Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଉଦୟପୁର ଫାଇଲ୍ସ’ର ପ୍ରଯୋଜକଙ୍କୁ ହତ୍ୟା ଧମକ

ମୁମ୍ବାଇ: ଆଇନଗତ ଲଢ଼େଇ ପରେ ଫିଲ୍ମ 'ଉଦୟପୁର ଫାଇଲ୍ସ' ଶେଷରେ ସିନେମା ହଲରେ ମୁକ୍ତିଲାଭ କରିଛି। ତଥାପି ଫିଲ୍ମ ନିର୍ମାତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ଗୋଟିଏ ପଟେ ଫିଲ୍ମ ହଲରେ ଦର୍ଶକ ବେଶୀ ଭିଡ ଜମାଉନଥିବା ବେଳେ ଅନ୍ୟପଟେ ପ୍ରଯୋଜକ ଅମିତ ଜାନି ଦାବି କରିଛନ୍ତି ଯେ ତାଙ୍କୁ…

ରିଲିଜ୍ ପୂର୍ବରୁ ବଜେଟର ଅଧା ରୋଜଗାର କଲା ‘କୁଲି’, ‘ୱାର୍ ୨’କୁ ଦଉଛି କଡା ଟକ୍କର

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମ 'କୁଲି' ରିଲିଜ୍ ହେବାକୁ ଆଉ ୪ ଦିନ ବାକି ଅଛି, ଯାହା ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ଜବରଦସ୍ତ ଟଙ୍କା ରୋଜଗାର କରୁଛି । ପ୍ରଥମ ଦିନରେ ହିଁ ଏହା ବକ୍ସ ଅଫିସରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି । ଭାରତରେ ଫିଲ୍ମର ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି ।…

ପୁଣି ଏକାଠି ହେବେ ବଲିଉଡର ହିଟ୍ ଯୋଡ଼ି ସଲମାନ ଓ ସୂରଜ…

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ମଧ୍ୟରୁ ଜଣେ ହେଉଛନ୍ତି ସଲମାନ ଖାନ ଏବଂ ସୂରଜ ବରଜାତ୍ୟା। ଦୁହେଁ ପୁଣି ଥରେ ଏକାଠି ହେବାକୁ ସଜବାଜ ହେଉଛନ୍ତି। ୯୦ ଦଶକରୁ ଏହି ଯୋଡ଼ି 'ହମ୍ ଆପକେ ହେ କୌନ୍', 'ହମ୍ ସାଥ୍ ସାଥ୍ ହେ' ଏବଂ 'ପ୍ରେମ୍ ରତନ ଧନ ପାୟୋ' ଭଳି…

ଗୁଳିକାଣ୍ଡ ଏବଂ ହତ୍ୟା ଧମକ ପରେ ମଧ୍ୟ ପୋଲିସ ସହ ଯୋଗାଯୋଗ କଲେ ନାହିଁ କପିଲ, କିନ୍ତୁ କାହିଁକି?

ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ କାନାଡାସ୍ଥିତ କୈଫେରେ ଗୁଳିକାଣ୍ଡ ଘଟଣା ପରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ମୁମ୍ବାଇ ପୋଲିସ ଏବେ ଏହି ସମ୍ପର୍କରେ ତାଙ୍କ ସହିତ ଯୋଗାଯୋଗ କରିଛି। କିନ୍ତୁ, ସୂତ୍ର ଅନୁଯାୟୀ, କପିଲ ଶର୍ମା ଏପର୍ଯ୍ୟନ୍ତ ପୋଲିସକୁ କୌଣସି ସରକାରୀ ଅଭିଯୋଗ ଦେଇନାହାଁନ୍ତି।…

