Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…

ମୁମ୍ବାଇ: ଆଜି ସଲମାନ ଖାନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ୬୦ତମ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଏବଂ ବନ୍ଧୁମାନେ ତାଙ୍କ ଫାର୍ମହାଉସରେ ଏକାଠି ହୋଇଥିଲେ। ସଲମାନଙ୍କ ପିତା, ଲେଖକ ସଲିମ ଖାନ ଏବଂ ତାଙ୍କ ଭଣଜା ନିର୍ବାଣ ଏବଂ ଅରହାନ ଖାନଙ୍କ ସମେତ ପରିବାରର ଅନେକ ସଦସ୍ୟ ସେଠାରେ…

Hardik Pandya: ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’

ନୂଆଦିଲ୍ଲୀ: ସବୁବେଳେ ନିଜର ପର୍ସନାଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ । କେତେବେଳେ କ୍ରିକେଟ ପାଇଁ ଆଉ କେତେ ବେଳେ ନିଜ ବିବାହ ଏବହ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ବିଷୟରେ ବେଶ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ ।  କିନ୍ତୁ ଏଥର ସେ ଏକ ଫଟୋ…

ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ରିପୋର୍ଟ ମୁତାବକ ଲୋକେଶ କନଗରାଜ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଜେଲର ୨ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ…

ଡନ ୩ରୁ ରଣବୀରଙ୍କୁ ବାହାର କରାଯାଇଛି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରଥମେ ରଣବୀର ଏହି ଫିଲ୍ମ ଛାଡିବା କଥା ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ଏହା ଗୁଜବ…

Letter to Jacqueline Fernandez: ଜେଲରୁ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଲା ସୁକେଶ, ଅଡୁଆରେ ଅଭିନେତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଖ୍ରୀଷ୍ଟମାସର ବିଶେଷ ଅବସରରେ ସେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେବଳ ଜ୍ୟାକଲିନ୍…

Akshay Khanna: କମ୍ ପଇସାରେ ଆଉ ଫିଲ୍ମ କରିବିନି: ଧୁରନ୍ଧର ପରେ ଫି ବଢାଇଲେ ଅକ୍ଷୟ ଖାନ୍ନା

ମୁମ୍ବାଇ: ଫିଲ୍ମ 'ଧୁରନ୍ଧର' ବକ୍ସ ଅଫିସରେ ଧମାକା କରିଛି। ଫିଲ୍ମରେ ଅକ୍ଷୟ ଖାନାଙ୍କ ଦମ୍ ଦେଖି ଲୋକଙ୍କ ନଜର ତାଙ୍କ ଉପରୁ ହଟାଇବା କଷ୍ଟକର ହୋଇପଡିଛି। ନୃତ୍ୟ ହେଉ କି ଶକ୍ତିଶାଳୀ ସଂଳାପ ପରିବେଷଣ, ଅକ୍ଷୟ ଖାନାଙ୍କ ପ୍ରତ୍ୟେକ ଦୃଶ୍ୟ ଉପରେ ପ୍ରଭାବ ପଡ଼ିଛି। ଫିଲ୍ମର ସଫଳତା ପରେ, ଏହି…

ଧୂରନ୍ଧର ଦ୍ୱିତୀୟ ପାର୍ଟରେ ହେବ ଆହୁରି ଧମାକା, ଖୁଲାସା କଲେ ଅଭିନେତା

ମୁମ୍ବାଇ: ଧୂରନ୍ଧର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏପରିକି ଏହାର ପ୍ରତ୍ୟେକ ସିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପାର୍ଟର ଜ୍ୱର ପ୍ରଶଂସକଙ୍କ ମନରୁ ବାହାରୁ ନ ଥିବା ବେଳେ ଏବେ ଏହାର ଦ୍ୱିତୀୟ ପାର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର…

କେବେ ରିଲିଜ ହେବ “ଦୃଶ୍ୟମ ୩”; ଡେଟ୍ ଆନାଉନ୍ସ କଲେ…

ମୁମ୍ବାଇ: ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରୀଲର ଫିଲ୍ମ "ଦୃଶ୍ୟମ ୩"ର ଟିଜର ରିଲିଜ୍ ହୋଇଛି। ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହି ଫିଲ୍ମ ମୋହନଲାଲ-ଜିତୁ ଜୋସେଫଙ୍କ ଫିଲ୍ମ "ଦୃଶ୍ୟମ"ର ହିନ୍ଦୀ ରିମେକ୍ ଅଟେ। ଦକ୍ଷିଣ ଭାରତୀୟ ସଂସ୍କରଣରେ ଏହି ଫିଲ୍ମର ସୁଟିଂ ଦୁଇ…

ଧୂରନ୍ଧରର ସଫଳତା ପରେ ବର୍ଡରରେ ଅଭିନୟ କରିବେ ଅକ୍ଷୟ

ମୁମ୍ବାଇ: ଧୂରନ୍ଧର ଫିଲ୍ମରେ ଅକ୍ଷୟ ଖାନ୍ନାଙ୍କ ଭୂମିକା ବେଶ ଚର୍ଚ୍ଚାର କାରଣ ସାଜିଛି । ରହେମାନ ଡକୈତ ଭୂମିକାରେ ସେ ଚମତ୍କାର ଅଭିନୟ କରିଛନ୍ତି । ଏବେ ତାଜା ଖବର ଅନୁସାରେ ବର୍ଡର ୨ରେ ମଧ୍ୟ ଅକ୍ଷୟ ଅଭିନୟ କରିବାକୁ ଯାଉଛନ୍ତି । ଏଥିସହ ସେ ୨୮ ବର୍ଷ ପରେ ସନୀ ଦେଓଲଙ୍କ ସହ ପୂର୍ନବାର…

Ollywood Movie; ଭିନ୍ନ ଏକ ପ୍ରେମ କାହାଣୀକୁ ନେଇ ନୂଆବର୍ଷରେ ଆସୁଛି ଓଡ଼ିଆ ଫିଲ୍ମ ‘ଅହମ୍’..

ଭୁବନେଶ୍ୱର: ନୂଆ ବର୍ଷରେ ଦର୍ଶକଙ୍କୁ ଫୁଲ ଏଣ୍ଟରଟେନମେଣ୍ଟ କରିବାକୁ ଆସୁଛି ଓଡ଼ିଆ ଫିଲ୍ମ 'ଅହମ୍' । ଫିଲ୍ମଟି ବିଜୟଲକ୍ଷ୍ମୀ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି । ଜାନୁଆରୀରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ, ଆଜି ଏହାର ଶୁଭ ମହୁରତ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର…