Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରେକର୍ଡ ଭାଙ୍ଗୁଛି ‘ସୟାରା’; ଆୟରେ ୩୦୦ କୋଟି ଟପିଲା 

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ "ସୟାରା" ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମ ରିଲିଜ ହେବାର ୧୭ ଦିନ ବିତିଗଲାଣି କିନ୍ତୁ ଏହାର ରୋଜଗାର କମୁନାହିଁ। ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଅଭିନୟ ଯାଦୁ ଲୋକଙ୍କୁ ଛୁଇଁପାରିଛି। ସପ୍ତାହାନ୍ତରେ ସୟାରା ଆୟରେ ଏକ ବଡ଼ ବୃଦ୍ଧି ଘଟିଛି।…

ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ‘ହୃଦୟର ମଣିଷ’ ଲୋକାର୍ପିତ

ଭୁବନେଶ୍ୱର: ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଓ ଚିତ୍ରଶିଳ୍ପୀ ଡ଼କ୍ଟର ଯଦୁନାଥ ପ୍ରସାଦ ଦାସଙ୍କ ୯୨ତମ ଜନ୍ମଦିବସ ଉପଲକ୍ଷେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଏକ ବିଶେଷ ପ୍ରାମାଣିକ ଚଳଚ୍ଚିତ୍ର "ହୃଦୟର ମଣିଷ - ଲାଇଫ୍ ଆଣ୍ଡ ୱର୍କ୍ସ ଅଫ୍ ଡକ୍ଟର ଜେ.ପି.ଦାସ" ଲୋକାର୍ପଣ ହୋଇଯାଇଛି। ରବିବାର…

ପ୍ରେମ, କମେଡି, ଆକ୍ସନକୁ ପଛରେ ପକାଇଲା ଭକ୍ତି; ଜାଣନ୍ତୁ ଶନିବାର କେତେ ରହିଛି ‘ମହାବତାର ନରସିମହା’ର…

ମୁମ୍ବାଇ: ବକ୍ସ ଅଫିସରେ ରୋମାନ୍ସ, କମେଡି, ଆକ୍ସନ, ଥ୍ରୀଲର ଭଳି ଅନେକ ନୂଆ ଫିଲ୍ମ ରିଲିଜ୍ ହୋଇଛି । ବର୍ତ୍ତମାନ 'ମହାବତାର ନରସିମହା', 'ସୈୟାରା', 'କିଂଗଡମ୍', 'ସନ୍ ଅଫ୍ ସର୍ଦ୍ଦାର ୨', 'ଧଡକ୍ ୨' ସିନେମା ହଲ୍‌ରେ ରାଜ୍ କରୁଛନ୍ତି । ୧୮ ଜୁଲାଇରେ ମୁକ୍ତିଲାଭ କରିଥିବା 'ସୈୟାରା' ତାର…

ମା’ ହେବାକୁ ଯାଉଛନ୍ତି କି ଏହି ବଲିଉଡ କୁଇନ୍?, ସ୍ବାମୀ କହିଲେ ‘ଖୁବଶୀଘ୍ର ଖୁସି ଖବର’…ପୂରା…

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ଆଉ ଜଣେ ବଲିଉଡ କୁଇନ୍ । ସ୍ବାମୀ କହିଲେ ଖୁବଶୀଘ୍ର ମିଳିବ ଖୁସି ଖବର । ଯାହାକୁ ନେଇ ପୂରା ଇଣ୍ଟରନେଟରେ ଚର୍ଚ୍ଚା । ତେବେ ବଲିଉଡ ହିରୋଇନ୍ ପରିଣୀତି ଚୋପ୍ରା ଏହି ନିକଟରେ ତାଙ୍କ ସ୍ୱାମୀ ଏବଂ ଆପ ନେତା ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ଲୋକପ୍ରିୟ…

ବନ୍ଦ ହୋଇଯିବ କି ରଣବୀରଙ୍କ ଡନ ୩

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ତାଙ୍କର ଆଗାମୀ ଫିଲ୍ମ ଧୂରନ୍ଧରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଲୁକ ଏବଂ ଷ୍ଟାଇଲକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଡିସେମ୍ବର ୫ରେ ଏହା ରିଲିଜ ହେବ । ତେବେ ରଣବୀର ସିଂଙ୍କ ଆଉ ଏକ ବହୁ ଚର୍ଚ୍ଚିତ ଫିଲ୍ମ ଡନ ୩କୁ ନେଇ ଖରାବ ଖବର…

ବନ୍ଧୁଙ୍କ ପାଇଁ ଦିନ ଟିଏ: ‘ଥ୍ରୀ ଇଡିଅଟ୍ସ’ ଠାରୁ ‘ଦିଲ୍ ଚାହତା ହେ’ ପର୍ଯ୍ୟନ୍ତ, ମନେପକାଇ ଦେବ ପରୁଣା…

ମୁମ୍ବାଇ: ଆଜି ବନ୍ଧୁ ପାଇଁ ଦିନଟିଏ । ବିଶ୍ବ ବନ୍ଧୁତ୍ବ ଦିବସ ପାଳୁଛି । ଏହାରି ଭିତରେ ଆଜିର ଯୁବ ପିଢି ଗତକାଲିର ସେ ବନ୍ଧୁତ୍ବ ଜୀବନ ଠାରୁ ଟିକେ ଦୂରେଇ ଯାଇଛି । ହେଲେ ସ୍ମୃତି ଆଜି ବି ତାଜା ରହିଛି । ଆଉ ତାଜା ସ୍ମୃତିକୁ ଉଦଜୀବିତ କରିବା ପାଇଁ ବଲିଉଡରେ ଚଳଚ୍ଚିତ୍ରଗୁଡ଼ିକର ଏକ ଭଣ୍ଡାର…

ବନ୍ଧୁଙ୍କ ସହ ଫ୍ରେଣ୍ଡଶିପ ଡେରେ ନୂଆ ଫିଲ୍ମ ସାଇଡ ହୀରୋଜର ଘୋଷଣା କଲେ ଇମତିଆଜ

ମୁମ୍ବାଇ: ଫ୍ରେଣ୍ଡଶିପ ଡେରେ ନିଜର ପ୍ରିୟ ବନ୍ଧୁମାନଙ୍କ ସହ ନିର୍ମାତା ଇମତିଆଜ ଅଲୀ ଓ ମହାବୀର ଜୈନ ନୂଆ ଫିଲ୍ମର ଘୋଷଣା କରାଯାଇଛି । ଏହି ଫିଲ୍ମର ନାମ ସାଇଡ ହୀରୋଜ ରଖାଯାଇଛି । ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ବରୁଣ ଶର୍ମା ଏଥିରେ ଅଭିନୟ କରିବେ । ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ…

‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ…

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩୩ ବର୍ଷ ପରେ ଶାହାରୁଖ ଜିତିଲେ ପ୍ରଥମ ନ୍ୟାଶନାଲ ଆଓ୍ୱାର୍ଡ

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ର ବିଜେତା ଘୋଷଣା କରିଛି। ଶାହାରୁଖ ଖାନ ଓ ବିକ୍ରାନ୍ତ ମେସୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଶାହାରୁଖ ‘ଜଓ୍ୱାନ’ ଓ ବିକ୍ରାନ୍ତ ‘12th Fail’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଉଭୟଙ୍କ ପାଇଁ ଏହା ପ୍ରଥମ ଜାତୀୟ…

ଓଡ଼ିଆ ସିନେମାର ଗର୍ବ: ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର!

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନଦବିନ୍ଦୁ’…