Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍ 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ "ରାମାୟଣ’ ବକ୍ସ ଅଫିସରେ ଧମାଲ ମଚାଇଛି। ରଣବୀର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ପୌରାଣିକ ଫିଲ୍ମ ରିଲିଜ୍ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗି ଚାଲିଛି । "ରାମାୟଣ" କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଦର୍ଶକଙ୍କୁ…

‘ଆମେ ବିନା କାରଣରେ ବଦନାମ ହେଉଛୁ’, କାହିଁକି ଏପରି କହିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ?

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍ (HTLS 2026) ରେ ଯୋଗ ଦେଇ Gen Z (ଜେନ୍-ଜି) ପିଢ଼ିକୁ ନେଇ ହେଉଥିବା ସମାଲୋଚନା ଉପରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, "Gen Z ବିନା କାରଣରେ ବଦନାମ"…

‘ରାମାୟଣ’ରେ ଜଟାୟୁଙ୍କ ଚରିତ୍ର ପାଇଁ ୨୦୦ ଥର ଅଭ୍ୟାସ କରିଥିଲେ ଅନୁପମ ଖେର

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି । ଫିଲ୍ମର କାହାଣୀଠାରୁ ଆରମ୍ଭ କରି ଭିଏଫ୍‌ଏକ୍ସ ପର୍ଯ୍ୟନ୍ତ ସବୁକିଛିକୁ ଦର୍ଶକ ପ୍ରଶଂସା କରୁଛନ୍ତି । ତେବେ ଫିଲ୍ମର ଯେଉଁ ଦୃଶ୍ୟଟି ଦର୍ଶକଙ୍କୁ ସବୁଠାରୁ ଅଧିକ ଭାବପ୍ରବଣ କରିଛି, ତାହା ହେଉଛି…

କୈକେୟୀ ଲୁକ୍‌ ପଛର ସଂଘର୍ଷ: ‘ରାମାୟଣ’ ସୁଟିଂ ବେଳେ ଲାରା ଦତ୍ତାଙ୍କ ହାତର ବ୍ରେସଲେଟ୍‌କୁ କରତରେ…

ମୁମ୍ବାଇ: ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’ (Ramayana) ସେଟ୍‌ରେ ଅଭିନେତ୍ରୀ ଲାରା ଦତ୍ତ (Lara Dutta) ଙ୍କ ହାତରେ ଏକ ବ୍ରେସଲେଟ୍ ଅଟକି ଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଅନୁଭବ ବଖାଣିଛନ୍ତି ଅଭିନେତ୍ରୀ।…

ପ୍ରଥମ ଥର ହରର୍‌ ଫିଲ୍ମରେ ନଜର ଆସିବେ ବରୁଣ ଧୱନ, ଜାଣନ୍ତୁ କେବେ ରିଲିଜ ହେବ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ବରୁଣ ଧୱନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା । ନିଜ ଅଭିନୟ ଜରିଆରେ ସେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ବରୁଣ ‘ଭେଡିଆ’, ‘ସୁଇ ଧାଗା’, ‘ବଦଲାପୁର’ ଏବଂ ‘ବର୍ଡର ୨’…

Self-Respect Marriage: ନା ସିନ୍ଦୂର, ନା ପଣ୍ଡିତ, ନା ସାତଫେରା…’ଆତ୍ମସମ୍ମାନ’ ବିବାହରେ ପରସ୍ପରର ହାତ ଧରିଲେ…

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦ ସହ ମାଲିକାଣୀ କାବ୍ୟା ମାରନ୍‌ ଏବଂ ଅନିରୁଦ୍ଧ ରବିଚନ୍ଦରଙ୍କ ବାହାଘରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତେବେ ସେମାନେ ଯେଉଁ ଢଙ୍ଗରେ ବିବାହ କରିଛନ୍ତି, ତାହା ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ନା ସିନ୍ଦୂର, ନା ପଣ୍ଡିତ, ନା ପାରମ୍ପରିକ ଧାର୍ମିକ…

