବୋଲି…

ଏହି ହଲିଉଡ ଅଭିନେତାଙ୍କ ପିିଲାର ମା’ ହେବାକୁ ଚାହୁଁଥିଲେ ଦୀପିକା

ମୁମ୍ବାଇ: ହଲିଉଡ଼ର ଏମିତି ଜଣେ କଳାକାର ଅଛନ୍ତି, ଯାହାକୁ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମନେ ମନେ ଭଲପାଉଥିଲେ । ଖାଲି ସେତିକି ନୁହେଁ, ସେହି ଅଭିନେତାଙ୍କ ପିଲାର ମାଆ ହେବାକୁ ବି ଚାହୁଁଥିଲେ । ଏମିତି କିଛି କଥା କହିଛନ୍ତି ନିଜେ ଦୀପିକା । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍…

କେବିସିରେ ଆୟକର ଅଧିକାରୀଙ୍କୁ ଦେଖି ଭୟଭୀତ ହୋଇପଡ଼ିଲେ ବିଗ୍‌ବି

ମୁମ୍ବାଇ: କୌନ ବନେଗା କରୋଡପତି’ ବା କେବିସିରେ ୨ ଜଣ ଆୟକର ଅଧିକାରୀଙ୍କୁ ଦେଖି ସିଟ୍‌ରୁ ଉଠିପଡ଼ିଲେ ବିଗ୍‌ବି । ଖାଲି ସେତିକି ନୁହେଁ, ଦୁଇଥର ନମସ୍କାର ବି କରିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛୋଟପରଦାର ସବୁଠୁ ଲୋକପ୍ରିୟ କୁଇଜ୍ ଶୋ ‘କୌନ ବନେଗା…

ଛୋଟା ପଣ୍ଡିତ ହେବା ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦଙ୍କୁ ମିଳିଛି ହତ୍ୟା ଧମକ । ନିକଟରେ ସେ ଫିଲ୍ମ ଭୁଲ ଭୁଲେୟାର ଛୋଟା ପଣ୍ଡିତଙ୍କ ଲୁକକୁ କପି କରିଥିଲେ, ଏହା ତାଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ତାଙ୍କୁ ମେଲ୍ ଯୋଗେ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆରେ ଉର୍ଫି ଏହି ସୂଚନା ଦେଇଛନ୍ତି ।…

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ଧନୂଷ

ମାଡ୍ରାସ: ବାହୂବଳୀ, କେଜିଏଫ, ପୁଷ୍ପା ପରି ଫିଲ୍ମ ପରେ ସାଉଥ ଷ୍ଟାରଙ୍କ ଲୋକପ୍ରିୟତା ହିନ୍ଦୀ ଭାଷାଭାଷୀ ଅଂଚଳରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଏହି ଫିଲ୍ମ ପୂର୍ବରୁ ସୁପରଷ୍ଟାର ଧନୂଷ କିନ୍ତୁ ବଲିଉଡରେ ଲୋକପ୍ରିୟ ହୋଇ ପଡିଥିଲେ । ସେ ଏବେ ଏକ ବିଗ ବଜେଟ ପ୍ୟାନ ଇଣ୍ଡିଆ ଫିଲ୍ମରେ ଅଭିନୟ…

ଆବାସ ମସ୍ତାନଙ୍କ ଆକ୍ସନ ଥ୍ରୀଲରରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଏହି ଫିଲ୍ମରେ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି । ରାଜକୁମାର ସନ୍ତୋଷୀଙ୍କ ଲାହୋର ୧୯୪୭ ଫିଲ୍ମର ଶୁଟିଂ ଶେଷ ହେବା ପରେ ସନୀ ଆବାସ ମସ୍ତାନଙ୍କ ଫିଲ୍ମରେ ଅଭିନୟ କରିବେ । ଏହା…

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଖିଲେ ଫିଲ୍ମ ‘ତେଜସ’। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ମଧ୍ୟ ଏହି ଫିଲ୍ମ ଦେଖିଲେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଉପସ୍ଥିତ ଥିଲେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…