Latest Odisha News
Browsing Category

ମନୋରଞ୍ଜନ

ପାରିବାରିକ କଳହ ନେଲା ଫିଲ୍ମ ନିର୍ଦ୍ଦେଶକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଫିଲ୍ମ ଦୁନିଆରେ ମେଡଲ, ଅଭିନେତ୍ରୀ, ଅଭିନେତାଙ୍କ ଆତ୍ମହତ୍ୟା ଖବର ଅନେକ ଆସୁଛି। ଏହାରି ଭିତରେ ପୁଣି ଜଣେ ଜଣାଶୁଣା ତାମିଲ ଟେଲିଭିଜନ ଅଭିନେତା ତଥା ନିର୍ଦ୍ଦେଶକ ଲୋକେଶ ରାଜେନ୍ଦ୍ରନ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବୟସ ୩୪ ବର୍ଷ। ପୋଲିସ ସୂତ୍ରରୁ…

କିଶୋର କୁମାରଙ୍କ ବଙ୍ଗଳାକୁ ରେଷ୍ଟୁରାଣ୍ଟରେ ପରିଣତ କଲେ ବିରାଟ କୋହଲି

ମୁମ୍ବାଇ: ବିରାଟ କୋହଲି କ୍ରିକେଟ୍ ବ୍ୟତୀତ ଖାଦ୍ୟପାନୀୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି। ଯାହାର ଉଦାହରଣ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ତାଙ୍କର ଦିଲ୍ଲୀ ସହ ଭଲ ସମ୍ପର୍କ ରହିଥିବାରୁ ସେ ଖାଦ୍ୟକୁ ଭଲ ପାଇବା ଅନିବାର୍ଯ୍ୟ। ବୋଧହୁଏ ବହୁତ କମ ଲୋକେ ଜାଣିଥିବେ ଯେ ଭାରତୀୟ…

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜାପାନୀ ଝିଅଙ୍କ ‘କାଲା ଚଷମା’ ଡ୍ୟାନ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଚଳଚ୍ଚିତ୍ର 'ବାର ବାର ଦେଖୋ' ର ଗୀତ ‘କାଲା ଚଷମା’ର ଡ୍ୟାନ୍ସ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏପିରିକି ଏହି ସଙ୍ଗୀତଟି ଅନ୍ତର୍ଜାତୀୟ ସ୍ଥରରେ ବେସ ପ୍ରସିଦ୍ଧ ଲାଭ କରିଛି। ଏହି ସୁପରହିଟ୍ ଗୀତରେ ପ୍ରତିଦିନ କିଛି ନା କିଛି ନାଚ କିମ୍ବା ଡ୍ରାମା ସୋସିଆଲ…

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

୯ ମହିଳାଙ୍କୁ ଯୌନ ଶୋଷଣ ! ସାଜିଦଙ୍କ ବିଗ୍ ବସ୍ ୧୬ରେ ଏଣ୍ଟ୍ରି ନେଇ ଉତ୍ତେଜନା

ମୁମ୍ବାଇ: ୨୦୧୭ ଏବଂ ୨୦୧୮ରେ ମିଠୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ମାଧ୍ୟମରେ ଅନେକ ଲୋକେ ନିଜର ଯୌନ ନିର୍ଯାତନା ବିଷୟରେ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ କରିଥିଲେ। ଏହି ଅଭିଯାନରେ ଅନେକ ବଡବଡିଆଙ୍କ ନାମ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଜଣେ ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ଖାନଙ୍କ…

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଏ କିପରି ରାବଣ ?

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ସମଗ୍ର ଦେଶରେ ଦଶହରା ଧୁମଧାମର ସହ ପାଳନ କରାଯିବ। ଆସନ୍ତାକାଲି ରାବଣ ପୋଡି ମଧ୍ୟ ହେବ। ବୁଧବାର ସମସ୍ତ ଛୋଟ ବଡ଼ କଳାକାରମାନେ ରାବଣ ଭୂମିକାରେ ଅଭିନୟ କରୁଥିବା ଆପଣ ଦେଖିପାରିବେ। କିନ୍ତୁ ଅକ୍ଟୋବର ୫ ତାରିଖରେ ଦିଲ୍ଲୀ ଲାଲ୍ କିଲାରେ…

ଆଦିପୁରୁଷର ଭିଜୁଆଲ ଇଫେକ୍ଟ ଉପରେ କାମ କରିନି ଅଜୟଙ୍କ ଭିଏଫଏକ୍ସ କମ୍ପାନୀ

ମୁମ୍ବାଇ: ପ୍ରଭାସ ଓ ସୈଫ ଅଲୀ ଖାଁଙ୍କ ଆଦିପୁରୁଷର ବହୁ ପ୍ରତିକ୍ଷୀତ ଟିଜର ରିଲିଜ ହୋଇଛି । ତେବେ ଏହା ଦର୍ଶକଙ୍କ ପସନ୍ଦ ଆସିନି । ରାବଣ ଏବଂ ହନୁମାନଙ୍କ ଲୁକ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାର ଭିଏଫକ୍ସ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଆଲୋଚନା ହେବା ସହ…

ପୁନର୍ବାର ଏକତ୍ର ହେଲେ ଧନୁଷ-ଐଶ୍ଚର୍ଯ୍ୟା

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଚର୍ଚ୍ଚିତ ଯୋଡି ସୁପରଷ୍ଟାର ଧନୁଷ ଓ ଐଶ୍ଚର୍ଯ୍ୟା ରଜନୀକାନ୍ତ ପୁନର୍ବାର ଏକତ୍ର ହେବା ପାଇଁ ନିଷ୍ପତି ନେଇଛନ୍ତି । ମତଭେଦ ଯୋଗୁ ଜାନୁୟାରୀରେ ଉଭୟ ଛାଡପତ୍ର ଦେବା ପାଇଁ ସ୍ଥିର କରିଥିଲେ । ପରିବାର ପାଇଁ ସେମାନେ ତାଙ୍କ ନିଷ୍ପତିରେ…

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ତେବେ…

‘ଗଡ ଫାଦର’ ଟ୍ରେଲର ରିଲିଜ୍ ପରେ ଟଲିଉଡ଼ ପ୍ରତି ଆଗ୍ରହ ଦେଖାଇଲେ ଭାଇଜାନ

ମୁମ୍ବାଇ: ବଲୁଉଡ ଭାଇଜାନ ସଲମାନ ଖାନ ନିଜ କାମ ପାଇଁ ସର୍ବଦା ଚର୍ଚ୍ଚାର ଶୀର୍ଶରେ ଥାଆନ୍ତି। ଗୋଟେ ପଟେ ଚିରଞ୍ଜୀବୀଙ୍କ ସହ ଦକ୍ଷିଣ ଚଳଚ୍ଚିତ୍ର 'ଗଡ ଫାଦର'ର ଟ୍ରେଲର ଆସିଛି। ଅନ୍ୟପକ୍ଷରେ ବିଗ୍ ବସ୍ ୧୬ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଚାରିଆଡେ ବେଶ୍ ଚର୍ଚ୍ଚିତ। ଯଦିଓ…