ଓଡିଆ ସିନେମାର ନୂଆ ଯୁଗ, ବାବୁଶାନଙ୍କ ‘ନବରୂପ’କୁ ବିଶ୍ୱ ଦରବାରରେ ପହଂଚାଇବ ଧର୍ମା ପ୍ରଡକ୍ସନ

ବ୍ୟୁରୋ: ୨୦୨୭ରେ ଆସିବ ବାବୁଶାନଙ୍କ ଅଭିନିତ ଚଳଚ୍ଚିତ୍ର 'ନବରୂପ' । ଫିଲ୍ମଟି ଓଡିଆ, ହିନ୍ଦୀ ଓ ତେଲୁଗୁ ୩ଟି ଭାଷାରେ ରିଲିଜ୍ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଥମ ଥର ପାଇଁ ଏକ ଓଡିଆ ସିନେମାର ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱ ନେଇଛି ବଲିଉଡର ପ୍ରସିଦ୍ଧ ପ୍ରଡକ୍ସନ ହାଉସ୍ ଧର୍ମା…

ପରେଶ ରାୱଲଙ୍କ ପରିସ୍ରା ଉପଚାର, କିଏ ଦେଇଥିଲା ଅସାଧାରଣ ପରାମର୍ଶ, ଜାଣନ୍ତୁ …

ବ୍ୟୁରୋ: ଭେଟେରାନ ବଲିଉଡ ଅଭିନେତା ପରେଶ ରାୱଲଙ୍କ ଅଶ୍ଚର୍ଯ୍ୟଜନକ ମନ୍ତବ୍ୟ । ଗୁରୁତର ଗୋଡ ଆଘାତରୁ ଉପଶମ ପାଇଁ ୧୫ଦିନ କାଳ ନିଜ ପରିସ୍ରା ନିଜେ ପିଇଥିଲେ ପରେଶ । ଏନେଇ ଏକ ସାକ୍ଷାତକାରରେ ମନ୍ତବ୍ୟ ପରେ ସବୁଠି ଫ୍ୟାନ୍ ମହଲରେ ଚର୍ଚ୍ଚା । କୌଣସି ଡାକ୍ତର ନୁହଁନ୍ତି ପୂର୍ବତନ ଆକ୍ସନ…

ମୁମ୍ବାଇରେ ହାଇ ଆଲର୍ଟ: ବିଗ୍ ବି’ଙ୍କ ବଙ୍ଗଳା ସମେତ ମୁମ୍ବାଇର ଏକାଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ବାସଭବନ 'ଜଲ୍‌ସା'କୁ ପୁଣିଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଆଜି (ନଭେମ୍ବର ୧୨, ୨୦୨୬) ସକାଳେ ଏକ ଅଜଣା ଇ-ମେଲ୍‌ ମାଧ୍ୟମରେ ଏହି ଧମକ ଆସିବା ପରେ ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ…

Ramayan Backlash: କୈକେୟୀଙ୍କ କଷ୍ଟ୍ୟୁମ ଉପରେ ଟିପ୍ପଣୀ, ମୁହଁ ଖୋଲିଲେ ଲାରା

ବ୍ୟୁରୋ: ରିଲିଜ୍ ପୂର୍ବରୁ, ରିଲିଜ୍ ସମୟରେ ଆଉ ରିଲିଜ୍ ପରେ ଚର୍ଚ୍ଚାର୍ରେ ଚଳଚ୍ଚିତ୍ର ରାମାୟଣ । ଫିଲ୍ମ ବକ୍ସ ଅଫିସରେ ଖୁବ୍ ଭଲ ବିଜନେସ୍ କରୁଥିବା ବେଳେ ମୁଭିକୁ ମିଳୁଛି ମିକ୍ସ ରେସପନ୍ସ । କେତେବେଳେ ଫିଲ୍ମର ଷ୍ଟାରକାଷ୍ଟ ନେଇ ତ କେବେ ସଂଳାପ ଆଉ ଗୀତକୁ ନେଇ ଖୁବ୍ ସମାଲୋଚନାର ଶିକାର…