Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶିଳ୍ପା କହିଲେ ବର୍ତ୍ତୁଳାସନର ଫାଇଦା କେତେ…

ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ। ୫୦ ପାଖାପାଖି ବୟସରେ ବି ସେ ଯେମିତି ଦିଶନ୍ତି, ତାହା ପଛରେ ରହିଛି କଠିନ ପରିଶ୍ରମ ଓ ଯୋଗ। ନିକଟରେ ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବର୍ତ୍ତୁଳାସନ (Vartulasan) ର ଚମତ୍କାରୀ…

ହମଜା ପରେ ଭଗବାନ ଶିବଙ୍କ ଭୂମିକା କରିବେ ରଣବୀର

ନୂଆଦିଲ୍ଲୀ: ଧୂରନ୍ଧର ଫିଲ୍ମରେ ହମଜା ଭୂମିକା କରି ରଣବୀର ସିଂ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ରିପୋର୍ଟ ମୁତାବକ ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଅମୀଶ ତ୍ରିପାଠୀଙ୍କ ଶିବା ଟ୍ରାଇଲୋଜି ଯାହା ଇର୍ମୋଟାଲ୍ସ ଅଫ ମେଲୁହା ସିରିଜ ନାମରେ…

ସଲମାନଙ୍କ ସହ ନୂଆ ଫିଲ୍ମରେ ଅଭିନୟ କରୁ ନାହାନ୍ତି କରୀନା

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାଁଙ୍କ ଆଗାମୀ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରାଜ ଓ ଡିକେ ଯୋଡୀଙ୍କ ସହ ସଲମାନ ଏକ ସୁପରହୀରୋ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନଙ୍କ ଉତ୍କଣ୍ଠା…

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବଢ଼ିଲା ଅଡୁଆ। ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କୁ ଲାଗିଛି ବଡ଼ ଝଟକା। ସରକାରୀ ସାକ୍ଷୀ ବା 'ଆପ୍ରୁଭର' ସାଜିବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ କୋର୍ଟରେ ଜୋରଦାର ବିରୋଧ କରିଛି ପ୍ରବର୍ତ୍ତନ…

ସିନେମା ଜଗତକୁ ‘ଥାଲାପତି’ଙ୍କ ବାଏ ବାଏ

ନୂଆଦିଲ୍ଲୀ: ତାମିଲ ସିନେମାର ସବୁଠାରୁ ବଡ଼ ସୁପରଷ୍ଟାର ‘ଥାଲାପତି’ ବିଜୟ ଏବେ ରୂପେଲି ପରଦାକୁ ଅଲବିଦା କହି ସାରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ସେ ଏବେ ପୂର୍ଣ୍ଣକାଳୀନ ରାଜନୀତିରେ ମନୋନିବେଶ କରିବେ । ବିଜୟଙ୍କ ଏହି ନିଷ୍ପତ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ…

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଶା, ସାମିଲ ହେଲେନି ପତ୍ନୀ

ଚେନ୍ନାଇ: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କର ଶପଥ ଗ୍ରହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ତାଙ୍କର ପୁରା ପରିବାର  ଯୋଗ ଦେଇଥିଲେ। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ…

The Bengal Files in West Bengal:ଏହି ଦିନ’ଦ ବେଙ୍ଗଲ ଫାଇଲ୍ସ’ ପଶ୍ଚିମବଙ୍ଗରେ ହେବ ରିଲିଜ୍;…

ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ "ଦ ବେଙ୍ଗଲ ଫାଇଲ୍ସ" ଶେଷରେ ପଶ୍ଚିମବଙ୍ଗର ବିଭିନ୍ନ ସିନେମା ହଲରେ ଆସିବ । ଏହି ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ମେ ୧୫ ତାରିଖରେ ପଶ୍ଚିମବଙ୍ଗରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ପ୍ରଥମେ ଗତ ବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ବ୍ୟତୀତ…

ବିଜୟ ଦେଇଛନ୍ତି ନକଲି ସମର୍ଥନ ପତ୍ର; ବଡ଼ ଅଭିଯୋଗ ଆଣିଲେ ଦିନାକରନ

ଚେନ୍ନାଇ: ତାମିଲନାଡୁରେ ନୂଆ ସରକାର ଗଠନ ଦାବି କରିବା ପାଇଁ ତାମିଲନାଡୁ ଭେଟ୍ଟ୍ରି କାଝାଗମ (ଟିଭିକେ) ମୁଖ୍ୟ ବିଜୟ ରାଜ୍ୟପାଳ ଆରଭି ଆର୍ଲେକରଙ୍କୁ ଭେଟିଥିଲେ। ଏହାରି ମଧ୍ୟରେ ଏଏମଏମକେ ନେତା ଟିଟିଭି ଦିନାକରନ ରାଜ୍ୟପାଳଙ୍କୁ ଭେଟି ଟିଭିକେ ହେରଫେର କରିଥିବା ଅଭିଯୋଗ ଆଣିଥିଲେ। ବିଜୟ…

Governor Teaser Out:ଦ ସାଇଲେଣ୍ଟ ସେଭିଅର ଗଭର୍ଣ୍ଣର:ଟିଜର ଆଉଟ୍; ୧୯୯୦ର ଭାରତର ଆର୍ଥିକ ସଙ୍କଟର ସତ୍ୟ ଘଟଣା…

ମୁମ୍ବାଇ: ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ମନୋଜ ବାଜପେୟୀ । ମନୋଜ ବାଜେପୟୀ"ଦ ସାଇଲେଣ୍ଟ ସେଭିଅର ଗଭର୍ଣ୍ଣର" ରେ ଭାରତର ବଡ଼ ଆର୍ଥିକ ସଙ୍କଟ ସହ ଲଢ଼ିବେ । ସେ RBI ଗଭର୍ଣ୍ଣର ଭୂମିକାରେ ନଜର ଆସିବେ। ଏହା ସତ୍ୟ ଘଟଣା ଉପରେ ଆଧାରିତ। ଦ ସାଇଲେଣ୍ଟ ସେଭିଅର ଗଭର୍ଣ୍ଣର"ର ଟିଜର ରିଲିଜ…

Mantra Muugdha: ଦର୍ଶକଙ୍କ ମଧ୍ୟରେ’ମନ୍ତ୍ର ମୁଗ୍ଧ’ର କ୍ରେଜ ; ୫ଦିନରେ ୧.୦୭ କୋଟି ପାର୍…

ଭୁବନେଶ୍ବର: କମେଡି ଓ ହରର ଫିଲ୍ମ 'ମନ୍ତ୍ର ମୁଗ୍ଧ' ରିଲିଜର ପ୍ରଥମ ଦିନ ଠାରୁ ଶୋ' ହାଉସଫୁଲ ରହିଥିବା ବେଳେ ରିଲିଜର ୫ମ ଦିନ ମଧ୍ୟରେ ଏହା ୧ କୋଟିରୁ ଅଧିକ ଆୟ କରିଛି । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର କଲେକ୍ନସ ବିଷୟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ସେୟାର କରିଥିବା…