Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ, ଗୀତକୁ ନେଇ ଆସୁଛି ଫିଲ୍ମ

ଭୁବନେଶ୍ୱର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ…

ମାଆ ହେବେ କାଟ୍ରିନା, ଓଢ଼ଣାରେ ପେଟକୁ ଢାଙ୍କିଲେ, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଅଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛିି । ଅଭିନେତା ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଅନୁମାନ କରୁଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ।…

ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢିବାକୁ ପସନ୍ଦ କରନ୍ତି । ଜଣେ ବୃଦ୍ଧା ୯୫ ବର୍ଷ ବୟସରେ ବି…

ଅମିତାଭଙ୍କୁ ଭେଟିଲେ ଧୋନୀ, ଫଟୋ ଭାଇରାଲ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି । ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ ଏକାଠି ଦେଖି ଖୁବ୍…

ଆଉ ରୋମାଂଟିକ ଫିଲ୍ମ କରିବେନି ଶାହାରୁଖ ଖାଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପ୍ରଶଂସକମାନଙ୍କୁ ଝଟକା ଲାଗିପାରେ । କିଙ୍ଗ ଖାଁ ଏବେ ଏକ ସାକ୍ଷାତକାରରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଆଗକୁ ଆଉ କୌଣସି ରୋମାଂଟିକ ଫିଲ୍ମ କରିବେ ନାହିଁ । ପିଲାମାନେ ବଡ ହେଲେଣି, ଏଥର ସେମାନେ ରୋମାଂଟିକ ଫିଲ୍ମ କରିବେ । ମୁଁ ଏବେ ମଧ୍ୟ କହୁଛି କରନ ଜୌହର,…

କଙ୍ଗନାଙ୍କ କୁଇନ ସୀକ୍ୱେଲ ଉପରେ କାମ ଆରମ୍ଭ

ମୁମ୍ବାଇ: ବଲିଉଡରେ କୁଇନ ଫିଲ୍ମ ମାଧ୍ୟମରେ କଙ୍ଗନା ରାନାୱତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏପରିକି ସେ କୁଇନ କଙ୍ଗନା ଭାବେ ମଧ୍ୟ ପରିଚିତ ହେଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ କୁଇନର ସୀକ୍ୱେଲ ଉପରେ କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି । ଏବେ…

ଜାଣନ୍ତି ଡ୍ରିମ୍ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ: ବଲିଉଡ଼ର ଡ୍ରିମ୍ ଗର୍ଲ ହେମା ମାଳିନି ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତିନି ବର୍ଷ ହେଲାଣି ତାଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳିନାହିଁ । କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ଲୋକେ…

ଟାଇଗର ୩ର ପୋଷ୍ଟର ରିଲିଜ୍ ,ଖଳନାୟକ ଭୂମିକାରେ ନଜର ଆସିଲେ ଇମ୍ରାନ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍‌ଙ୍କ ଅଭିନିତ ଫିଲ୍ମ ଫିଲ୍ମ ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ସୋମବାର ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । ଏହି…

ଶ୍ୱେତ କୁମାର ଦାଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’ କୁ ସ୍ୱତନ୍ତ୍ର ସୂଚିତ ଶ୍ରେଣୀରେ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡିଆ ସିନେମା ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ମିଳିଛି। ଏହି ସମ୍ମାନ ମାନ୍ୟତାର…

ଆରମ୍ଭ ହେବାକୁ ଯାଉଛି ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ଦ୍ୱିତୀୟ ସଂସ୍କରଣ

ଭୁବନେଶ୍ୱର: ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ, ୨୦୨୩ ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର ଦାଖଲ କରିବାର ତାରିଖ ଆଜିଠାରୁ ଆରମ୍ଭ ହୋଇଛି। ପ୍ରବେଶ ଦାଖଲର ଶେଷ ତାରିଖ ୧୭ ନଭେମ୍ବର, ୨୦୨୩ ଧାର୍ଯ୍ୟ କରାଯାଇଛି। ଏହି ଉତ୍ସବର ଲକ୍ଷ୍ୟ ହେଉଛି ସଡ଼କ ସୁରକ୍ଷା ପ୍ରସଙ୍ଗରେ ସଚେତନତା…