Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ

ଆମେରିକା: ଆରପାରିରେ କାନାଡିଆନ ଅଭିନେତା ମାଥ୍ୟୁ ପେରୀ । ୫୪ ବର୍ଷରେ ମାଥ୍ୟୁ ପେରୀଙ୍କ ଦେହାନ୍ତ ହୋଇଛି । ଲସ ଏଞ୍ଜେଲସ ଘରେ ହଟଟବରୁ ମାଥ୍ୟୁ ପେରୀଙ୍କ ମୃତଦେହ ମିଳିଛି । ହଟଟବରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ମାଥ୍ୟୁ ୯୦ ଦଶକର ସିଟକମ୍ ସୁପର…

ରାମାୟଣରେ ହନୁମାନ ଭୂମିକାରେ ନଜର ଆସିବେ ସନ୍ନି ଦେଓଲ

ମୁମ୍ବାଇ: ଆଗକୁ ଆସୁଛି ନିତେଶ ତିୱାରୀଙ୍କ ମେଗା ବଜେଟ ଫିଲ୍ମ ‘ରାମାୟଣ । ଏଥିରେ ହନୁମାନ ଭୂମକାରେ ନଜର ଆସିବେ ବଲିଉଡ଼ର ସୁପରଷ୍ଟାର ସନ୍ନି ଦେଓଲ । ଏହି ଫିଲ୍ମ ପାଇଁ ସନ୍ନି ମାତ୍ର ୪୫ କୋଟି ଟଙ୍କା ନେବେ ବୋଲି ରାଜି ହୋଇଯାଇଛନ୍ତି । ପ୍ରଭୁ ହନୁମାନଙ୍କ ଚରିତ୍ର ପାଇବା ହେତୁ ସେ ତାଙ୍କ…

ଭାଇରାଲ ହେଲା ଟାଇଗର ୩ ଗୀତରେ ମୁନ୍ନିଙ୍କ ନାଚ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସୁପରଷ୍ଟାର ସଲ୍‌ମାନ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଟାଇଗର ୩ର ଗୀତରେ ନାଚିଲେ ମୁନ୍ନି । ତାଙ୍କର ଏହି ନାଚ ବେଶ୍ ଭାଇରାଲ ହେବାରେ ଲାଗିଛି । ୨୦୧୫ ମସିହାରେ ଆସିଥିବା ସଲମାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନ୍ନି ଅର୍ଥାତ ହର୍ସାଳି ମଲ୍‌ହୋତ୍ରା ନିଜର ନିଖୁଣ…

ସାମ୍ବାଦିକାଙ୍କ କାନ୍ଧରେ ହାତ ପକାଇବା ପଡ଼ିଲା ମହଙ୍ଗା : କ୍ଷମା ମାଗିଲେ ସୁରେଶ ଗୋପୀ

ମୁମ୍ବାଇ: ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ଜନୈକା ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାିବା ମହଙ୍ଗା ପଡ଼ିଛି । ଏଥିପାଇଁ ସେ ଶନିବାର ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ…

ରିଲିଜ୍ ହେଲା ‘ଅପୂର୍ବା’, ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ରିଲିଜ ହେଲା ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର । ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିଛନ୍ତି । ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ ଅନେକ ପରିସ୍ଥିତିକୁ ସମ୍ମୁଖୀନ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ, ଆଶୁ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ମୁମ୍ବାଇ: ବିଗିଡିଗଲା କି ଅଭିନେତ୍ରୀ ହିନା ଖାନଙ୍କ ସ୍ଵାସ୍ଥ୍ୟ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ । ଡାକ୍ତରଖାନାରେ ଥିବା ବେଳେ ଏକ ଫଟୋକୁ ହିନା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ହିନାଙ୍କ ଫ୍ୟାନ୍ସ । ବର୍ତ୍ତମାନ…

ନରସିଂହଙ୍କ ବିବାଦୀୟ ବୟାନ ପରେ ଓଲିଉଡ ସକ୍ରିୟ, କ’ଣ କହିଲେ କୁନା, ଶ୍ରୀତମ ଓ ମନୋଜ?

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିବା ପରେ ଏହାକୁ ନେଇ ଓଲିଉଡରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ…

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ ହେଲା ଭଳି ଏବେ କଳାକାର ମନୋଜ ମିଶ୍ରଙ୍କୁ ସିନେ ପ୍ରଯୋଜକ ସଂଘ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପ୍ରସଙ୍ଗ ପାଲଟିଛି। ଦୁଇ କଳାକାରଙ୍କ ମଧ୍ୟରେ ଥିବା ଆପୋଷ ବିବାଦ ଏବେ ଆଞ୍ଚଳିକ ବିବାଦ ଆଉ ପରେ ରାଜନୈତିକ ବିବାଦରେ ପହଁଚିଛି। ଗତକାଲି ବଲାଙ୍ଗୀରରେ…

ହସପିଟାଲରେ ଭର୍ତ୍ତିି ହେଲେ ହିନା, ଫଟୋ କଲେ ସେୟାର

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ଥିବା ସମୟର ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି । ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବା ପାଇଁ ତାଙ୍କ…

‘ତନୁ ୱେଡସ୍ ମନୁ ୩’ ରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଗତ ୨୭ ତାରିଖରେ ରିଲିଜ୍ ହୋଇଛି ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିତୀନ ଫିଲ୍ମ ତେଜସ । ଏହି ଫିଲ୍ମକୁ ନେଇ କଙ୍ଗନା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାରଣ ଏହି ଫିଲ୍ମଟିରେ ସେ ଜଣେ ୟାର ଫୋର୍ସ ଅଫିସର ତେଜସ ଗିଲ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ତାଙ୍କର ଅଭିନୟକୁ ଲୋକେ ବେଶ୍…