ସ୍ମୃତି ଇରାନୀଙ୍କ ଏପିସୋଡ ପିଛା ଆୟ କେତେ, ଟିଭି ସାକ୍ଷାତକାରରେ କହିଲେ ପାଉଣା

ମୁମ୍ବାଇ: ଟିଭି ପରଦାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ରିଟର୍ଣ୍ଣ ହଲଚଲ ସୃଷ୍ଟି କରିଛି। ତାଙ୍କ ନୂଆ ସୋ Kyunki Saas Bhi Kabhi Bahu Thi 2 ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨’ ପ୍ରସାରଣ ହେବା ସହ ଦର୍ଶକଙ୍କ ମନ ଜିଣିଛି। ପ୍ରଥମ ସପ୍ତାହରେ ହିଁ ଏହି ସୋ ଟିଆରପିରେ…

ସଂସ୍କାର ଟିଭିକୁ ଶ୍ରେଷ୍ଠ ଧାର୍ମିକ ଚ୍ୟାନେଲ ପୁରସ୍କାର, ଦୁଇଟି ବର୍ଗରେ ଜିତିଲା ବିସିଏସ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଧାର୍ମିକ-ଆଧ୍ୟାତ୍ମିକ ପ୍ରସାରଣ ଜଗତର ଏକ ଜଣାଶୁଣା ନାମ ସଂସ୍କାର ଟିଭି ଦୁଇଟି ବର୍ଗରେ ବିସଏସ (BCS) ରତ୍ନ ପୁରସ୍କାର ଜିତିଛି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂସଦ ଅନୁରାଗ ଠାକୁର ପ୍ରସାରଣ କ୍ଷେତ୍ର ସହିତ ଜଡିତ ଟିଭି-ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଲୋକଙ୍କୁ…

ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା, ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦରେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଛି । ସ୍କୁଟି ପାର୍କିଂକୁ ନେଇ ଏକ ସାମାନ୍ୟ ବିବାଦ ବଢ଼ି ଯାଇଥିଲା ଏବଂ ଅଭିଯୁକ୍ତମାନେ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା କରିଥିଲେ…

ଚଳଚ୍ଚିତ୍ର ‘ଇସ୍କ ଟ୍ରାଫିକ’ର ମ୍ୟୁଜିକ ରିଲିଜ; ସେପ୍ଟେମ୍ବରରେ ମୁକ୍ତିଲାଭ…

ଭୁବନେଶ୍ବର: ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଇସ୍କ ଟ୍ରାଫିକ'ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି।'ଆମର ମ୍ୟୁଜିକ'ରେ ମୁକ୍ତିଲାଭ କରିଥିବା ଏହାର ସଙ୍ଗୀତକୁ ହୋଟେଲ ଏଚଏଚଆଇ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଥିଲା। ଏଥିରେ ସଙ୍ଗୀତ…

ଲାଇନ କଟିଗଲା, ଶ୍ରୀଦେବୀଙ୍କୁ ପ୍ରପୋଜ କରି ପାରିଲେନି ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ଲୋକପ୍ରିୟ ଚେହେରା ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କୁ କିଏ ବା ନ ଜାଣେ । ଚାଲବାଜ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉଭୟ ହିନ୍ଦର, ତେଲୁଗୁ, ତାମିଲରେ ଅନେକଗୁଡିଏ ଫିଲ୍ମ ଏକତ୍ର କରିଥିଲେ । ଇତି ମଧ୍ୟରେ ରଜନୀକାନ୍ତଙ୍କ…

ପ୍ରିୟଙ୍କା କାହିଁକି କହିଲେ ମୋତେ ଅପମାନିତ କଲେ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମନଇଚ୍ଛା ପୋଷ୍ଟ ପ୍ରାୟତଃ କରନ୍ତି ନାହିଁ । ସେ ସର୍ବଦା ନିଜର କିମ୍ବା ନିକ ଜୋନ୍ସ ଓ ଝିଅର ଫଟୋ ଶେୟାର କରିଥାନ୍ତି । ଏବେ ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ପୋଷ୍ଟରେ ଲେଖିଛନ୍ତି ମୋତେ ଯଦି କିଏ ଅପମାନିତ…